5 ମିନିଟ୍ ପୂର୍ବରୁ ଷ୍ଟେସନ ଛାଡିଥିଲା ଟ୍ରେନ, 30ମିନିଟରେ ପହଁଚିଥାନ୍ତା, ହେଲେ ପହଁଚି ପାରିଲାନି Stationରେ… ଘଟିଗଲା କିଛି ଏମିତି ଦେଖନ୍ତୁ Video

ମାତ୍ର ୫ ମିନିଟ ପୂର୍ବ ରୁ ଷ୍ଟେସନ ଛାଡିଥିଲା ଟ୍ରେନ । ୩୦ ମିନିଟ ପରେ ଅନ୍ୟ ଏକ ଷ୍ଟେସନରେ ଅହଞ୍ଚି ଥାନ୍ତା ଟ୍ରେନ । ହେଲେ ପହଞ୍ଚି ପାରିଲା ନାହି ଷ୍ଟେସନରେ ଟ୍ରେନ । ହଠାତ ଭୀଷଣ ଶବ୍ଦ ହେଲା । ହଁ ଦର୍ଶକ ବନ୍ଧୁ ଏମିତି କିଛି ଦୁର୍ଘଟଣା ଘଟିଛି ଯାହାକୁ ନେଇ ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ କର ସ୍ଥିତି ଦେଖା ଯାଇଛି  ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ।

ଯାହାକୁ ଦେଖିବା ମାତ୍ରେ ଆପଣ ବି ଭୟଭୀତ ହୋଇଯିବେ । ତେବେ ପ୍ରତେକ ଦିନ ଟ୍ରେନରେ ହଜାର ହଜାର ଯାତ୍ରୀ ଯାତ୍ରା କରିଥାନ୍ତି । କିନ୍ତୁ ଅନେକ ସମୟରେ ଟ୍ରେନ ରେ ଯାତ୍ରା ସମୟରେ ଏମିତି କିଛି ଅଘଟଣ ଘଟିଥାଏ ଯାହା କେହି କେବେ ଭାବି ନ ଥାନ୍ତି । ସୂଚନା ଅନୁଯାୟୀ ସମୟ ୩ଟା ବାଜି ୨୭ ମିନିଟ । ସମସ୍ତ ଯାତ୍ରୀ ଟ୍ରେନରେ ଶୋଇଥିଲେ । ଟ୍ରେନ ଟି ଦ୍ରୁତ ଗତିରେ ଯାଉଥିଲା ।

ରାତି ସାରା ରହୁଛି ଟ୍ରେନ ରହୁଛି ଷ୍ଟେସନ ରେ । ଯାତ୍ରୀ ମାନେ କେଉଁଠି ଚଢୁଛନ୍ତି ତ ଆଉ କେଉଁଠି ଓଲାହାଉଛନ୍ତି । ରାତି ସାରା ଷ୍ଟେସନ ମାନଙ୍କରେ ଗହଳି ଜମିଥାଏ । ହେଲେ ହଠାତ ଟ୍ରେନର ବଗି ରେଳ ଧାରଣରୁ ବାହାରକୁ ଚାଲିଗଲା । ଯାତ୍ରୀ ମାନେ ଭୟଭୀତ ହୋଇଗଲେ । କେହି କିଛି ଜାଣି ପାରିଲେ ନାହି । ଚାହୁଁ ଚାହୁଁ ଯାତ୍ରୀ ମାନେ ଜାଣିବାକୁ ପାଇଲେ ଟ୍ରେନ ବଗି ଲାଇନ ବାହାରକୁ ଚାଲି ଯାଇଛି ।

ଯିଏ ଯୁଆଡେ ନିଜ ଜୀବନ ବଞ୍ଚାଇବାକୁ ଯାଇ ଧାଇଁ ବାକୁ ଲାଗିଲେ । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନ ର ପାଲି ରେ । ବାନଜର ଟର୍ମିନାଲ ଜ୍ୟୋତପୁର ସୂର୍ଯ୍ୟ ଏକ୍ସପ୍ରେସ ର ୧୧ଟି ବଗି ରେ ଯାତ୍ରୀ ଙ୍କୁ ଧରି ଗନ୍ତବ୍ୟ ସ୍ଥଳକୁ ଯାଉଥିଲା ।  ହେଲେ ସେମାନଙ୍କ ମଧ୍ୟରୁ ୮ଟି ବଗି ଲାଇନ ଚ୍ୟୁତ ହୋଇଛି ।

ସେପଟେ ଉତ୍ତର ପଶ୍ଚିମ ରେଳବାହୀ ସିପିଆରଓ କହିଛନ୍ତି ଯୋଟପୁର ଡିଭିଜନର ରାଜକ୍ୟୁଆର ଗୋମରାସ ନିକଟରେ  ବଗି ଗୁଡିକ ଲାଇନ ଚ୍ୟୁତ ହୋଇକି । ଏହି ଦୁର୍ଘଟଣା ରେ ୫ ଜଣ ଯାତ୍ରୀ ଆହତ ହୋଇଥିବା ଜଣା ପଡିଛି । ସେପଟେ ରେଳବାଇ ର ଜେନେରାଲ ମ୍ୟାନେଜର ତଥା ଉଚ୍ଚ ପଦାଧିକାରୀ ମାନେ ରେଳବାଇ ଜୟପୁର ମୁଖ୍ୟ ଏହି ଘଟଣା ର ତଦାରଖ କରୁଛନ୍ତି ।

ଅନ୍ୟ ପଟେ ଘଟଣା ସ୍ଥଳରେ ପୋଲିସ, ଆମ୍ବୁଲାନ୍ସ ପହଞ୍ଚି ଆହତ ହୋଇଥିବା ଲୋକଙ୍କୁ ମେଡିକାଲ ରେ ଭର୍ତ୍ତି କରିଛି । ସେପଟେ ରେଳବାହୀ ପକ୍ଷ ରୁ ଘଟଣା ର ତଦନ୍ତ କରା ଯାଇଛି । ଅନ୍ୟ ପାଖରେ ସେହି ଲାଇନରେ ଚଳାଚଳ କରୁଥିବା ସବୁ ଟ୍ରେନ କୁ ବାତିଲ କରା ଯାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *