ଘରର ମୁଖ୍ୟ ଦ୍ଵାରରେ ଭୁଲରେବି ରଖନ୍ତୁ ନହିଁ ଏହି ଜିନିଷ, ମାତା ଲକ୍ଷ୍ମୀ ହୁଅନ୍ତି ଅଶାନ୍ତି- Vastu Tips

ଯଦି ଆପଣଙ୍କ ଘରର ପ୍ରବେଶ ଦ୍ଵାରରେ ରଖିଛନ୍ତି ଏହି ପାଞ୍ଚୋଟି ଜିନିଷ ମଧ୍ୟରୁ ଗୋଟେ ସେହି ଘରେ କେବେବି ସୁଖ ସମୃଦ୍ଧି ଓ ଘରର ଧନର ଆଗମନ  ହୋଇନଥାଏ । ମାତା ଲକ୍ଷ୍ମୀ ସେହି ଘରକୁ କେବେବି ପ୍ରବେଶ କରନ୍ତି ନାହିଁ । ସେହି ଘରର ଲୋକ ସବୁବେଳେ ଟେନସନରେ ରହିଥାନ୍ତି । ଦୁଖୀ ରହିଥାନ୍ତି ଓ ତାଙ୍କ ଚିନ୍ତା ବଢି ବଢି ଯାଇଥାଏ, ଚିନ୍ତା କମିବାର ନାମ ମଧ୍ୟ ନିଏନି । ଆଜିର ଏହି ଲେଖାରେ ଆପଣ ଜାଣିବେକି ଘରେ ସକରାତ୍ମକତା ବଢାଇବା ପାଇଁ  ସୁଖ ସମୃଦ୍ଧି ପାଇଁ ଘରର ଲୋକ  ଖୁସି ରହିବା ପାଇଁ ଘରର ଦ୍ଵାରରେ କେଉଁ କେଉଁ ଜିନିଷ କେମିତି ଓ କିପରି ରଖିବା ଉଚିତ ।

ଘର ଯେଉଁ ମେନ ଗେଟ ହୋଇଥାଏ ସେ ବହୁତ ମୁଖ୍ୟ ସ୍ଥାନ ହୋଇଥାଏ । ତାରି ମାଧ୍ୟମରେ ଶୁଭ ଅଶୁଭ ଭଲ ମନ୍ଦ ଶକ୍ତି ପ୍ରବେଶ କରିଥାଏ । ଯଦି ମୁଖ୍ୟ ଦ୍ଵାରର ବାସ୍ତୁ ଠିକ ହୋଇନଥାଏ, ମୁଖ୍ୟ ଦ୍ଵାରରେ କିଛି ଏମିତି ଜିନିଷ ରଖିଥିବେ  ଯାହା ଘରର ନକରାତ୍ମକ ଊର୍ଜା ଆଡକୁ ଆକର୍ଷିତ କରିଥାଏ ।

ଏମିତି କିଛି ଜିନିଷ ଠେ ଯାହା ଘର ମୁଖ୍ୟ ଦ୍ଵାରରେ ରଖିବା ଠିକ ହୋଇନଥାଏ ଏହି ଜିନିଷ ଦ୍ଵାରେ ଘରେ ନକରାତ୍ମକ ଜିନିଷର ବାସ ହୋଇଥାଏ । ଘରେ ଝଗଡା ପ୍ରତିଦିନ ହୋଇଥାଏ, ଧନ ହାନି ସହିତ ଘରର ଲୋକ ବହୁତ ଟେନସନରେ ରହିଥାନ୍ତି । ସେଥିଲାଗି ଘର ବାସ୍ତୁ ଉପରେ ଅଧିକ ନଜର ଦେବା ଆବଶ୍ୟକ ହୋଇଥାଏ । ଆପଣ ଘର ମୁଖ୍ୟ ଦ୍ଵାରକୁ ସବୁବେଳେ ସଫାସୁତୁରା ରଖିବା ଉଚିତ । ଲୋକମାନେ ଘର ମୁଖ୍ୟ ଦ୍ଵାରରେ ଗଛ ଲଗାଇଥାନ୍ତି ଯାହା ବଡ ହୋଇ ଘରରେ ଦ୍ଵାରରେ ପଡିଥାଏ ।

ଲୋକ ଘର ମୁଖ୍ୟ ଦ୍ଵାରରେ ଜୋତା ଚପଲ ରଖିଦିଅନ୍ତି ଓ କିଛି ଲୋକ ଘର ଦ୍ଵାରରେ ଡଷ୍ଟବିନ ରଖୀଥାନ୍ତି ଏମିତି କେବିବି କରିବେ ନହିଁ ।  ଘର ମୁଖ୍ୟ ଦ୍ଵାରରେ ସଫା ସୁତୁରା କରି ରଙ୍ଗୋଲି ପକାନ୍ତୁ ଓ ଶୁଭ ଲାଭ କରନ୍ତୁ । ପ୍ରତିଦିନ ସକାଳେ ଗାଧୋଇ ସାରିବା ପରେ ଘର ମୁଖ୍ୟ ଦ୍ଵାରରେ ଟିକେ ଗଙ୍ଗଜଳ ସିଂଚନ କରନ୍ତୁ । ଏମିତି କରିବା ଦ୍ଵାରା ମାତା ଲକ୍ଷ୍ମୀ ଖୁସି ହୋଇ ଆପଣଙ୍କ ଘର ଆଡକୁ ଆକର୍ଷିତ ହେବ । ଯଦି ଘର ମୁଖ୍ୟ ଦ୍ଵାରରେ ଜୋତା ଚପଲର ଷ୍ଟାଣ୍ଡ ରଖିଥିବେ ତାକୁ ସବୁବେଳେ ଘୋଡାଇକି ରଖିବେ ।

ଘରର ମୁଖ୍ୟ ଦ୍ଵାରରେ  ଅଶୋକ ପତ୍ରର ହାର ଲଗାଇବେ । ଘର ମୁଖ୍ୟ ଦ୍ଵାରକୁ ଫୁଲରେ ସଜାଇବେ ଏମିତି କରିବା ଦ୍ଵାରା ସକାରାତ୍ମକ ଉର୍ଜା ଆପଣଙ୍କ ଘରକୁ ପ୍ରବେଶ କରିଥାନ୍ତି । ସକରାତ୍ମକ ଶକ୍ତି ଆପଣଙ୍କ ଘର ଆଡକୁ ଆକର୍ଷିତ ହୋଇଥାନ୍ତି । ମାନେ ରଖିବେ ଘରର ମୁଖ୍ୟ ଦ୍ଵାରକୁ କେବେବି ଅନ୍ଧାର ରଖିବେ ନହିଁ । ଯଦି ଘର ମୁଖ୍ୟ ଦ୍ଵାରରେ ଅନ୍ଧାର ରହୁଥାଏ ସେଠାରେ ଗୋଟେ ବଲ ଲଗାନ୍ତୁ ବା ଦୀପ ଜଳାଇ ରଖନ୍ତୁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *