SBI ଆଣିଲା ଗ୍ରାହକଙ୍କ ପାଇଁ ବଡ ଖବର, SBIରେ ଖାତାଥିଲେ ନିଶ୍ଚୟ ଦେଖନ୍ତୁ

ଦର୍ଶକ ବନ୍ଧୁ ଦେଶରେ ସର୍ବ ଶ୍ରେଷ୍ଠ ବ୍ଯାଙ୍କ ଭାବେ SBI ବା ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ ପରିଚିତ ଅଟେ । SBI ତରଫରୁ ନିଜ ଗ୍ରାହକ ମାନଙ୍କ ପାଇଁ ଅନେକ ସମୟରେ ଭଲ ଅଫର ଆସିଥାଏ ଯାହାର ଫାଇଦା ଉଠାଇଲେ ଅନେକ ଲାଭ ମଧ୍ୟ ମିଳିଥାଏ । କିନ୍ତୁ ଅନେକ ସମୟରେ SBI ନିଜର ନିୟମ ରେ କିଛି ନା କିଛି ପରିବର୍ତ୍ତନ ମଧ୍ୟ ଆସିଥାଏ ଯାହା ଗ୍ରାହାକ ମାନଙ୍କୁ କିଛି ମାତ୍ରା ରେ ଆଶ୍ଵସ୍ତି ଦେବା ସହ ଆଉ କିଛି କ୍ଷେତ୍ର ରେ ମହଙ୍ଗା ରେ ମଧ୍ୟ ପକାଇ ଥାଏ ।

ବର୍ତ୍ତମାନ ସମୟରେ SBI କୁ ନେଇ ଆସିଛି ପୁଣି ଥରେ ଆଶ୍ଚର୍ଯ୍ୟ କରିଲା ଭଳି ଖବର । ତେବେ ଯଦି ଆପଣ ମାନେ ବି SBI ର ଗ୍ରାହକ ତେବେ ନିଶ୍ଚୟ ଏହି ଖବର ଉପରେ ଧ୍ୟାନ ଦିଅନ୍ତୁ । SBI ଗ୍ରାହକ ମାନଙ୍କ ପାଇଁ ଆସିଲା ବଡ ଖବର । ଯଦି ଆପଣଙ୍କର ବି SBI ଅର୍ଥାତ ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ ରେ ଖାତା ରହିଛି ତେବେ ଜାଣି ରଖନ୍ତୁ SBI ତାର ନିୟମରେ କରିଛି ବଡ ପରିବର୍ତ୍ତନ । SBI ଗ୍ରାହକ ମାନଙ୍କ ପାଇଁ ଆଣିଛି ଆଶ୍ଚର୍ଯ୍ୟ ଜନକ ଖବର ରହିଛି । ବର୍ତ୍ତମାନ SBI ରୁ ଋଣ ନେବ ହେବା ମହଙ୍ଗା ।

ନୂଆ ଓ ପୁରୁଣା ଗ୍ରାହକ ମାନଙ୍କର EMI ମଧ୍ୟ ବୃଦ୍ଧି ପାଇବ । SBI ଓ ଫେଡ୍ରେଆଲ ବ୍ଯାଙ୍କ ସେମାନଙ୍କ ଗ୍ରାହକ ମାନଙ୍କୁ ଏକ ବଡ ଝଟକା ଦେଇଛି । ବିଭିନ୍ନ ଟେନର ର ଋଣ ପାଇଁ ମାର୍ଜିନାଲ କଷ୍ଟ ଆଧାର ରେ ରୁଣ ହାର ଅର୍ଥାତ MCLR କୁ ୨୫ ପ୍ରତିଶତ ଆଧାର କୁ ବୃଦ୍ଧି କରା ଯାଇଛି । ପୂର୍ବରୁ ଜୁନ, ଜୁଲାଇ, ଅଗଷ୍ଟ ମାସରେ ମଧ୍ୟ MCLR ବୃଦ୍ଧି କରିଥିଲା । ତେବେ ପୁଣି ମଧ୍ୟ ଅକ୍ଟୋବର ରେ MCLR ର ବୃଦ୍ଧି କାର୍ଯ୍ୟ କାରୀ ହୋଇଛି ।

ତେବେ ସମ୍ପତି ମୁଦ୍ରା ନୀତି ସମୀକ୍ଷା ରେ RBIରେ ରେପୁହାର କୁ ୦.୫ ପ୍ରତିଶତ ବୃଦ୍ଧି କରି ୫.୯ ପ୍ରତିଶତ କରିଛି । ଯାହା ପାଇ ବ୍ଯାଙ୍କ ଗୁଡିକ MCLR ବୃଦ୍ଧି କରିବା ଆରମ୍ଭ କରିଛନ୍ତି । ତେବେ ଯଦି ଆପଣ SBI ରୁ ଲୋନ ନେଉଛନ୍ତି ତେବେ EMI ଅଧିକ ଦେବାକୁ ପଡିବ । ଏହା ଛାଡ ଲୋନ ମଧ୍ୟ ହେବ ମହଙ୍ଗା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *