ଗୋପାଳଙ୍କ ସାଙ୍ଗ କଲେ ବଡ ଖୁଲାସା, ଚାପୁଡା ମାରିଥିଲେ ନବ ! ଏବେ ଗୋପାଳ ନେଲା ପ୍ରତିଶୋଧ… ଦେଖନ୍ତୁ କଣ କହୁଛନ୍ତି Gopalଙ୍କ ସାଙ୍ଗ

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଗତ ରବିବାର ସନ୍ଧ୍ଯା ରେ ଆମ ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ guli mada ହୋଇଥିଲା । ଯାହା ଫଳରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃ -ତ୍ୟୁ ଘଟିଛି । ଏହି ଖବର କୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଲାଗିଥିବା ବେଳେ ବିବାଦ ମଧ୍ୟ ସୃଷ୍ଟି ହୋଇଛି । କାରଣ ନବ ଦାସ ଙ୍କୁ ହ -ତ୍ୟା କରିଥିବା ବ୍ୟକ୍ତି କୌଣସି ସାଧାରଣ ବ୍ୟକ୍ତି ନୁହନ୍ତି ସେ ହେଉଛନ୍ତି ASI ଗୋପାଳ ଚନ୍ଦ୍ର ଦାସ ।

ଯାହାକୁ ନେଇ ଏବେ ସମସ୍ତେ ସ୍ତବ୍ଧ ହୋଇ ପଡିଛନ୍ତି । ଆଜ୍ଞା ହଁ ଏବେ ସାଧାରଣରେ ଚର୍ଚ୍ଚା ହେଉଛି କି କଣ ମହଙ୍ଗା ପଡିଲା କି ଚାପୁଡା ମାଡ । ଦିନେ ନବ ଦାସ ଗୋପାଳ ଙ୍କୁ ଚାପୁଡା ମାରିଥିଲେ । ହେଲମେଟ ଚେକିଙ୍ଗ ପାଇଁ ଧଡ ପକଡ ଚାଲୁଥିବା ବେଳେ ସିଧା ନବ ଦାସ ଆସି କୁଆଡେ ତାଙ୍କୁ ଚାପୁଡା କଷି ଦେଇଥିଲେ । ଝାରସୁଗୁଡା ଡ୍ଯୁଟି ରେ ଥିବା ବେଳେ ତାଙ୍କୁ ସମସ୍ତଙ୍କ ଆଗରେ ଅପମାନିତ କରିଥିଲେ ନବ ଦାସ ।

ସେହି ସମୟରେ ନବ ବାବୁ କଂଗ୍ରେସ ର ବିଧାୟକ ଭାବେ ରହିଥିଲେ । ସେହି ଦିନ ରୁ କୁଆଡେ ଗୋପାଳ ରାଗରେ ରହିଥିଲେ । ଆଉ ଏହି କଥା ଗୋପାଳ ନିଜ ବନ୍ଧୁ ମାନଙ୍କୁ କହିଥିଲେ । ସେହି ଦିନ ଠାରୁ ପ୍ର-ତି-ଶୋ-ଧ ନେବା ଲକ୍ଷ୍ୟ ରେ ଥିଲେ ଗୋପାଳ ଦାସ । ଯଦି ଗୋପାଳ ଙ୍କ ବନ୍ଧୁ କହୁଥିବା କଥା ସତ ହୁଏ ତେବେ ଏହା ଏକ ମଧ୍ୟ କାରଣ ହୋଇପାରେ ।

ବ୍ରହ୍ମପୁର ଠାରେ ଗୋପାଳ ନିଜର ପିଲା ଦିନର ବନ୍ଧୁ ଙ୍କ ଆଗରେ ଏ କଥା କହିଥିଲେ । ସେପଟେ ଗୋପାଳ ଚନ୍ଦ୍ର ଦାସ ଅତି ସାନ୍ତ, ଭାଦ୍ର ଓ ନମ୍ର ଥିଲେ ବୋଲି କହିଛନ୍ତି ତାଙ୍କର ଆଉ ଜଣେ ବନ୍ଧୁ । ଗୋପାଳ କେବେ ରାଗନ୍ତି କି ନାହି କିମ୍ବା କାହାକୁ କିଛି କହି ନାହାନ୍ତି ଗୋପାଳ । ଟିଭି ରେ ଗୋପାଳ ଙ୍କ ନାମ ଶୁଣିବା ପରେ ମୁଁ ଆବାକ ହୋଇ ଯାଇଥିଲି ବୋଲି କହିଛନ୍ତି ଗୋପାଳ ଙ୍କ ବନ୍ଧୁ ।

କେମିତି ଶାନ୍ତ ସରଳ ଗୋପାଳ ପ୍ରଭାବଶାଳୀ ମନ୍ତ୍ରୀ ଙ୍କୁ guli କରି ଦେବ ତାହା ମୁଁ ଜାଣିପାରୁ ନାହି । ତଦନ୍ତ ପରେ ସବୁ ସାମ୍ନା କୁ ଆସିବ ବୋଲି କହିଛନ୍ତି ଗୋପାଳ ଙ୍କ ବନ୍ଧୁ । ନବ ଦାସ ଙ୍କ ହ-ତ୍ୟା-କା-ଣ୍ଡ କୁ ନେଇ ନାନା ପ୍ରଶ୍ନ ସାମନା କୁ ଆସୁଥିବା ବେଳେ ଏବେ ସମସ୍ତଙ୍କ ନଜର ରହିଛି କ୍ରାଇମବ୍ରାଞ୍ଚ ଉପରେ । ଏ ସବୁ ଦିଗକୁ ନେଇ ପୋଲିସ ତଦନ୍ତ କରିପାରେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *