ଘରେ ପସି ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ କରା ଗଲା ହତ୍ୟା, ଗୁଳି ମାରି ସାରା ଶରୀରକୁ କଲେ ଏମିତି…

କୁହା ଯାଏ ଯେ ଯାହାକୁ ଯେମିତି ମୃତ୍ୟୁ ଲେଖା ହୋଇଛି ସେମିତି ହବ ଏହାକୁ କେହି ବଦଳି ପାରିବେ ନାହିଁ ତେବେ ସେ ଗରିବ ହେଉ ବା ଧନୀ ଲୋକ କେହି ନିଜ ଭାଗ୍ୟ ବଦଳି ପାରିବେ ନାହିଁ । ଏବେ ଏମିତି ଗୋଟେ ଘଟଣା ସାମ୍ନା କୁ ଆସିଛି ଯାହା ସମସ୍ତଙ୍କୁ ଡରେଇ ଦେଇଛି ଗୋଟେ ପ୍ରସିଦ୍ଧ ଅଭିନେତ୍ରୀଙ୍କ ଭୟଙ୍କର ଭାବରେ ହତ୍ୟା କରା ଯାଇଛି ଏବଂ ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଆରୋପି ତାଙ୍କ ଘରେ ପସି ତାଙ୍କ ହତ୍ୟା କରିଛନ୍ତି । ମିଡିଆ ରିପୋର୍ଟ ଅନୁଯାଇ ଏହି କଥା ସାମ୍ନାକୁ ଆସିଛି ଯେ ୩ଟି ଲୋକ ଏହି ଅଭିନେତ୍ରୀଙ୍କୁ ଧନୀ ଲୋକଙ୍କ ପ୍ରାଇବେଟ ପାର୍ଟି ରେ ପରଫୋର୍ମ କରିବା ପାଇଁ ନେଇ ଯିବା ପାଇଁ ଚାହୁଁ ଥିଲେ ।

Image Courtesy: Google

କିନ୍ତୁ ଅଭିନେତ୍ରୀ ଏହି ଭଳି ପାର୍ଟି ରେ ଯାଇ ନାଚିବା ପାଇଁ ମନା କଲେ, ଓ ଏହି କଥାରୁ ରାଗି ସେହି ୩ଟି ବଦମାଷ ରାଗି ଜବରଦସ୍ତି ଅଭିନେତ୍ରୀଙ୍କୁ ନିଜ ଘରେ ନି ଯିବା ପାଇଁ ପ୍ରୟାଶ କଲେ ଓ ଯେତେବେଳେ ଅଭିନେତ୍ରୀ ଏହି ଜିନିଷ ପାଇଁ ବିରୋଧ କଲେ ଏହି ୩ଟି ବଦମାଷ ତାଙ୍କୁ ଗୁଳି ମାରିବା ଆରମ୍ଭ କଲେ । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ସେହି ଅଭିନେତ୍ରୀଙ୍କ ମୃତ ଶରୀରରୁ ୧୧ଟି ଗୁଳି ବାହାରି ଥିଲା ।

Image Courtesy: Google

ମିଡିଆ ରିପୋର୍ଟ ଅନୁଯାଇ ଏହି ଘଟଣା ଶନିବାର ରାତି ମରଦାନ ଶହର ର ଅଟେ ଯେଉଁଠି ଏହି ଅଭିନେତ୍ରୀ ଘରେ ୩ଟି ଲୋକ ପଶିଲେ ଓ ଅଭିନେତ୍ରୀଙ୍କୁ କିଡନାପ କରିବା ପାଇଁ ଚେଷ୍ଟା କଲେ । ଏହି ବଦମାଷ ଲୋକ ଏହି ଅଭିନେତ୍ରୀଙ୍କୁ ନିଜ ପ୍ରାଇବେଟ ପାର୍ଟି ରେ ନଚେଇବା ପାଇଁ ଚାହୁଁଥିଲେ ଓ ଖବର ଅନୁଯାଇ କିଛି ଦିନ ଠାରୁ ସେହି ଲୋକଙ୍କ ଏହି ଅଭିନେତ୍ରୀଙ୍କ ସହ କଥା ମଧ୍ୟ ଚାଲି ଥିଲା । କିନ୍ତୁ ଅଭିନେତ୍ରୀ ସେହି ପାର୍ଟି ରେ ନାଚିବା ପାଇଁ ମନା କରୁଥିଲେ ।

Image Courtesy: Google

ଯାହା ପରେ ସେହି ଲୋକ ଅଭିନେତ୍ରୀଙ୍କୁ ଜବରଦସ୍ତି ନେଇ ଯିବା ପାଇଁ ଚେଷ୍ଟା କଲେ କିନ୍ତୁ ସେ ଏହି କାମରେ ସଫଳ ହେଲେ ନାହିଁ ଯେତେବେଳେ ତାଙ୍କୁ ହାର ମାନିବାକୁ ପଡିଲା ସେତେବେଳେ ସେ ଅଭିନେତ୍ରୀଙ୍କୁ ଗୁଳି ମାରିବା ଆରମ୍ଭ କଲେ ଓ ୧୧ଟି ଗୁଳି ଅଭିନେତ୍ରୀଙ୍କ ଶରୀରରୁ ବାହାର କରା ଗଲା । ପୋଲିସ ୩ଟି ଆରୋପିଙ୍କ ତଦନ୍ତ ରେ ଲାଗିଛି, ଏହି ଆରୋପିଙ୍କ ମଧ୍ୟରୁ ଜଣେ ଧରା ପଡିଛି ତା ନା ନଈମ ଖଟକ କୁହା ଯାଉଛି ସେ ପୂର୍ବ ପୋଲିସ ଅଫିସର ଅଟେ । ଅନ୍ୟ ଦୁଇଟି ଆରୋପି ଫେରାର ଅଛନ୍ତି ଯେଉଁ ଅଭିନେତ୍ରୀଙ୍କ ବିଷୟରେ ଆମେ ଆପଣଙ୍କୁ କହୁଛୁ ସେ ପାକିସ୍ତାନ ର ସୁମ୍ବଲ ଖାନ ଯିଏ ୨୫ବର୍ଷ ର ଥିଲେ ।

Leave a Reply

Your email address will not be published. Required fields are marked *