Tapaswini ଙ୍କ ରାସ୍ତାରେ ଏବେ Dali, ମୋ ସ୍ଵାମୀ ମୋ ନମ୍ଵର ବ୍ଲକ ମାରିଛନ୍ତି । ମୁଁ ଏହି ପିଣ୍ଡାରେ ଅପେକ୍ଷା କରିବି ଯେମିତି ହେଲେ ବି ସେ…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ବହୁ ଚର୍ଚ୍ଚିତ ବ୍ରଂହପୁରରେ ତପସ୍ଵୀମୀ ଦାସ ନାମ ନୂଆବୋହୂ ନିଜର ସ୍ଵାମୀ ଓ ପରିବାରକୁ ଫେରିବା ପାଇଁ ଦୀର୍ଘ ଦିନ ହେବ ଶାଶୁ ଘର ଆଗରେ ଧାରଣା ଦେଇ ବସିଥିଲେ । ଯାହା ଫଳ ସ୍ୱରୂପ ବର୍ତ୍ତମାନ ସେ ତାଙ୍କ ସ୍ଵାମୀ ସୁମିତଙ୍କ ସହ ୭ ଦିନ ପାଇଁ ଏକାଠି ରହିବାର ସୁଯୋଗ ପାଇଛନ୍ତି । ବର୍ତ୍ତମାନ ଆଉ ଏକ ଘଟଣା ସାମନାକୁ ଆସିଛି ।

ସୂଚନା ଅନୁସାରେ ତପସ୍ଵିନୀଙ୍କ ପରେ ଏବେ ଡଲି ସାହୁ ନାମକ ମହିଳା ନିଜ ସ୍ଵାମୀଙ୍କ ପାଖକୁ ଫେରିବା ପାଇଁ ନ୍ୟାୟ ପାଇଁ ସ୍ଵାମୀଙ୍କ ଘରେ ଆଗରେ ଧାରଣା ଦେଇଛନ୍ତି । ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ଡାଲି ସାହୁ ନିଜ ହାତରେ ଗୋଟିଏ କାଗଜ ଧରି ବସିଛନ୍ତି ଯେଉଁଥିରେ କିଛି ଲେଖା ହୋଇଛି ।

ସେ ତାଙ୍କ ସ୍ଵାମୀଙ୍କ ଘର ପିଣ୍ଡାରେ ବସି ଏକ ଜିଦି ଧରିଚନ୍ତି ତାଙ୍କ ସ୍ଵାମୀ ତାଙ୍କୁ ଗ୍ରହଣ କରିବେ ଓ ନିଜ ଘରକୁ ତାଙ୍କୁ ପାଛୋଟି ନେବେ । ସୂଚନା ମୁତବାକ ନାଁ ଛା-ଡ-ପ-ତ୍ର ହୋଇଛି ନାଁ ସ୍ତ୍ରୀ ନିଜ ଇଚ୍ଛା ରେ ଘର ଛାଡି ଯାଇଛନ୍ତି । କିନ୍ତୁ ଏତେ ଦିନ ହେବ ଶାଶୁଘର ଲୋକେ ଡଲିଙ୍କୁ ତାଙ୍କ ସ୍ଵାମୀଙ୍କ ଠାରୁ ଦୂରେଇ ରଖିଛନ୍ତି ।

ଶାଶୁଘର ଲୋକେ ଅନେକ ବାହାନା କରିବା ସହ ଧ-ମ-କ ଦେଇ ଡଲିଙ୍କୁ ଦୂରେଇ ରଖିଥିବାର ଅ-ଭି-ଯୋ-ଗ କରିଛନ୍ତି ନିଜେ ଡଲି ସାହୁ । ଡାଲି ବର୍ତ୍ତମାନ ତାଙ୍କ ଶାଶୁଘରେ ପହଞ୍ଚି ସାରିଛନ୍ତି । ଶାଶୁଘର ପିଣ୍ଡାରେ ଧାରଣା ଦେଇ ବସିଛନ୍ତି । ଏବେ ବ୍ରଂହପୁର ପରେ ତାଳଚେର ରେ ଏହିଭଳି ଘଟଣା ଦେଖିବାକୁ ମିଳିଛି ।

ତପସ୍ଵିନୀଙ୍କ ପରେ ଏବେ ଡଲି ସାହୁ ନ୍ୟାୟ ପାଇଁ ସ୍ଵାମୀଙ୍କ ଘର ଆଗରେ ଧାରଣା ଦେଇ ବସିଛନ୍ତି । ସୂଚନା ମୁତାବକ ଡଲି ସାହୁ ଦୀର୍ଘ ୩ ବର୍ଷ ତଳେ ବୈଧିକ ରୀତିନୀତି ରେ ବିବାହ କରିଥିଲେ । ତାଙ୍କ ବାପଘର ହେଉଛି ଅନୁଗୁଳ ହିସରପଡା ରେ । କିଛି ଦିନ ତଳେ ତାଙ୍କ ଶାଶୁଘର ଲୋକେ ତାଙ୍କୁ ଘରୁ ତଡି ଦେଇଛନ୍ତି ଓ ବୋହୁକୁ ବୋହୁର ମର୍ଯ୍ୟାଦା ଦେଉ ନାହାନ୍ତି ।

ଆଉ ଏବେ ନ୍ୟାୟ ପାଇଁ ଶାଶୁଘର ଆଗରେ ବସି ରହିଛନ୍ତି ଡାଲି ସାହୁ । ଅନୁଗୁଳ ଜିଲ୍ଲାର ତାଳଚର ବଉଙ୍ଗ ଗାଁ ର ଅକ୍ଷୟ ସାହୁଙ୍କ ଘର ଆଗରେ ଧାରଣା ଦେଇଛନ୍ତି ଡଲି ସାହୁ । ତାଙ୍କର ଗୋଟିଏ ଜିଦ ସ୍ଵାମି ଆସିବେ ଆଉ ଘର ଭିତରକୁ ପାଛୋଟି ନେବେ । ତେବେ ଏହି ମାମଲା ରେ ଆଗକୁ କଣ ହେବ ତାହା ଦେଖିବା ବାକି ରହିଲା ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *