ଗୋଟେ ଝିଅ ନେପାଳରେ ରହୁଛି, ତାର ବୟସ 27 ବର୍ଷ ଓ ତା ମା’ର ବୟସ 25 ବର୍ଷ କୁହ ତ ଏହା କେମିତି ସମ୍ଭବ ?- Interesting Gk Questions

ଆଇଏସ ଓ ଆଇପିଏସ ପରୀକ୍ଷାରେ ସବୁବେଳେ କଷ୍ଟପୂର୍ଣ ପ୍ରଶ୍ନ କରାଯାଏ । ଭାରତରେ UPSC ପରୀକ୍ଷାରେ ଅଧିକ ସାଧାରଣ ଜ୍ଞାନ ବାଲା ପ୍ରଶ୍ନ କରାଯାଏ । ସାଧାରଣ ଜ୍ଞାନ ପ୍ରଶ୍ନ କେବଳ ବ୍ୟକ୍ତିର ବୁଦ୍ଧି ପରୀକ୍ଷା ପାଇଁ ନୁହେଁ ଅଥବା ସେ କେତେ ଜଲ୍ଦି ସ୍ଥିତିକୁ ଦେଖି ସମଧାନ କରି ପାରିବ ତାହା ବିଷୟରେ ଜାଣିବା ପାଇଁ ବି ପ୍ରଶ୍ନ କରାଯାଏ ।

ତେବେ ଆଜି ଆମେ ଜାଣିବା ବିଭିନ୍ନ ୨୫ ଟି ପ୍ରଶ୍ନ ଓ ଉତ୍ତର ଆପଣଙ୍କ ପାଇଁ ନେଇ ଆସିଛୁ । ୧ – ଦୁନିଆରେ ଏମିତି କେଉଁ ପକ୍ଷୀ ଅଛି ଯିଏ ପଛ ଆଡକୁ ବି ଉଡିପାରେ ? ଉତ୍ତର – ହମିଙ୍ଗ ବର୍ଡ

୨ – ଏମିତି କେଉଁ ପଶୁ ଅଛି ଯିଏ କେବଳ ନୀଳଗିରିର ପତ୍ର ଖାଇ ଥାଏ ଓ ଆଉ କିଛି ବି ନୁହେଁ ?

ଉତ୍ତର – କୋଅଲା

୩ – ରାଷ୍ଟ୍ରିୟ ଜନଗଣନା କେତେ ବର୍ଷ ପରେ ହୋଇଥାଏ ?

ଉତ୍ତର – ୧୦ ବର୍ଷ ପରେ

୪ – ଏମିତି କେଉଁ ଜିନିଷ ଅଛି ଯାହା ଖରାରେ କେବେ ବି ଶୁଖି ପାରିବ ନାହିଁ ?

ଉତ୍ତର – ମଣିଷର ଝାଳ

୫ – କେଉଁ ଦେଶରେ ସୀମାକୁ ୧୪ ଦେଶ ଘେରି ଅଛନ୍ତି ?

ଉତ୍ତର – ଚୀନ

୬ – ତାହା କଣ ଅଟେ ଯାହା ଭାଙ୍ଗିବା ପରେ ହିଁ କାମରେ ଆସିଥାଏ ?

ଉତ୍ତର – ଅଣ୍ଡା

୭ – କେଉଁ ଦେଶରେ ଅନ୍ତିମ ସଂସ୍କାରରେ ଲୋକମାନେ ଡାନ୍ସ କରନ୍ତି ?

ଉତ୍ତର – ଘନା

୮ – ସିଗନେଚର ଓ ଅଟୋଗ୍ରାଫରେ କଣ ଫରକ ହୋଇଥାଏ ?

ଉତ୍ତର – ସିଗନେଚର ସାଧାରଣ ଲୋକମାନଙ୍କର ନିଆଯାଏ ଓ ଅଟୋଗ୍ରାଫ ପ୍ରସିଦ୍ଧ ଲୋକମାନଙ୍କର ନିଆଯାଏ ।

୯ – ବିଶ୍ଵର ଏମିତି କେଉଁ ଦେଶ ଅଛି ଯେଉଁଠି ଧଳା ହାତୀ ଦେଖା ଯାଆନ୍ତି ?

ଉତ୍ତର – ଥାଇଲ୍ୟାଣ୍ଡ

୧୦ – ତାହା କେଉଁ ଦେଶ ଅଟେ ଯେଉଁଠି ଗରମ ହେବା ସତ୍ବେ ବି ସେଠି ସମସ୍ତେ ଗୋରା ହୋଇଥାନ୍ତି ?

ଉତ୍ତର – ଅରବ ଦେଶର ଲୋକମାନେ

୧୧ – ଭାରତରେ ମରୁଢୀ ଭୂମି ସବୁଠୁ ଅଧିକ କେଉଁ ରାଜ୍ୟରେ ଦେଖାଯାଏ ?

ଉତ୍ତର – ରାଜସ୍ଥାନ

୧୨ – ପାଣି ପରେ ଦୁନିଆର ସବୁଠୁ ଅଧିକ କଣ ମିଳିଥାଏ ?

ଉତ୍ତର – ଚା

୧୩ – ରୁଟି କେଉଁ ଗ୍ୟାସ କାରଣରୁ ଫୁଲିଥାଏ ?

ଉତ୍ତର – କାର୍ବନଡାଇଅକ୍ସାଇଡ

୧୪ – ଭାରତର ଦ୍ଵିତୀୟ ତାଜମହଲ କାହାକୁ କୁହାଯାଏ ?

ଉତ୍ତର – ବିୱିର ମକବରାକୁ

୧୫ – ଦିଲ୍ଲୀରେ ସ୍ଥିତ ଜାମା ମସ୍ଜିଦ କିଏ ତିଆରି କରିଥିଲେ ?

ଉତ୍ତର – ଶାହଜହା

୧୬ – କେଉଁ ମନ୍ଦିରରେ କବାଟ ବନ୍ଦ ହେବା ମାତ୍ରେ ହିଁ ଘଣ୍ଟି ବାଜିବା ଆରମ୍ଭ ହୋଇଥାଏ ?

ଉତ୍ତର – ମାତା ମନ୍ଦିର

୧୭ – ମନୁଷ୍ୟ ଶରୀରରେ ଆୟୋଡିନର ଅଭାବରେ କେଉଁ ରୋଗ ହୋଇଥାଏ ?

ଉତ୍ତର – ଗ୍ଵାଲିୟର ରୋଗ

୧୮ – ତାହା କେଉଁ ଜିନିଷ ଅଟେ ଯାହାକୁ ପିଟିବା ଦ୍ଵାରା ଲୋକମାନଙ୍କୁ ମଜା ଆସିଥାଏ ?

ଉତ୍ତର – ଢୋଲକୁ ପିଟିବା ଦ୍ଵାରା

୧୯ – ଭାରତର କେଉଁ ରାଜ୍ୟ ଅଛି ଯାହା କେବେ ବି ବ୍ରିଟିଶର ଗୁଲାମ ହୋଇ ନାହିଁ ?

ଉତ୍ତର – ଗୋଆ

୨୦ – ସିଂହର ଆୟୁ ନିର୍ଧାରଣ କାହା ଦ୍ଵାରା କରାଯାଇଥାଏ ?

ଉତ୍ତର – ନାକର ରଙ୍ଗ ଦେଖି

୨୧ – ଗୋଟିଏ ପେଚା ନିଜର ମୁଣ୍ଡକୁ କେତେ ଦୂର ପର୍ଯ୍ୟନ୍ତ ବୁଲାଇ ପାରିବ ?

ଉତ୍ତର – ୨୭୦ ଡିଗ୍ରୀ

୨୨ – ଗାନ୍ଧୀ ସର୍ବେ ପ୍ରଥମେ ଚଷମା କେବେ ପିନ୍ଧି ଥିଲେ ?

ଉତ୍ତର – ୧୮୯୦ରେ

୨୩ – ବିଶ୍ଵରେ ଏମିତି କେଉଁ ଦେଶ ଅଛି ଯେଉଁଠି ଚାଷ ହୁଏ ନାହିଁ ?

ଉତ୍ତର – ସିଙ୍ଗାପୁର

୨୪ – ସବୁଠୁ ଅଧିକ ଭୂମିକମ୍ପ କେଉଁ ଦେଶରେ ଆସିଥାଏ ?

ଉତ୍ତର – ଜାପାନ

୨୫ – ଗୋଟିଏ ଝିଅ ନେପାଲରେ ରହିଥାଏ

ଯାହାର ବୟସ ୨୭ ବର୍ଷ ଅଟେ ଓ

ତାହାର ମା ର ବୟସ ୨୫ ବର୍ଷ ଅଟେ

କୁହନ୍ତୁ ଏହା କେମିତି ସମ୍ଭବ ଅଟେ ?

ଉତ୍ତର – ଏହା ସମ୍ଭବ ଅଟେ କାରଣ ସେ ସାବତ ମା ଅଟେ ।

Leave a Reply

Your email address will not be published. Required fields are marked *