Interesting Gk Questions: ଗୋଟେ ମା’ର 2ଟି ପୁଅ, ଦୁଇଜଣ ଯାକ ପୁରା ଅଲଗା, ଜଣେ ଥଣ୍ଡା ତ ଆଉ ଜଣେ ଗରମ…. କୁହ ତ ସିଏ କିଏ ?

ଆଜି ଆମେ ଆପଣଙ୍କ ସାଧାରଣ ଜ୍ଞାନକୁ ବଢାଇବା ପାଇଁ କିଛି ପ୍ରଶ୍ନ ଓ ତାହାର ଉତ୍ତର ନେଇ ଆସିଛୁ । ଏହି ସମସ୍ତ ପ୍ରଶ୍ନ ଓ ତାହାର ଉତ୍ତର ଅତି ସହଜ ଅଟେ । କିନ୍ତୁ ପ୍ରଥମ ଥର ଏହି ପ୍ରଶ୍ନ ଶୁଣିଲେ ଆପଣ ଚିନ୍ତାରେ ପଡିଯିବେ । କିନ୍ତୁ ଏହା ଅତି ସହଜ ଅଟେ । ଏହି ପ୍ରଶ୍ନ ଓ ଏହାର ଉତ୍ତର ଜାଣିବା ପରେ ଆପଣ ଯଦି କୌଣସି ଇଣ୍ଟରଭିୟୁକୁ ଯାଉଛନ୍ତି ତେବେ ଆପଣ ଅତି ସହଜରେ ଏହାର ଉତ୍ତର ଦେଇ ପାରିବେ ।

ପ୍ରଶ୍ନ – ଗୀତାରେ କେତୋଟି ଅଧ୍ୟାୟ ଓ କେତୋଟି ଶ୍ଳୋକ ଅଛି ?

ଉତ୍ତର – ୧୮ ଟି ଅଧ୍ୟାୟ ଓ ୭୦୦ ଶ୍ଳୋକ

ପ୍ରଶ୍ନ – ଗୋଟିଏ ଝିଅ ବଳ ଫୋପାଡିଲା ଓ ଦୂରକୁ ଯିବା ସତ୍ବେ ପୁଣି ଥରେ ତା ପାଖକୁ ଆସିଗଲା କେମିତି ?

ଉତ୍ତର – ଗ୍ରାବିଟି କାରଣରୁ ନ ସେ ବଳକୁ ଉପର ଆଡକୁ ଫୋପାଡି ଥିଲା

ପ୍ରଶ୍ନ – ଏମିତି କେଉଁ ଗଛ ଅଛି, ଯାହା ସୁନା ଠାରୁ ବି ଅଧିକ ମହଙ୍ଗା ଅଟେ ?

ଉତ୍ତର – ନାଲି ଚନ୍ଦନର ଗଛ

ପ୍ରଶ୍ନ – ସାଇକେଲର ଆବିଷ୍କାର କେବେ ଓ କିଏ କରିଥିଲେ ?

ଉତ୍ତର – ୧୮୧୭ରେ ଜର୍ମାନୀର ବେରନ ଫନ ଡେବିସ

ପ୍ରଶ୍ନ – ଘଡିର ଆବିଷ୍କାର କେବେ ଓ କିଏ କରିଥିଲେ ?

ଉତ୍ତର – ଜୋଶ ବର୍ଗୀ ୧୫୭୭ରେ

ପ୍ରଶ୍ନ – ଏମିତି କେଉଁ ଦେଶ ଅଛି ଯେଉଁଠି ଯଦି କୌଣସି ବ୍ୟକ୍ତି ଅପରାଧ କରିଥାଏ ତେବେ ତାହାର ତିନି ପିଢିକୁ ଦଣ୍ଡ ଦିଆଯାଏ ?

ଉତ୍ତର – ଉତ୍ତର କୋରିୟା

ପ୍ରଶ୍ନ – ଭଗବାନ ଶ୍ରୀ ରାମର ଭଉଣୀର ନାଁ କଣ ଥିଲା ?

ଉତ୍ତର – ଶାନ୍ତା

ପ୍ରଶ୍ନ – ରାବଣର ଭଉଣୀର ନାଁ କଣ ଥିଲା ?

ଉତ୍ତର – ସୂର୍ପଣଖା

ପ୍ରଶ୍ନ – ରାମ ମନ୍ଦିରର ଡିଜାଇନ କିଏ ପ୍ରସ୍ତୁତ କରିଛନ୍ତି ?

ଉତ୍ତର – ଚନ୍ଦ୍ରକାନ୍ତ ସୋମପୁରା

ପ୍ରଶ୍ନ – ଏମିତି କେଉଁ ଦେଶ ଅଛି, ଯେଉଁଠି ଗୋଟିଏ ବି ଟ୍ରାଫିକ ସିଗ୍ନାଲ ନାହିଁ ?

ଉତ୍ତର – ଭୁଟାନ

ପ୍ରଶ୍ନ – କେଉଁ ଜିନିଷକୁ ଖାଇବା ପୂର୍ବରୁ ଦେଖାଯାଏ ନାହିଁ ?

ଉତ୍ତର – ଧୋଖା

ପ୍ରଶ୍ନ – କେଉଁ କ୍ରିକେଟ ଟିମର କୌଣସି ରାଷ୍ଟ୍ରଗୀତ ନାହିଁ ?

ଉତ୍ତର – ୱେଷ୍ଟଣ୍ଡିଜ

ପ୍ରଶ୍ନ – ବିଜୁଳିରେ ଲାଗୁଥିବା ନିଆଁକୁ ଲିଭାଇବା ପାଇଁ କାହାର ପ୍ରୟୋଗ କରାଯାଏ ?

ଉତ୍ତର – ପାୟରିନ

ପ୍ରଶ୍ନ – କେଉଁ ଫଳ କଞ୍ଚାରେ ମିଠା ଓ ପାଚିଲା ପରେ ଖଟା କିମ୍ବା କଡା ଲାଗିଥାଏ ?

ଉତ୍ତର – ଅନ୍ନନାସ

ପ୍ରଶ୍ନ – ମିନାକ୍ଷୀ ମନ୍ଦିର କେଉଁ ସ୍ଥାନରେ ଅବସ୍ଥିତ ?

ଉତ୍ତର – ମଦୁରାଇ

ପ୍ରଶ୍ନ – ସିଲେଇ ମେସିନର ଆବିଷ୍କାର କିଏ କରିଥିଲେ ?

ଉତ୍ତର – ଏଲିୟାସ ହୋୱେ

ପ୍ରଶ୍ନ – ଦୁନିଆରେ କେଉଁ ଜୀବର ପାଞ୍ଚୋଟି ଆଖି ଥାଏ ?

ଉତ୍ତର – ମହୁମାଛି

ପ୍ରଶ୍ନ – କୋବିଡ – ୧୯ ଭ୍ୟାକସିନର ବ୍ରାଣ୍ଡ ଆମ୍ବେସେଡର କିଏ ?

ଉତ୍ତର – ସୋନୁ ସୁଦ

ପ୍ରଶ୍ନ – କ୍ଷୀରରେ କେଉଁ ଭିଟାମିନ ହୋଇ ନ ଥାଏ ?

ଉତ୍ତର – ଭିଟାମିନ C

ପ୍ରଶ୍ନ – ଗୋଟେ ମା’ର ଦୁଇଟି ପୁଅ, ଦୁଇଜଣ ଯାକ ପୁରା ଅଲଗା, ଜଣେ ଥଣ୍ଡା ତ ଆଉ ଜଣେ ଗରମ, କୁହ ତ କିଏ ?

ଉତ୍ତର – ଜହ୍ନ ଓ ସୂର୍ଯ୍ୟ

Leave a Reply

Your email address will not be published. Required fields are marked *