ମଣିଷ ମରା ହେଲିକପ୍ଟର! ଶତ୍ରୁର ଗୁଳି ଛୁଇଁ ପାରିନଥିଲା, ହେଲିକପ୍ଟରରେ ଚାଲିଗଲା ଜୀବନ

ସାଧାରଣତ ହେଲିକପ୍ଟର ମନ୍ତ୍ରୀ ମାନଙ୍କ ଠାରୁ ଆରମ୍ଭ କରି ଧନୀ ବ୍ୟକ୍ତି ମାନେ ବ୍ୟବହାର କରିଥାନ୍ତି । ଏହା ସାହାଜ୍ଯରେ ବ୍ୟକ୍ତି ଯେଉଁଠି ଯେତେବେଳେ ଚାହିଁବ ଯାଇ ପାରିବ । କିନ୍ତୁ ହେଲିକପ୍ଟର ରେ ଯିବା ସମୟରେ କେଉଁ ଭଳି ଘଟଣା ଘଟିପାରେ ତାହା କହିବା ସମ୍ଭବ ନୁହେଁ । ତେବେ ଏଭଳି ଏକ ଘଟଣା ଏବେ ସାମନାକୁ ଆସିଛି । ସୂଚନା ଅନୁସାରେ ଏହା ହେଉଛି M-17V-5 ।

ଇଏ ହେଉଛି ସେହି ହେଲିକପ୍ଟର ଯାହାକୁ ଏକ ପ୍ରକାରର ସବୁଠାରୁ ସୁରକ୍ଷିତ ଓ ସବୁଠାରୁ ଅତ୍ୟାଧୁନିକ ହେଲିକପ୍ଟର ବୋଲି କୁହାଯାଏ । ହେଲେ ଏହି ଆତଯାଧିକ ହେଲିକପ୍ଟର ଏମିତି ଧୋକା ଦେବ ବୋଲି କେହି କଳ୍ପନା କରି ନ ଥିଲେ ।

କାରଣ ଅଟୋ ପାଇଲଟ, ନାଇଟ ଭିଜନ ଉପକରଣ, ବେଦର ରାଡ଼ାର ଭଳି ଅତ୍ଯାଧିନୁକ ଯନ୍ତାନ୍ସ ଥିବା ସତ୍ବେ ଏହି ହେଲିକପ୍ଟର କେମିତି ଦୁ-ର୍ଘ-ଟ-ଣା ଗ୍ର-ସ୍ତ ହେଲା ତାହା ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରଖି ଦେଇଛି ।

ସବୁଠାରୁ ବଡ କଥା ହେଉଛି ଏହି ଅତ୍ଯାଧିକ ହେଲିକପ୍ଟର ଆଣିବା ପାଇଁ ରୁଷିୟାର ହେଲିକପ୍ଟର ନିର୍ମାଣ କାରୀ କମ୍ପାନୀ କାଜାମ ସହ ଚୁକ୍ତିନାମା ହୋଇଥିଲା । ଏହି ଚୁକ୍ତିନାମା ରୁଷିୟା ସହ ଭାରତ କରିଥିଲା । ରୁଷିୟା ରୁ ସର୍ବ ମୋଟ ୮୦ ଟି ହେଲିକପ୍ଟର ଆଣିବା ପାଇଁ ଭାରତ ରୁଷିୟା ସହ ଚୁକ୍ତି କରିଥିଲା । ଆଉ ୨୦୧୧ ରୁ ୨୦୧୮ ମଧ୍ୟରେ ଏହି ସାମରିକ ହେଲିକପ୍ଟର ପର୍ଯ୍ୟାୟ କ୍ରମେ ଭାରତ କୁ ଆସିଥିଲା ।

VVI ଯାତ୍ରା କରୁଥିବା ବାୟୁସେନାର ଏହି ସାମରିକ ହେଲିକପ୍ଟର ଏଭଳି ଭାବେ ଦୁ-ର୍ଘ-ଟ-ଣା ଗ୍ର-ସ୍ତ ହେବା ସମୟଙ୍କୁ ଚିନ୍ତା ରେ ପକାଇ ଦେଇଛି । କାରଣ ଭାରତର ପ୍ରଧାନମନ୍ତ୍ରୀ ଙ୍କ ଜରୁରୀ କାଳୀନ ପରିବହନ ପାଇଁ ଏହି ଭଳି ହେଲିକପ୍ଟର ର ବ୍ୟବହାର କରା ଯାଇଥାଏ । ତେଣୁ ଏ ନେଇ ଚିନ୍ତା ଅଧିକ ବୃଦ୍ଧି ପାଇଛି । ସୂଚନା ଅନୁସାରେ ଦୁ-ର୍ଘ-ଟ-ଣା ହୁଏ ତ ଆକସ୍ମିକ ହୋଇପାରେ ।

କିନ୍ତୁ କେଉଁ କାରଣ ପାଇଁ ଦୁ-ର୍ଘ-ଟ-ଣା ଘଟିଲା ତାହା ସ୍ପଷ୍ଟ ହେବା ଜରୁରୀ ଅଟେ । ନ ହେଲେ ଦୁ-ର୍ଘ-ଟ-ଣା ର ପୁନରାବୃତ୍ତି ହେବାର ଆଶଙ୍କା ରହିଥାଏ । ଖାଲି ଏମିତି ନୁହେଁ ବରଂ ଭାରତ ତାର ସାହସୀ ସନ୍ତାନକୁ ହରାଇବାର ଆଶଙ୍କା ବଢିଯାଏ । ତେବେ ଏହି ଦୁ-ର୍ଘ-ଟ-ଣା ସମୟରେ କଣ ଘଟିଥିଲା ତାହାର ସନ୍ଧାନ କରିବା ନିହାତି ଜରୁରି ଅଟେ । ଯଦି ଏପରି ନ କରାଯାଏ ତେବେ ହୁଏ ତ ଆଗକୁ ଏହା ଠାରୁ ବଡ ଦୁ-ର୍ଘ-ଟ-ଣା ଘଟିପାରେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଦୁ-ର୍ଘ-ଟ-ଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *