ଝିଅ ବିବାହକୁ ନେଇ LIC ଆଣିଛି ଦମଦାର ସ୍କିମ, 120 ଟଙ୍କା ଦିଅନ୍ତୁ 27 ଲକ୍ଷ ପାଆନ୍ତୁ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ପ୍ରତେକ ଝିଅ ଜନ୍ମ ହେବ ଅପରେ ବାପା ମା ଚିନ୍ତା ରେ ପଡିଥାନ୍ତି । ଝିଅ ମାନେ ବଡ ହେଲା ପରେ ବିବାହ ପାଇଁ ଲକ୍ଷ ଲକ୍ଷ ଟଙ୍କା କେଉଁଠାରୁ ଆସିବ ତାହା ସବୁଠାରୁ ଚିନ୍ତାର ବିଷୟ ଅଟେ । ଝିଅର ପରିବାର ଏହି ଚିନ୍ତାରେ ଥିବା ବେଳେ ତାଙ୍କର ଚିନ୍ତା ଲାଘବ କରିବା ପାଇଁ ଆଗେଇ ଆସିଛି ଏଲଆଇସି । ଏକ ଦମଦାର ସ୍କିମ ମାଧ୍ୟମରେ ଗ୍ରାହକ ମାନଙ୍କୁ ଦେଉଛି ଏଲଆଇସି ଭରପୁର ଫାଇଦା ।

ମାତ୍ର ୧୨୧ ଟଙ୍କା ଦେଲେ ଏଲଆଇସି ଝିଅ ବିବାହ ସମୟରେ ଦେଉଛି ଲକ୍ଷ ଲକ୍ଷ ଟଙ୍କା । ତେବେ ଆସନ୍ତୁ ଜାଣିବା ଏହି ନୂତନ ଯୋଜନା ରେ କଣ ରହିଛି । ଝିଅ ଜନ୍ମ ହେବ ପରେ ତାର ବାପା ମା ନିବେଶ ପଲିଶି କରିଥାନ୍ତି । ଆଜି ଆମେ ଏଲଆଇସିର ଏକ ପ୍ଳାନ ବାବଦରେ କହିବାକୁ ଯାଉଛି ଯାହା ଝିଅର ବିବାହ ପାଇଁ ପ୍ରସ୍ତୁତ କରା ଯାଇଛି ।

ଏହି ନୂଆ ପଲିଶିର ନାଁ ହେଉଛି ଜୀବନ ରକ୍ଷକ ସ୍କିମ ବା କନ୍ୟାଦାନ ଯୋଜନା । ଏହି ଲାଭକାରୀ ଯୋଜନାରେ ୧୨୧ ଟଙ୍କା ପ୍ରତି ଦିନ ହିସାବରେ ପ୍ରାୟ ୩୬୦୦ ଟଙ୍କା ମାସିକ ପ୍ରିମିୟମ ଜମା କରିବାକୁ ପଡିବ । ଯଦି କୌଣସି ବ୍ୟକ୍ତି ଏହା ଠାରୁ ଅଧିକ ଟଙ୍କା ପ୍ରିମିୟମ ଯୋଜନା ନେବାକୁ ଇଚ୍ଛା କରିବେ ତାହା ମଧ୍ୟ ନେଇ ପାରିବେ ।

ଏଲଆଇସିର ଏହି ଖାସ ପଲିଶି ରେ ପ୍ରତି ଦିନ ଯଦି ଆପଣ ୧୨୧ ଟଙ୍କା ଜମା କରନ୍ତି ତେବେ ୨୫ ବର୍ଷରେ ଆପଣଙ୍କୁ ୨୭ ଲକ୍ଷ ଟଙ୍କା ପାଇ ପାରିବେ । ତେବେ ୨୫ ବର୍ଷରେ ଆପଣ ୨୭ ଲକ୍ଷ ଟଙ୍କା ମୋଟା ରକମର ଟଙ୍କା ଉଠାଇ ପାରିବେ ।

ଏହା ସହ ଯଦି ପଲିଶି ନେବା ପରେ ବ୍ଯକ୍ତିର ମୃ-ତ୍ୟୁ ହୋଇଯାଏ ତେବେ ପରିବାରକୁ ପଲିସ୍ର ପ୍ରିମିୟମ ଭରିବାକୁ ପଡିବ ନାହି । ଏହା ସହ ପ୍ରତି ବର୍ଷ ୧ଲକ୍ଷ ଟଙ୍କା ମିଳିବ । ଏହା ଛଡା ୨୫ ବର୍ଷ ପୁରା ହେବା ପରେ ପଲିଶି ଧାରିଙ୍କ ନୋମିନୀକୁ ୨୭ ଲକ୍ଷ ଟଙ୍କା ଦେଇଥାଏ ଏଲଆଇସି ।

ଜିବନ ରକ୍ଷକ ବା କନ୍ୟାଦାନ ପଲିଶି ନେବା ପାଇଁ ଜଣେ ବ୍ୟକ୍ତିଙ୍କୁ ସର୍ବ ନିମ୍ନ ୩୦ ବର୍ଷ ହୋଇଥିବା ଆବଶ୍ୟକ । ଆଉ ଝିଅର ବୟସ ୧ ବର୍ଷ ହେବା ଆବଶ୍ୟକ । ଏହି ପାଳନ ରେ ୨୨ ବର୍ଷ ପ୍ରିମିୟମ ଦେବାକୁ ପଡିଥାଏ । ଏମିତି କି ଝିଅର ବୟସ ଅନୁସାରେ ପଲିଶି ମିଳିବା ସହ ଝିଅର ବୟସ ଅନୁସାରେ ପଲିଶିର ସମୟ ସୀମା ହ୍ରାସ ପାଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ପଲିଶିକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *