କରୋନା ଭାଇରସ : ଥରେ ପିଇ ନିଅ, ଭାଇରସ ଇନଫେକ୍ଶନହେବ ଦୂର,Immunity ବଢାଇବାର କାଢା

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲରେ ଜାଣିଛନ୍ତି ଯେ କରୋନା ଭାଇରସ ବର୍ତମାନ ବହୁତ ଶୀଘ୍ର ବଢିବାକୁ ଲାଗିଛି, ତେବେ ଏହା ଅନୁମାନ ମଧ୍ୟ କରା ଯାଉଛି ଯେ ବହୁତ ଶୀଘ୍ର ଭାରତରେ କରୋନା ର ତୃତୀୟ ଲହର ଦେଖିବାକୁ ମିଳିବ ଯାହା ବହୁତ ଖରାପ ସଂକେତ ଅଟେ ।

ତେବେ ବୈଜ୍ଞାନିକ ମାନେ ତାଙ୍କ ପ୍ରୟାସ ଜାରି ରଖିଛନ୍ତି କିନ୍ତୁ ଆମକୁ ନିଜ ଆଉ ନିଜ ପରିଜନ ମାନଙ୍କ ସୁରକ୍ଷା ପାଇଁ ସତର୍କ ରହିବା ସହ କିଛି ଉପାୟ ମଧ୍ୟ କରିବା ଆବଶ୍ୟକ ହୋଇଥାଏ । ତେବେ ଶରୀର ରୋଗ ପ୍ରତି ରୋଧକ କ୍ଷମତା ବଢାଇବା ପାଇଁ ଆପଣଙ୍କୁ ବହୁତ ପ୍ରକାର ଉପାୟ ଜଣା ଥିବ କିନ୍ତୁ ଆଜି ଆମେ ଯାହା ଆପଣଙ୍କୁ କହିବାକୁ ଯାଉଛୁ ତାହା ଆମ ଜେଜେମା ହରିକା କରୁଥିଲେ ଆଉ ସ୍ଵସ୍ଥ ରହୁଥିଲେ ।

ତେବେ ଆପଣଙ୍କୁ ଆଜି ଆମେ ଏମିତି କିଛି ଉପାୟ କହିବୁ ଯାହା ଆପଣ ମାନେ କେବେ ଶୁଣି ବା ଜାଣି ନଥିବେ । ତେବେ ଆସନ୍ତୁ ସହଜ ଉପାୟ ଦ୍ଵାରା ଚମତ୍କାରୀ ଜିନିଷ ତିଆରି କରିବା ଯାହା ଆପଣଙ୍କ ଜୀବନ ବଦଳି ପାରେ । ଶରୀର ରୋଗ ପ୍ରତି ରୋଧକ କ୍ଷମତା ବଢାଇବା ବହୁତ ଆବଶ୍ୟକ ଅଟେ କାହିଁକିନା କୌଣସି ରୋଗକୁ ଆଗ ଆମ ଶରୀର ଲଢିବା ପାଇଁ ଚେଷ୍ଟା କରିଥାଏ ।

ଆଉ ଆମ ଶରୀର ଦୁର୍ବଳ ପଡିଲେ ଆମକୁ ଏହା ଜଣା ପଡିଥାଏ ଯେ ଆମକୁ କୌଣସି ଭୟଙ୍କର ରୋଗ ହେଇଛି ଯାହା ପରେ ଆମେ ଔଷଧ ସେବନ କରିଥାଉ କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଆମ ଶରୀରକୁ ବଳ କେମିତି ମିଳିଥାଏ ସର୍ବ ପ୍ରଥମେ ଭଲ ଖାଦ୍ୟ ସେବନ କରନ୍ତୁ ପ୍ରୋସେସ ଜିନିଷ ଭୁଲରେ ବି ସେବନ କରନ୍ତୁ ନାହିଁ ଏହା ପରେ ବାହାରକୁ କମ ଯାନ୍ତୁ ଯାହା ଦ୍ଵାରା ଆପଣଙ୍କୁ ସଂକ୍ରମଣ ଶୀଘ୍ର ନହେଉ ।

ତେବେ ଏହା ଛଡା ଆଜି ଆମେ ଯାହା ଆପଣଙ୍କୁ କହିବାକୁ ଯାଉଛୁ ତାହା ସେବନ କରନ୍ତୁ । ଆପଣ ଦୁଇ ଗ୍ଳାସ ପାଣି ଗରମ କରନ୍ତୁ ସେଥିରେ ଗିଲୋଇ ଗୋଟେ ପତ୍ର ପକାନ୍ତୁ ଆଉ ତାକୁ ଭଲ ଭାବରେ ଫୁଟିବା ପାଇଁ ଛାଡି ଦିଅନ୍ତୁ ଏହା ପରେ ସେଥିରେ ଗୋଟେ ଚାମଚ ପାନ ମାଧୁରୀ ପକାନ୍ତୁ ଏହା ପରେ ଯଦି ଆପଣଙ୍କ ତଣ୍ଟିରେ ଗତ ଗତ ଲାଗୁଛି ବା କଣ୍ଟା ଭଳି ଫସିଲା ଭଳିଆ ଲାଗୁଛି ତେବେ ଆପଣ ସେଥିରେ ଟିକେ ଅଦା ଛେଚିକି ପକାନ୍ତୁ କିନ୍ତୁ ଯଦି ତଣ୍ଟିରେ କିଛି ଲାଗୁ ନାହିଁ ତେବେ ଅଦା କିଛି ଆବଶ୍ୟକ ନାହିଁ ।

ଆପଣଙ୍କୁ ଏହି ମିଶ୍ରଣ ଭଲ ଭାବରେ ଫୁଟାଇବାକୁ ହବ ଏହା ପରେ ଗୋଟେ ଗ୍ଳାସ ପାଣି ରହିଗଲେ ଗ୍ଯାସ ବନ୍ଦ କରନ୍ତୁ ଆଉ ଉଷୁମ କରିକି ଏହାର ସେବନ କରନ୍ତୁ ମାନେ ରଖିବେ ସକାଳେ ଖାଲି ପେଟରେ ଏହି ମିଶ୍ରଣ ସେବନ କରିବେ ଆଉ ତା ଅଧ ଘଣ୍ଟା ପରେ ଯାହା ଖାଇବା କଥା ଖାଇବେ । ଗିଲୋଇରେ ବହୁତ ମହତ୍ଵପୂର୍ଣ୍ଣ ଗୁଣ ହୋଇଥାଏ ଯାହା ଆପଣଙ୍କ ପାଇଁ ବହୁତ ଲାଭକାରୀ ହୋଇଥାଏ ।

Leave a Reply

Your email address will not be published. Required fields are marked *