ଏବେ ଆଉ କୁଆଡେ ଯିବାକୁ ପଡିବନି, ଘରେ ବସି ମାତ୍ର ୭ ଦିନରେ ହିଁ ପାଇବେ DL- ଜାଣନ୍ତୁ ସଂପୂର୍ଣ୍ଣ ଖବର

ସାଧାରଣତଃ ଗାଡି ଚଳେଇବାକୁ ହେଲେ ବ୍ୟକ୍ତିଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକ ପଡିଥାଏ । ଲାଇସେନ୍ସେ ବିନା ଗାଡି ଚଳାଇଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ଓ ଏହା ବେଆଇନ ଘୋଷିତ ହୋଇଥାଏ ।

ଏଥିଲାଗି ଗାଡି ଚାଳକଙ୍କୁ ଅଧିକ ଜୋରିମାନା ଦେବାକୁ ପଡିଥାଏ । ଯଦି ଆପଣ ବିନା ଡ୍ରାଇଭିଂ ଲାଇସେନ୍ସେରେ ଗାଳି ଚଳାଉଛନ୍ତି, ଶୀଘ୍ର  ଡିଏଲ ବନାନ୍ତୁ  । ତେବେ ଡ୍ରାଇଭିଙ୍ଗ ଲାଇସେନ୍ସେକୁ ନେଇ ୟୁପିଏ ସରକାର ଆରମ୍ଭ କରିଛନ୍ତି ନୂଆ ଅଭିଯାନ । ଆବେଦନର ସାତଦିନ ମଧ୍ୟରେ ଆବେଦନ କାରୀଙ୍କୁ ଘରେ ପହଞ୍ଚିବ ଡ୍ରାଇଭିଂ ଲାଇସେନ୍ସେ ।

Image Courtesy: Google

ଡିଏଲ ପାଇଁ ଗାଡି ଚାଳକଙ୍କୁ ଅଧିକ ଦିନ ଅପେକ୍ଷା କରିବାକୁ ପଡିବନିକି ଓ ବହୁତ ସମୟ ଧରି ଲମ୍ବା ଲାଇନରେ ଠିଆ ହୋଇ  ଅପେକ୍ଷା କରିବାକୁ ପଡିବନି । କାହିଁକି ନ ପରିବହନ ବିଭାଗର ଏଭଳି ୨୪ ଟି ସେବାକୁ ସେସ କରିବା ପାଇଁ ସାତ ଦିନର ସମୟ ସୀମା ନେଇଛନ୍ତି ଉତ୍ତର ପ୍ରଦେଶ ସରକାର । ଡ୍ରାଇଭିଙ୍ଗ  ଲାଇସେନ୍ସ ଓ ପରିବହନ ବିଭାଗ ସହିତ ଜଡିତ କିଛିବି କାମକୁ ଆରଟିଓକୁ ସାତ ଦିନ ମଧ୍ୟରେ ସେଶ କରିବାକୁ ପଡିବ । ଖାଲି ଡ୍ରାଇଭିଙ୍ଗ ଲାଇସେନ୍ସ ନୁହେଁ ଗାଡି ରେଜିଷ୍ଟ୍ରେସନକୁ ମଧ୍ୟ ସହଜ କରିଛନ୍ତି ୟୁପିଏ ସରକାର ।

Image Courtesy: Google

ଏଥିପାଇଁ ଗାଡି ଚାଳକଙ୍କୁ ରେଜିଷ୍ଟ୍ରେସାନ ପାଇଁ ଆରଟିଓ ଅଫିସ ଯିବାକୁ ପଡିବ ନାହିଁ । ଗାଡି କିଣିବା ସମୟରେ ଗାଡି ମାଲିକଙ୍କୁ ସଙ୍ଗେ ସଙ୍ଗେ ରେଜିଷ୍ଟ୍ରେସାନ ନମ୍ବର ଦିଆଯିବ । ତେବେ ଆରମ୍ଭରେ ପର୍ଯ୍ୟାୟର ବ୍ୟବସ୍ଥାକୁ ପ୍ରଥମେ ୟୁପିଏ ସରକାର ଦୁଇଟି ସହରରେ ଜାରି କରିଛନ୍ତି ।

Image Courtesy: Google

ଯଦି କୌଣସି ଗାଡି ଚାଳକ ଡିଏଲ ପାଇଁ କି ଆଉକିଛି କାମ ପାଇଁ ଆରଟିଓ ଅଫିସ ଯାଉଚ୍ଛନ୍ତି, ସେଥିପାଇଁ ସେମାନଙ୍କୁ ଟୋକନ ନେବାକୁ ପଡିବ । ଏହା ଦ୍ଵାରା ଆବେଦନ କାରୀଙ୍କୁ ଘଣ୍ଟା ଘଣ୍ଟା ଲାଇନରେ ଠିଆ ହେବାକୁ ପଡିବନି । ଯଦି ଏହି ନିୟମ ସଫଳ ହେବ ଯୋଗୀ ସରକାର ସାରା ରାଜ୍ୟରେ ଲାଗୁ କରିବେ ବୋଲି  ଯୋଜନା କହିଛନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *