Interesting GK Questions: ଗୋଟିଏ ମହିଳା, ପୁରୁଷକୁ ସବୁକିଛି ଦେଇ ପାରିବ, କିନ୍ତୁ ଗୋଟିଏ ଜିନିଷ ଦେଇ ପାରେ ନାହିଁ, ତାହା କଣ ଅଟେ ?

ଆଇଏଏସ ଓ ଆଇପିଏସ କିମ୍ବା ଅନ୍ୟ କୌଣସି ଇଣ୍ଟରଭିୟୁରେ ବେଳେ ବେଳେ ଏମିତି କିଛି ପ୍ରଶ୍ନ କରାଯାଏ କି, ଯାହା ଦ୍ଵାରା କ୍ୟାଣ୍ଡିଡେଟକୁ ଅଳ୍ପ ବିଚଳିତ ସହ ଆଶ୍ଚର୍ଯ୍ୟ ହୋଇଯାଏ । ସେ ଚିନ୍ତା କରିବାକୁ ଲାଗେ କି ଏହା କି ଭଳି ପ୍ରଶ୍ନ ଅଟେ । କିନ୍ତୁ ଏହିବାଲୀ ପ୍ରଶ୍ନ ଦ୍ଵାରା କ୍ୟାଣ୍ଡିଡେଟର ଉତ୍ତର, ମାନସିକ ସ୍ଥିତି ଓ ବୋଧିକ କ୍ଷମତା ପ୍ରଶିକ୍ଷଣ କରାଯାଏ । ଆଜି ଆମେ ଆପଣଙ୍କୁ ଆଇଏଏସ ଓ ଆଇପିଏସ ଇଣ୍ଟରଭିୟୁରେ ପ୍ରଶ୍ନ କରାଯାଉଥିବା କିଛି ପ୍ରଶ୍ନ କହିବାକୁ ଯାଉଛୁ ଯାହାର ଉତ୍ତର ମଧ୍ୟ ଆମେ କହିବୁ । କିନ୍ତୁ ଆପଣ ନିଜେ ଉତ୍ତର ଦେବା ପାଇଁ ପ୍ରୟାସ କରନ୍ତୁ ।

ପ୍ରଶ୍ନ – ଦୁନିଆ ଉପରେ ରାଜ କରୁଥିବା ପ୍ରଥମ ରାଜା କିଏ ଥିଲେ ?

ଉତ୍ତର – ସର୍ଗାନ ଦ ଗ୍ରେଟ

ପ୍ରଶ୍ନ – ରାଷ୍ଟ୍ରଗୀତ ପ୍ରଥମ ଥର କେବେ ଗାନ କରାଯାଇଥିଲା ?

ଉତ୍ତର – ୧୯୧୧ରେ

ପ୍ରଶ୍ନ – ତାହା କେଉଁ ଟେବୁଲ ଅଟେ ଯାହାକୁ ଆମେ ଖାଇ ଥାଉ ?

ଉତ୍ତର – ଭେଜିଟେବୁଲ

ପ୍ରଶ୍ନ – କେଉଁ ସାପ ବସା ତିଆରି କରି ରହିଥାଏ ?

ଉତ୍ତର – କିଙ୍ଗ କୋବରା

ପ୍ରଶ୍ନ – ତମ୍ବାକୁର ଧୂଆଁରେ କେଉଁ ହାନିକାରକ ତତ୍ଵ ଅଛି ?

ଉତ୍ତର – ନିକୋଟିନ

ପ୍ରଶ୍ନ – ଉଡାଜାହାଜର ଟାୟରରେ କେଉଁ ଗ୍ୟାସ ଭର୍ତ୍ତି କରାଯାଏ ?

ଉତ୍ତର – ହିଲିୟମ ଗ୍ୟାସ

ପ୍ରଶ୍ନ – କେଉଁ ଜୀବର ଦୁଇଟି ହୃଦୟ ଅଛି ?

ଉତ୍ତର – ସମୁଦ୍ରର କଙ୍କଡା

ପ୍ରଶ୍ନ – ୭ଟି ପାହାଡର ନଗର କାହାକୁ କୁହାଯାଏ ?

ଉତ୍ତର – ରୋମ

ପ୍ରଶ୍ନ – କେଉଁ ଦେଶରେ ଗୋଟିଏ ହେଲେ ବି ଟ୍ରାଫିକ ସିଗ୍ନାଲ ନାହିଁ ?

ଉତ୍ତର – ଭୁଟାନ

ପ୍ରଶ୍ନ – କେଉଁ ଦେଶର ଲୋକମାନେ ସାପ ଖାଆନ୍ତି ?

ଉତ୍ତର – ଚୀନ

ପ୍ରଶ୍ନ – ବିଶ୍ଵର ସବୁଠୁ ମହଙ୍ଗା ପଶୁ କିଏ ?

ଉତ୍ତର – ଘୋଡା ଦୌଡରେ ଦୌଡଥିବା ଘୋଡା

ପ୍ରଶ୍ନ – DPର ଫୁଲ ଫର୍ମ କଣ?

ଉତ୍ତର – Display Picture

ପ୍ରଶ୍ନ – କବାଡି କେଉଁ ଦେଶର ରାଷ୍ଟ୍ରୀୟ ଖେଳ ଅଟେ ?

ଉତ୍ତର – ବାଂଲାଦେଶ

ପ୍ରଶ୍ନ – ଚଷମାକୁ ଓଡିଆରେ କଣ କୁହନ୍ତି ?

ଉତ୍ତର – ଏନକ

ପ୍ରଶ୍ନ – ସବୁଠୁ ଅଧିକ ଜନସଂଖ୍ୟା ବାଲା ଦେଶ କିଏ ?

ଉତ୍ତର – ଚୀନ

ପ୍ରଶ୍ନ – ଏମିତି କେଉଁ ପଶୁ ଅଛି ଯାହାକୁ ଭୋଜନ ଧୋଇ ଦିଆ ହୁଏ ?

ଉତ୍ତର – ରେକୁନ

ପ୍ରଶ୍ନ – କେଉଁ ଦେଶରେ ମାତ୍ର ୨୭ ଜଣ ଲୋକ ରୁହନ୍ତି ?

ଉତ୍ତର – ସିଲ୍ୟାଣ୍ଡ

ପ୍ରଶ୍ନ – କେଉଁ ପଶୁକୁ ଆଇନା ଦେଖିବାକୁ ଭୟ ଲାଗେ ?

ଉତ୍ତର – ଘୁଷୁରୀ

ପ୍ରଶ୍ନ – ହରିୟାନାରେ ମୋଟ କେତୋଟି ଜିଲ୍ଲା ଅଛି ?

ଉତ୍ତର – ୨୨ ଟି ଜିଲ୍ଲା

ପ୍ରଶ୍ନ – ଏମିତି କେଉଁ ବହି ଅଛି ଯାହା କେବେ ବି ପ୍ରିଣ୍ଟ ହୋଇ ନାହିଁ ?

ଉତ୍ତର – ଫେସବୁକ

ପ୍ରଶ୍ନ – ତାହା କେଉଁ ଫଳ ଅଟେ, ଯାହା ଉପରେ ଚୋପା ନ ଥାଏ ଓ ଭିତରେ ମଞ୍ଜି ବି ନ ଥାଏ ?

ଉତ୍ତର – Mulberry Fruits

ପ୍ରଶ୍ନ – ଅଯୋଧ୍ୟାର ପୁରାତନ ନାଁ କଣ ଥିଲା ?

ଉତ୍ତର – ସାକେତ

ପ୍ରଶ୍ନ – ଭାରତର କେଉଁ ନଦୀରେ ହୀରା ମିଳିଥାଏ ?

ଉତ୍ତର – କୃଷ୍ଣା ନଦୀରେ

ପ୍ରଶ୍ନ – ବିଶ୍ଵର ଏମିତି କେଉଁ ଦେଶ ଅଛି, ଯାହା ଆଜି ପର୍ଯ୍ୟନ୍ତ କୌଣସି ବି ଦେଶର ଗୁଲାମ ହୋଇ ନାହିଁ ?

ଉତ୍ତର – ନେପାଲ

ପ୍ରଶ୍ନ – କେଉଁ ଦେଶରେ ଦୁଇ ଜଣ ରାଷ୍ଟ୍ରପତି ଅଛନ୍ତି ?

ଉତ୍ତର – ସନ ମାରିନୋ ଦେଶରେ

ପ୍ରଶ୍ନ – ତାହା କଣ ଅଟେ ଯାହାର ଆକାର ଅଛି କିନ୍ତୁ ଓଜନ ନାହିଁ ?

ଉତ୍ତର – ଅକ୍ଷର

ପ୍ରଶ୍ନ – କେଉଁ ଦେଶର ଲୋକମାନେ ଗଛ ଉପରେ ରୁହନ୍ତି ?

ଉତ୍ତର – କାଙ୍ଗୋ ବେସିନର ଲୋକମାନେ

ପ୍ରଶ୍ନ – କେଉଁ ଜୀବ ନିଜ ଜିଭ ଦ୍ଵାରା ନିଶ୍ଵାସ ନେଇଥାଏ ?

ଉତ୍ତର – ସାପ

ପ୍ରଶ୍ନ – ଯଦି ୧୦ ଜଣ ବ୍ୟକ୍ତି ୧୦ଟି କାମକୁ ୧୦ ଦିନରେ କରୁଛନ୍ତି ତେବେ ୧ ବ୍ୟକ୍ତି ୧ ଟି କାମକୁ କେତେ ଦିନରେ କରିବେ ?

ଉତ୍ତର – ୧୦ ଦିନରେ

ପ୍ରଶ୍ନ – ଗୋଟିଏ ମହିଳା, ପୁରୁଷକୁ ସବୁକିଛି ଦେଇ ପାରିବ, କିନ୍ତୁ ଗୋଟିଏ ଜିନିଷ ଦେଇ ପାରିବ ନାହିଁ, ତାହା କଣ ଅଟେ ?

ଉତ୍ତର – ମୃତ୍ୟୁ ପରେ କାନ୍ଧ ଦେବା

Leave a Reply

Your email address will not be published. Required fields are marked *