ରାତିରେ ଏହାକୁ ଲଗାନ୍ତୁ ସକାଳୁ ଆପଣଙ୍କ ଯାଦୁ, କାଛୁ, କୁଣ୍ଡିଆ ସବୁ ହୋଇଯିବ ଗାଏବ- Health Tips

ବନ୍ଧୁଗଣ ଯାଦୁ, କାଛୁ, କୁଣ୍ଡିଆ ଆମ ଚରମ ସହ ଜଡିତ ସମସ୍ଯା ଅଟେ । ଯାହା ଦ୍ଵାରା ଆମ ତ୍ଵଚାରେ ଛୋଟ ଛୋଟ ନାଲି ଦାନା ହୋଇଯାଏ । ଝାଳ ବୋହିବା ଦ୍ଵାରା ଶରୀରରେ କୁଣ୍ଡାଇ ହୋଇ ବଢିବାକୁ ଲାଗେ । ଏହି କୁଣ୍ଡିଆଣକୁ ଏକଜିମା ରୋଗ ମଧ୍ୟ କୁହାଯାଏ । ଯାହା ମୁଖ୍ୟତ ଆମ ଆଙ୍ଗୁଳି ସନ୍ଧିରେ, ପାଦ ଆଙ୍ଗୁଳିରେ, ମୁହଁ ଓ ବେକରେ ଦେଖିବାକୁ ମିଳିଥାଏ । ଆଜି ଆମେ ଆପଣଙ୍କୁ ଏମିତି ଘରୋଇ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଯାଦୁ, କାଛୁ, କୁଣ୍ଡିଆନ ରୋଗ ଦୂର ହୋଇଯିବ । ଯାହାର ପ୍ରୟୋଗ ଦ୍ଵାରା ଏହା ସଂପୂର୍ଣ୍ଣ ଭଲ ହୋଇଯିବ ।

ଏଥିପାଇଁ ଆବଶ୍ୟକ ରହିଛି ନିମ ତେଲ ଯାହା ଦୋକାନରୁ ସହଜରେ ମିଳିପାରିବ । ଆପଣ ଚାହିଁଲେ ଘରେ ତିଆରି କରି ପାରିବେ । ସ୍କିନ ଜନିତ କୌଣସି ସମସ୍ଯା ଦୂର କରିବା ପାଇଁ  ତେଲ ବହୁତ ଲାଭଦାୟକ ଅଟେ । ଏହାକୁ ଲଗେଇବା ପୂର୍ବରୁ ଆଉ ଏକ ମିଶ୍ରଣ ପ୍ରସ୍ତୁତ କରିବାକୁ ହେବ । ଏଥିପାଇଁ ଆବଶ୍ୟକ ପଡିବ ଏଲୋଭେରା । ଆପଣ ଏଲୋଭେରା ଜେଲ ର ପ୍ରୟୋଗ କରି ପାରିବେ । ପ୍ରଥମେ ଦେଢ ଚାମଚ ମାତ୍ର ରେ ଏଲୋଭେରା ଜେଲ ନିଅନ୍ତୁ । ଫାଙ୍ଗଳ ଇନଫେକସନ କୁଣ୍ଡିଆଣ କାରଣରୁ ବଢି ଥାଏ ।

କୁଣ୍ଡିଆଣକୁ ଶେଷ କରିବା ପାଇଁ ଏଲୋଭେରା ଲାଭଦାୟକ ଅଟେ । କାରଣ ଏହା ସ୍କିନରେ ମଶଚର ଆଣିଥାଏ । ଶୁଖିଲା ଚର୍ମ ଯୋଗୁଁ ହେଉଥିବା କୁଣ୍ଡିଆନକୁ ଶେଷ କରିଥାଏ । ଦେଢ ଚାମଚ ଏଲୋଭେରା ସହ ମିଶାନ୍ତୁ କର୍ପୁର ପୂଜା ବା ଖାଇବାରେ ବ୍ୟବହାର ହୁଏ । ବହୁ ପୁରାତନ କାଳରୁ କର୍ପୁର ସ୍କିନ ପାଇଁ ଲାଭଦାୟକ ଅଟେ । ସେଥିପାଇଁ କ୍ରପୁର ର ପ୍ରୟୋଗ ଜାଦୁ, କାଛୁ, କୁଣ୍ଡିଆନ ଦୁର କରିବା ପାଇଁ ପ୍ରୟୋଗ କରାଯାଏ । ଏକ ଚାମଚ କର୍ପୁର ଗୁଣ୍ଡ ଆଡ କରି ଏହାର ଭଲ ଭାବେ ମିଶ୍ର ରେଡି କରନ୍ତୁ ।

ଏହି ଉପାୟ ବନେଇବା ସହ ଯେତିକି ସହଜ ସେତିକି ଲାଭଦାୟକ ମଧ୍ୟ ଫଙ୍ଗଲ ଇନଫେକସନ ପାଇଁ । କୁଣ୍ଡିଆଣ ରେ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ସେହି ଜାଗାକୁ ଗରମ ପାଣିରେ ସଫା କରନ୍ତୁ । ଏବେ ତୁଳା ସାହାଯ୍ୟରେ ମିଶ୍ରଙ୍କୁ ଭଲ ଭାବେ ଲଗାନ୍ତୁ । ଯେବେ ଏହା ଶୁଖିଯିବ ଏହାକୁ ହାଲକା ଗରମ ପାଣିରେ ଧୋଇ ଦିଅନ୍ତୁ । ଏହା ପରେ ବ୍ୟବହାର କରିବେ ନିମ ତେଲ ।

ନିମ ତେଲକୁ ସ୍କିନରେ ଭଲ ଭାବେ ମାଲିସ କରନ୍ତୁ ଲଗାତାର ୩ ଦିନ ଯାଏଁ ଏହି ଉପାୟ କୁ କରନ୍ତୁ । ଆପଣଙ୍କ ଯାଦୁ, କାଛୁ, କୁଣ୍ଡାଇ ସବୁ କିଛି ଦୂର ହୋଇଯିବ । କୁଣ୍ଡିଆଣ ରେ ହେଉଥିବା ଦାଗ ମଧ୍ୟ ଏହି ରେମେଡି ର ପ୍ରୟୋଗ ଦ୍ଵାରା ଭଲ ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *