ଗୁରୁବାର 25 ଫ୍ରେବୃଆରୀ 2021- ମା ଲକ୍ଷ୍ମୀଙ୍କ କୃପାରୁ ଆଜି ଏହି 4ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ଯାରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ମେଷ ରାଶିର ବୈବାହିକ ଜୀବନରେ ଖୁସି ଆସିବ । ସମୟ ପୂର୍ବରୁ କାମ ଶେଷ କରି ଦିଅନ୍ତୁ । ମିତ୍ରଙ୍କ ସହଯୋଗ କରନ୍ତୁ । ପରିବାର ଲୋକଙ୍କ ସହିତ ମହତ୍ଵ ପୂର୍ଣ କଥା ବିଷୟରେ ଆଲୋଚନା ହୋଇପାରେ । ସନ୍ତାନଙ୍କ କାର୍ଯ୍ୟ ଦ୍ଵାରା ରାଗିପରାନ୍ତି । ହଠାତ ଯାତ୍ରାରେ ଯାଇ ପାରନ୍ତି । ଯଦି ଲୋକ କୌଣସି ପ୍ରେମ ସମ୍ବନ୍ଧରେ ଅଛନ୍ତି ତାଙ୍କ ଜୀବନରେ ଭଲ ମନ୍ଦ ଭରା ଜୀବନ ରହିବ ।

ବୃଷ :- ପାରିବାରିକ ଜୀବନରେ କାର୍ଯ୍ୟ ସଫଳତା ପୂର୍ବକ ସମ୍ପର୍ନ୍ମ ହେବ । ଆଜିର ଦିନରେ କୌଣସି ଅଲଗା ଲୋକର କାମରେ ପଶିବା ଅନୁଚିତ ହେବ । ଆଜି ଆପଣଙ୍କୁ ଟିକେ ଆଳସ୍ୟ ଅନୁଭବ କରିବେ । ଆପଣଙ୍କ ଚେଷ୍ଟାକୁ ଭାଗ୍ଯର ସାଥ ମିଳିବ । ଏହା ଛଡା ସବୁ କ୍ଷେତ୍ରରେ ସଫଳତା ମିଳିବାର ଯୋଗ ବନୁଛି । ଘର ପରିବାରରେ ସମସ୍ତଙ୍କ ସହିତ ଭଲ ସମୟ ବ୍ଯତୀତ ହେବ ।

ମିଥୁନ :- ଆଜି ନିଜ ସହିତ କାର୍ଯ୍ୟ କରୁଥିବା ଲୋକଙ୍କଠୁ ଫାଇଦା ମିଳିପାରେ ଓ ସେ ଆପଣଙ୍କ କାମରେ ଆପଣଙ୍କୁ ସାହାର୍ଯ୍ୟ କରିବେ । ଆପଣଙ୍କ ପେପର ୱର୍କ ପୁରା ନହେବାରୁ କୌଣସି କାମରେ ପ୍ରତିବନ୍ଧକ ଆସିପାରେ, ଯାହା ଫଳରେ ଆପଣ ଟିକେ ଚିନ୍ତିତ ହୋଇଆପାରନ୍ତି । ଆପଣ ଆପଣଙ୍କ କାମକୁ ଭଲ ଦିଗକୁ ଯିବା ପାଇଁ ଯେତେ ପ୍ରୟାସ କରିବେ ଆପଣଙ୍କ ପାଇଁ ସେତେ ଭଲ ହେବ । କାମ ମାମଲାରେ ଆଜିର ଦିନ ବହୁତ ଭଲ ରହିବ ।

କର୍କଟ :- କର୍କଟ ରାଶିର ଲୋକ ଆଜି ଘରକୁ ସଫା ସୁତୁରା ଓ ଅଧା କାମକୁ ପୁରା କରିବା ପାଇଁ ବ୍ୟସ୍ତ ରହିବେ । ଜୀବନରେ ଆଗକୁ ବଢିବା  ପାଇଁ ନୂଆ ରାସ୍ତା ଖୋଲିବ । ଆପଣଙ୍କୁ ବିଜନେସରେ ଲାଭ ମିଳିବ । ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କ ଠାରୁ ସହଯୋଗ ମିଳିବ । କୌଣସି ନୂଆ ଭାବନା ଓ ବିଚାର ସହିତ ଆପଣ ନିଜ ଭିତରେ ନୂଆ ଶକ୍ତି ଓ ଊର୍ଜାର ଅନୁଭବ କରିବେ । ଧନରେ ବୃଦ୍ଧି ହୋଇପାରେ ।

ସିଂହ :- ଆଜି ଆପଣଙ୍କ ଆୟରେ ବୃଦ୍ଧି ହେବ ଯେଉଁଥିରେ ଆପଣଙ୍କ ଆର୍ଥିକ ସ୍ଥିତି ମଜଭୁତ ରହିବ । ଆପଣଙ୍କ ଓ ଆପଣଙ୍କ ପରିବାର ସଦସ୍ୟଙ୍କ ଭିତରେ ଅପ୍ରିୟ ଆଦାନ ପ୍ରଦାନର ବହୁତ ଅଧିକ ସମ୍ଭାବନା ରହିଛି । ପଇସା ଦ୍ଵାରା ଖୁସି ହେବେ । ବିବାହିତା ଜାତକଙ୍କ ପାଇଁ ଆଜିର ଦିନ ବହୁତ ଭଲ ଅଟେ । କାର୍ଯ୍ୟ ସ୍ଥଳରେ ସହକର୍ମୀ ମାନଙ୍କ ସହଯୋଗ ଓ କାର୍ଯ୍ୟ ପୁରା ହେବ ।

କନ୍ୟା :- ଆଜିର ଦିନ ବହୁତ ପରିଶ୍ରମ କରିବାକୁ ପଡିବ ଓ କାମକୁ ମଧ୍ୟ ଅଧିକ ଧ୍ୟାନ ଦେବାକୁ ହେବ । ଆପଣଙ୍କୁ ସର୍ବତମ ନିର୍ନୟ ନେବାର ସମ୍ଭାବନା ରହିଛି । ଆପଣ ସୁସ୍ଥ ଓ ଉଶ୍ଚାହିତ ଅନୁଭବ କରିବେ । ବିବାହିତା ଲୋକଙ୍କ ଜୀବନ ବହୁତ ଭଲ ରହିବ ଓ ଆଜିର ଦିନ ବହୁତ ଖୁସି ରହିବ । ବ୍ୟବସାୟରେ ନୂଆ ସଫଳତା ମିଳିବ । ପରିବାର ଲୋକଙ୍କ ସ୍ଵାସ୍ଥ୍ୟର ଚିନ୍ତା ରହିବ ।

ତୁଳା :- ଆଜି କୌଣସି ପୁରୁଣା ସାଙ୍ଗ ସହିତ ଦେଖା ହୋଇପାରେ । ଆପଣ ନିଜର ବଢୁଥିବା ଖର୍ଚକୁ ନେଇ ଚିନ୍ତିତ ରହିବେ । ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ । ଆପଣ ବିରକ୍ତ ହୋଇପାରନ୍ତି ଓ ନକରାତ୍ମକ ଭାବନା ଆସିପାରେ । କିଛି ଲୋକଙ୍କ ଜୀବନରେ କାହାର ଦସ୍ତକ ଆସିପାରେ । କିନ୍ତୁ ଅଧିକ ଭାବୁକ ହେବାରୁ ବଞ୍ଚନ୍ତୁ । ନିଜ କାମରେ ସନ୍ତୁଷ୍ଟ ନୁହେଁ । ଅଧିକାରୀଙ୍କ ସହିତ ବିବାଦ ହୋଇପାରେ । ଧାର୍ମିକ କାର୍ଯ୍ୟରେ ସହଯୋଗିତା କରିବେ ।

ବିଛା :- ପ୍ରେମ ଜୀବନ ଜୀଉଁ ଥିବା ଲୋକଙ୍କ ପାଇଁ ଆଜିର ଦିନ ବହୁତ ଭଲ ଅଟେ । ଆଜି ଆପଣାଙ୍କ ସାମନାକୁ ଆଯର ନୂଆ ସ୍ରୋତ ଆସିବ । ଅଫିସ କାମ ପ୍ରତିଦିନ ତୁଳନାରେ ଆଜି ବହୁତ ଭଲ ଭାବରେ ପୁରା ହେବ । ପରିବାରର ମହୋଲ ଅଶାନ୍ତ ରହିବ ଯେଉଁଥିରେ ଲୋକଙ୍କ ଭିତରେ ତାଳମେଳ ନରହି ପାରେ ।

ଧନୁ :- ଧନୁରାଶିର ଲୋକ ନିଜ ଲକ୍ଷ ଉପରେ କେନ୍ଦ୍ରିତ କରନ୍ତୁ ଓ କାର୍ଯ୍ୟ କରନ୍ତୁ । ତରା ହିସାବରେ ହଠାତ କିଛି ନୂଆ ଶୁଭ ଖବର ମିଳିପାରେ । ବ୍ୟାପାରୀ ବରଗକୁ ଆଜି କୌଣସି ଡିଲରେ ଫାଇଦା ହେବ । ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନ ବହୁତ ଭଲ ରହିବ । ଆପଣଙ୍କ ଜୀବନ ସାଥି ଆପଣଙ୍କୁ କୌଣସି ସରପ୍ରାଇଜ ଦେଇପାରନ୍ତି । ଜଲ୍ଦି ସମସ୍ୟାର ସମାଧାନ ମିଳିବ । ସମ୍ପର୍କୀୟ କଥାକୁ ଦେହକୁ ଟାଣିବେ ନହିଁ । ଏହା ଆପଣଙ୍କ ପାଇଁ ବହୁତ ଭଲ ହେବ । ଆପଣଙ୍କ ପାରିବାରିକ ଓ ବୈବାହିକ ଜୀବନ ବହୁତ ଭଲ ରହିବ ।

ମକର :- ଭାଗ୍ଯର ସିତାରା ଆଜି ମଜଭୁତ ରହିବ । ସ୍ୱାସ୍ଥ୍ୟ ମାମଲାରେ ଦିନ ବହୁତ କମଜୋର ରହିବ । କାମ ମାମଲାରେ ସ୍ଥିତି ଆପଣଙ୍କ ପକ୍ଷରେ ରହିବ । ଆଜି ଆପଣ ନିଜର ଆର୍ଥିକ ସ୍ଥିତି ଭଲ କରିବା ପାଇଁ ଚାହିଁବେ । ପ୍ରତିଦିନର କାମ ବିନା କୌଣସି ପ୍ରତିବନ୍ଧକରେ ପୁରା ହେବ । ଲଭମେଟ ସହିତ ସମ୍ପର୍କ ମଧୁର ରହିବ । ପାରିବାରିକ ଜୀବନ ଶୁଖକର ରହିବ । ଆପଣଙ୍କୁ ମନ ସହିତ କଥା ହେବା ଉଚିତ ଓ ସଂବେଦନ ଶିଳ କଥାରେ ଚର୍ଚା କରିବା ଉଚିତ ନୁହେଁ ।

କୁମ୍ଭ :- ଆଜି ଯଦି ସମ୍ଭବ ହେବ ଯାତ୍ରା କରନ୍ତୁ ନାହିଁ, ଅନ୍ଯଥା କ୍ଷତି  ହୋଇପାରେ । ଘରେ ବହୁତ ଶୀଘ୍ର କୌଣସି ଧାର୍ମିକ କାର୍ଯ୍ୟ କ୍ରମର ଆୟୋଜନ ହେବ । ଆଜି କୌଣସି ଭଲ କମ୍ପାନୀରୁ ଇନ୍ଟରଭିଉ ପାଇଁ କଲ ଆସିପାରେ । ଆପଣଙ୍କୁ ଆପଣଙ୍କ ପରିଶ୍ରମ ଦ୍ଵାରା ସଫଳତା ନିଶ୍ଚିତ ମିଳିବ । ଧ୍ୟାନ ରଖନ୍ତୁ ସ୍ୱାସ୍ଥ୍ୟ  ସମ୍ବନ୍ଧୀୟ ମାମଲାରେ କୌଣସି ପ୍ରକାର ଦାୟିତ୍ଵ ହୀନତା ଠିକ ନୁହେଁ  । ସେଥିପାଇଁ ଜରୁରୀ ଅଟେକି ସ୍ୱାସ୍ଥ୍ୟ ପ୍ରତି ଯତ୍ନ ବାନ ହୁଅନ୍ତୁ ।

ମୀନ :- ଆଜି ଆପଣଙ୍କୁ ଆପଣଙ୍କ ଖାଇବା ପିବା ଉପରେ ଧ୍ୟାନ ଦେବା ଆବଶ୍ୟକ । ମାତା ପିତାଙ୍କ ସହିତ ବହୁତ ଦିନରୁ ସମୟ ବିତାଇବାକୁ ସୁଯୋଗ ମିଳିବ । ଏହି ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବ । ଭାଗ୍ଯର ସହଯୋଗ ନମିଳିବା ଦ୍ଵାରା କାମରେ ବିଳମ୍ବ ହୋଇପାରେ । କାମରେ ଆପଣଙ୍କ ମନ କମ ଲାଗିବ । ଛାତ୍ରଙ୍କୁ ନିଜର ପରିଶ୍ରମ ହିସାବରେ ଫଳ ମିଳିବ ।

Leave a Reply

Your email address will not be published. Required fields are marked *