ଦେଖନ୍ତୁ Video: ସ୍ତ୍ରୀ ଙ୍କ ପାଇଁ ରୋମାଣ୍ଟିକ ଅନ୍ଦାଜରେ ନାଚିଲେ Gudu, ଭାଇରାଲ ହେଲା Gudu ଙ୍କ ବାହାଘର ର ଭିଡିଓ

ଆମେ ଜାଣିଛୁ କି କିଛି ଦିନ ତଳେ ଗୁଡୁ ଯିଏ କି ବିବାହ କରିବା କଥା ସବୁ ଆଡେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସବୁ ଲୋକମାନେ ଏହି ବିଷୟରେ ଜାଣି ଥିଲେ । ଯଦି ଦେଖିବା ପାଇଁ ଯିବା ତ ଗୁଡୁ ଏକ ଭଲ ପରିବାର ପିଲା ତାଙ୍କ ବାପା ଜଣେ ସରକାରୀ କର୍ମ ଚାରି ଓ ତାଙ୍କ ମା ଜଣେ ହାଉ ୱାଇଫ ପରିବାର ରେ ଦୁଇ ସନ୍ତାନ ଜଣେ ଭାଇ ଓ ଭଉଣୀ ।

ଗୁଡୁ ପିଲା ବେଳୁ ଅଭିନୟ କରିବା ଅପାଇନ ଖୁବ ଭଲ ପାନ୍ତି ବୋଲି ସେ କହିଥିଲେ । ତେବେ ସେ ଅନେକ ଚଳଚିତ୍ର ରେ ମଧ୍ୟ ଅଭିନୟ କରି ସାରିଛନ୍ତି । ଦେଖିବା ପାଇ ଗଲେ ଗୁଡୁ ପ୍ରଥମେ ଆଲବମ ଜଗତ ରୁ ଚଳଚିତ୍ର ଦୁନିଆ କୁ ଯାଇଛନ୍ତି ।

କିନ୍ତୁ ସେ ଠାରେ ତାଙ୍କ ସଫଳତା ପାଇବା ପରେ ଆଉ ଫେରି ନାହାଁନ୍ତି ପଛକୁ । ଲୋକ ମାନଙ୍କୁ ହସାଇବା ସଭିଙ୍କୁ ଆସେନି ଯିଏ ଅନ୍ୟକୁ ହସାଇ ପରେ ସେ ସବୁ ବେଳେ ଖୁଶିରେ ରୁହେ ଓ ଅନ୍ୟ ମାନେ ମଧ୍ୟ ତାକୁ ଖୁବ ଆଶୀର୍ବାଦ ଦେଇ ଥାନ୍ତି । ତେବେ ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ବିବାହ କରିବା ପରେ ଗୁଡୁ ତାଙ୍କ ପ୍ରେମ କାହାଣୀ କହି ଥିଲେ ।

ଆଡମ୍ବର ରେ ବିବାହ କରି ନଥିଲେ ଗୁଡୁ ସାଧାରଣ ଭାବେ ଆଇନ ଗତ ଭାବେ ବିବାହ କରିବା ପରେ ସମସ୍ତେ ଜାଣି ପାରିଥିଲେ କି ସେ ବିବାହିତ । ତେବେ ସେ ତାଙ୍କର ବାନ୍ଧବୀ ଙ୍କୁ ବିବାହ କରିଛନ୍ତି । ତାଙ୍କ ସ୍ତ୍ରୀ ଙ୍କ ଘର ହେଉଛି କେନ୍ଦ୍ରପଡା ସେ ଗୁଡୁ ଙ୍କୁ ଅନଲାଇନ ରେ ପ୍ରଥମେ ବନ୍ଧୁ କରି ଥିଲେ ୪୮ ଦିନର ପ୍ରେମ ପରେ ଦୁଇଜଣ ଯାକ ବିବାହ ପାଇଁ ସ୍ଥିର କଲେ ଓ ବିବାହ କରିଥିଲେ ।

ପୁଣି ଥରେ ସେ ଓଡିଆ ଘରର ରୀତି ନୀତି ଅନୁସାରେ ବିବାହ କରିଥିଲେ । ଏହା ପରେ ସେ ନିଜ ବନ୍ଧୁ ବାନ୍ଧବ ଙ୍କ ପାଇଁ ଓ ଓଲିଉଡ କଳାକାର ପାଇଁ ଏକ ରିଶେପସନ ପାର୍ଟି ମଧ୍ୟ ଦେଇଥିଲେ । ତେବେ ସେ ନିଜ ବିବାହ କୁ ନେଇକି ଖୁବ ଖୁଶିରେ ଅଛନ୍ତି ଓ କହିଛନ୍ତି କି ତାଙ୍କୁ ଏହି ଭଳି ଏକ ଜୀବନସାଥୀ ମିଳିଥିବା ରୁ ସେ ଖୁବ ଖୁଶି ଅଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *