ପ୍ରଥମଥର ଦେଖନ୍ତୁ ମାନିନୀ ସିରିଏଲର ନେହାଙ୍କ Lover ଓ Family Album

ଚଳଚିତ୍ର ଜଗତ ଏମିତି ଗୋଟେ ଦୁନିଆ ଯେଉଁଠାରେ ଲୋକ ସାମାନ୍ୟ ଠାରୁ ଅଧିକ ହୋଇଥାନ୍ତି, ତେବେ ଅଭିନୟ ଦୁନିଆରେ ଯାହାର ନା ହୋଇଥାଏ ତା ବିଷୟରେ ଜାଣିବା ପାଇଁ ଓ ତାଙ୍କୁ ଦେଖିବା ପାଇଁ ଦର୍ଶକ ଇଛା କରିଥାନ୍ତି କିନ୍ତୁ ଯେତେବେଳେ ସେ ସାମାନ୍ଯ ଲୋକ ହୋଇଥାନ୍ତି କେହି ଜାଣି ନଥାନ୍ତି ଯେ ସେ ଏତେ ବଡ କଳାକାର କେବେ ହୋଇ ପାରିବେ । ତେବେ ସିରିଏଲ ହେଉ ବା ଫିଲ୍ମ ଯିଏ ଭଲ ଅଭିନୟ କଲା ଓ ସୁନ୍ଦର ଦେଖା ଗଲା ଦର୍ଶକ ତାକୁ ମନେ ରଖନ୍ତି ତେବେ ଆଜି ଆମେ ଆପାନ ମାନଙ୍କୁ ମାନିନୀ ସିରିଏଲ ନେହାଙ୍କ ପ୍ରେମିକ ଓ ପରିବାର ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ ।

ଆପଣା ମାନେ ସୁନିତାଙ୍କୁ ନିଶ୍ଚିନ୍ତ ଭାବରେ ଜାଣିଥିବେ, ଆପଣ ମାନେ ସୁନିତାଙ୍କୁ ମାନିନୀ ସିରିଏଲରେ ନେହା ଅଭିନୟ କରୁଥିବାର ଦେଖିଥିବେ ।

Image Courtesy: Google

ଆଜି ଆମେ ଆପଣଙ୍କୁ ସୁନିତାଙ୍କ ଜୀବନୀ ବା ତାଙ୍କ ପରିବାର ବିଷୟରେ ବହୁତ କିଛି କହିବାକୁ ଯାଉଛୁ ଯାହା ବହୁତ କମ ଲୋକ ଜାଣିଛନ୍ତି । ତେବେ ମାନିନୀ ସିରିଏଲରେ ନେହାଙ୍କ ଅଭିନୟ ସୁନିତା କରୁଥିଲେ ତାଙ୍କ ଜବରଦସ୍ତ ଅଭିନୟ ଦର୍ଶକ ମାନାଙ୍କୁ ବେସ ପସନ୍ଦ ମଧ୍ୟ ଆସିଥିଲା । ସୁନିତାଙ୍କ ଏହି ଅଭିନୟ ଦର୍ଶକ ମାନଙ୍କ ମନରେ ତାଙ୍କର ଅଲଗା ପ୍ରକାର ଜାଗା କରି ଅଛି ।

Image Courtesy: Google

ଆପଣମାନେ ସମସ୍ତେ ଜାଣିଛନ୍ତି ଚଳଚିତ୍ର ଦୁନିଆରେ ଯିଏ ଦର୍ଶକ ମାନଙ୍କ ମନ କିଣି ପାରିଲା ସେହି କଳାକାର ଉନ୍ନତି ଓ ସଫଳତା ପାଇଥାଏ । ସେ ତାଙ୍କ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ମନ ବାନ୍ଧି ରଖିଥିଲେ, ମାନିନୀ ସିରିଏଲ  ସାରିବା ପରେ ସୁନିତା ବା ନେହା ଆଉ କୌଣସି ସିରିଏଲରେ ନଜର ଆସି ନାହାନ୍ତି । ତେବେ କିଛି ଭଜନ ଆଲ୍ବମରେ ସୁନିତା କାମ କରିଛନ୍ତି ଓ ତାଙ୍କ ଅଭିନୟ ଓ ନାଚ ଦର୍ଶକ ମାନଙ୍କୁ ପସନ୍ଦ ମଧ୍ୟ ଆସିଛି ।

Image Courtesy: Google

ନେହା ବର୍ତମାନ ନିଜ ପରିବାର ଲୋକଙ୍କ ସହ ଭୁବନେଶ୍ଵରରେ ରହୁଛନ୍ତି, ତାଙ୍କ ପରିବାରରେ ତାଙ୍କ ବାପା ମା ଓ ତାଙ୍କର ଗୋଟେ ସାନ ଭାଇ ଅଛି । ନେହାଙ୍କୁ ସାଙ୍ଗ ମାନଙ୍କ ସହ ବୁଲିବା ବହୁତ ପସନ୍ଦ ଅଟେ, ସେ ପ୍ରାୟତଃ ନିଜ ସାଙ୍ଗ ମାନଙ୍କ ସହ ବୁଲିବାକୁ ଯାଇଥାନ୍ତି । ତେବେ ଆପଣ ମାନଙ୍କୁ ନେହାଙ୍କ ଅଭିନୟ କିପରି ଲାଗେ ଓ ତାଙ୍କର କେଉଁ ଭଜନ ଆପଣଙ୍କୁ ଭଲ ଲାଗିଛି ତାହା ଆମକୁ କହିବେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *