ସୂର୍ଯ୍ୟ ପରାଗ 2022 (25 October) ହାଣ୍ଡିଛାଡ ସଠିକ ସମୟ, ୮ଟି ରାଶି କୋଟିପତି…

ବନ୍ଧୁଗଣ ଚଳିତ ବର୍ଷ ଅକ୍ଟୋବର ୨୫ ମଙ୍ଗଳବାର ଦୀପାବଳି ଅମାବାସ୍ୟା ଦିନ ପଡିବାକୁ ଯାଉଛି । ଏହା ବର୍ଷର ଶେଷ ସୂର୍ଯ୍ୟପରାଗ । ଏହି ସୂର୍ଯ୍ୟପରାଗ ଆଂଶିକ ହେବ ସହ ଲମ୍ବା ମଧ୍ୟ ହେବାକୁ ଯାଉଛି । ଏହି ସୂର୍ଯ୍ୟପରାଗ ୟୁରୋପ, ଦକ୍ଷିଣ-ପଶ୍ଚିମ ଏସିଯା ଓ ଉତ୍ତର-ପୂର୍ବ ଆଫ୍ରିକା ଓ ଆଣ୍ଟଲାଟିକ ମହାସାଗରରେ ଦେଖାଯିବ । ଆଜି ଆମେ ଆପଣଙ୍କୁ କହିବୁ ସୂର୍ଯ୍ୟ ପରାଗର ସମୟ ସୀମା, ସୁତକ ସମୟ ଓ ଦେବ ନୀତି, ହାଣ୍ଡି ଛାଡ ଓ ପାକ ନିଷେଧ, ଗର୍ଭବତୀ ମହିଳା ମାନେ କଣ କରିବେ ଓ କଣ କରିବେ ନାହି, ପରାଗ ସମୟରେ କଣ କରିବା ଉଚିତ ଓ ଅନୁଚିତ ଓ କେଉଁ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ।

ସୂର୍ଯ୍ୟପରାଗ ଲାଗିବାର ୯ ଘଣ୍ଟା ବା ୩ ପ୍ରହାର ପୂର୍ବରୁ ଏବଂ ପରାଗ ଲାଗିବାର ୩ ଘଣ୍ଟା ପୂର୍ବରୁ ପାକ ନିଷେଧ ହୋଇଥାଏ । ଏହି ସମୟକୁ ସୁତକ ସମୟ କୁହଯାଏ । ଏହି ସମୟରେ ଖାଦ୍ଯ ଖାଇବା ନିଷେଧ କରାଯାଇଛି । ସଂପୂର୍ଣ୍ଣ ଗ୍ରାସ ସମୟ ହେଉଛି ଦିନ ୪ଟା ୩୧ ମିନିଟ ଓ ଶେଷ ସମସ୍ଯା ୫ଟା ୫୬ ମିନିଟ । ଏହି ସମୟରେ ଗର୍ଭବତୀ ମହିଳାଙ୍କୁ ପରାଗ ଦେଖିବା ଅନୁଚିତ । ଏହା ସହ ସିଲେଇ ବା କଟାକଟି କରିବା ଅନୁଚିତ । ଏହି ସମୟରେ ଖାଦ୍ୟ ଗ୍ରହଣ କରିବା ଅଶୁଭ ଅଟେ ।

ପରାଗ ସମୟରେ ଖାଦ୍ଯ ଗ୍ରହ କରନ୍ତୁ ନାହି । ଏହି ସମୟରେ ରନ୍ଧା ହୋଇଥିବା ଖାଦ୍ୟ ନିଷେଧ ଅଟେ । ଏହି ସମୟରେ ଠାକୁର ପୂଜା କରନ୍ତୁ ନାହି । ଗର୍ଭବତୀ ମହିଳା ଏମାନେ ବାହାରକୁ ବାହାରନ୍ତୁ ନାହି । ଏହି ସମୟରେ କଟାକଟି ବା ସିଲେଇ କରନ୍ତୁ ନାହି କାରଣ ଏହାର କୁପ୍ରଭାବ ଶିଶୁ ଉପରେ ପଡିଥାଏ ।

ମିଥୁନ ରାଶି : ଆପଣଙ୍କ ପାଇଁ ସୂର୍ଯ୍ୟଗ୍ରହଣ ଉତ୍ତମ ରହିବ । ଧନ ଜନିତ ସମସ୍ଯା ଦୂର ହେବ । ଜମିବାଡି ମାମଲାରେ ସଫଳ ହେବେ । ସମାଜରେ ଖୁସି ସହ ମାନ ସମାନ ପ୍ରାପ୍ତ ହେବ ।

କର୍କଟ ରାଶି : ଧନ ଦୌଲତ ପ୍ରାପ୍ତି ହେବ । ସବୁ ପ୍ରକାରର କାର୍ଯ୍ୟରେ ଲାଭ ଦେଖିବେ । ପୁରୁଣା ବନ୍ଧୁଙ୍କ ସହ ଦେଖା ସାକ୍ଷାତ ହୋଇପାରେ । ଦାଂପତ୍ଯ ଜୀବନ ସୁଖମୟ ହେବ ।

କନ୍ୟା ରାଶି : ଖର୍ଚ୍ଚ କମ ହେବ । ଟଙ୍କା ସଙ୍ଗେ ସଙ୍ଗେ ମିଳିଯିବ । କାହା ସହ ଜୀବନରେ ସଫଳତାର ନୂଆ ମାର୍ଗ ଖୋଲିବ । ଅଧିକ ଧନ ଉପାର୍ଜନର ଅବସର ମିଳିବ ।

କୁମ୍ଭ ରାଶି : ଜୀବନ ସାଥିଙ୍କ ସହ ଉତ୍ତମ ସମୟ ବ୍ଯତୀତ କରିବେ । ଭାଗ୍ଯର ସହଯୋଗ ପାଇବେ । ଅଚାନକ ଖୁସି ଖବର ପ୍ରାପ୍ତ ହେବ ।

ବୃଷ ରାଶି : ଆପଣଙ୍କ ପାଇଁ ସୂର୍ଯ୍ୟପରାଗ ଶୁଭ ରହିବ । ଅନେକ ପ୍ରକାରର ସଫଳତା ମିଳିବ । ସବୁ କାର୍ଯ୍ୟରେ ଲାଭ ପ୍ରାପ୍ତ ହେବ ।

ମେଷ ରାଶି : ଟଙ୍କାର ଆବଶ୍ୟକତା ପଡିଲେ ସଙ୍ଗେ ସଙ୍ଗେ ମିଳିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

ଧନ୍ୟ ରାଶି : ସୂର୍ଯ୍ୟପରାଗ ଆପଣଙ୍କ ପାଇଁ ଭଲ ରହିବ । ଧନ ସମସ୍ଯା ଦୂର ହେବ । କିଛି ନୂଆ ମାର୍ଗ ମିଳିବ ।

ମୀନ ରାଶି : ଆପଣଙ୍କର ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି । ନୂଆ ଲୋକଙ୍କ ସହ ମିସିବେ ଯାହା ଆଗକୁ ଯାଇ ଶୁଭ ସାବ୍ୟସ୍ତ ହେବ । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *