“ଜାନବର” ଫିଲ୍ମ ରେ ଅଭିନୟ କରିଥିବା ଚାଇଲ୍ଡ କଳାକାର, ଆଜିଭଳି ଦିନରେ ଦେଖା ଯାଉଛନ୍ତି ଏମିତି

ବନ୍ଧୁଗଣ ବଡ ବଡ ଫିଲ୍ମ ମାନଙ୍କରେ ଛୋଟ ଛୋଟ ପିଲା କଳାକାର ଏଭଳି ଅଭିନୟ କରି ସମସ୍ତଙ୍କୁ ଚକିତ କରିଦେଇଥାନ୍ତି ଯାହାକି ଅନ୍ୟ ବଡ ଅଭିନେତା ଅଭିନେତ୍ରୀ ମଧ୍ୟ କରିପାରନ୍ତି ନାହିଁ । ଏହି ଚାଇଲ୍ଡ କଳାକାର ମାନେ ଏଭଳି ଅଭିନୟ କରିଥାନ୍ତି ଯେ, ଦର୍ଶକ ମାନଙ୍କୁ ତାଙ୍କ ଛବି ଚିତ୍ର ନଜର ରହିଜାଏ । ସାଧାରଣ ଦର୍ଶକ ମାନେ ଚିନ୍ତା କରିଥାନ୍ତି ଯେ ସେହି ଛୋଟ କଳାକାର ମାନଙ୍କୁ ସେ ଦେଖିଲେ ତାଙ୍କୁ ସହଜରେ ଚିହ୍ନିପାରିବେ । ମାତ୍ର ଏହା ହୋଇନଥାଏ କାରଣ ସମୟ ସହିତ ସେମାନଙ୍କର ଚେହେରା ମଧ୍ୟ ପରିବର୍ତ୍ତନ ହୋଇଯାଇଥାଏ ।

ଏମାନେ ବର୍ତ୍ତମାନ ଏତେ ବଦଳି ଗଲେଣି ଯେ, ଆଜିଭଳି ଦିନରେ ତାଙ୍କୁ ଚିହ୍ନିବା ବହୁତ କଷ୍ଟକର ପାଲଟିଛି । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ୩ ଜଣ ଚାଇଲ୍ଡ କଳାକାରଙ୍କ ସମ୍ବନ୍ଧରେ କହିବାକୁ ଯାଉଛୁ ଯାହାକୁ ଆପଣ ସହଜରେ ଚିହ୍ନି ପାରିବେ ନାହିଁ ।

୧-“ପ୍ରଜାନ୍ତ ଦସ୍ତୁର”;- ବନ୍ଧୁଗଣ ଫିଲ୍ମ “କୁଛ କୁଛ ହୋତା ହେ” ର ଛୋଟ କଳାକାର “ପ୍ରଜାନ୍ତ ଦସ୍ତୁର” ଙ୍କୁ କିଏ ଭୁଲି ପାରିବ । ବନ୍ଧୁଗଣ ଏହି ଚଳଚ୍ଚିତ୍ର ରେ ତାଙ୍କ ଆଭିନୟ ବହୁତ କ୍ଯୂଟ ଲାଗିଥିଲା ସମସ୍ତଙ୍କୁ । ମାତ୍ର ବର୍ତ୍ତମାନ ସେ ୨୯ ବର୍ଷ ର ହୋଇସାରିଲେଣି । ବନ୍ଧୁଗଣ ସେ ଯେତେ ବଡ ହେଲେ ମଧ୍ୟ ତାଙ୍କ ଚେହେରା ରେ ବର୍ତ୍ତମାନ ମଧ୍ୟ ସେହି ମାସୁମିୟତା ନଜର ଆସୁଛି ।

ବର୍ତ୍ତମାନ ସେ ଜିନ୍ସ ଟି ସାର୍ଟ ପିନ୍ଧି ଗୋଟିଏ ଷ୍ଟାଇଲିସ ପେର୍ସୋନାଲିଟି ମେଣ୍ଟେନ କରୁଛନ୍ତି । ବର୍ତ୍ତମାନ ସେ ଆକଟିଂ ଛାଡି ଆସିଷ୍ଟାନ୍ଟ ଡାଇରେକ୍ଟୋର ଭାବେ କାମ କରୁଛନ୍ତି । ବନ୍ଧୁଗଣ ଆଉ ଗୋଟିଏ ଖୁସି ଖବର ଏହା ହେଉଛି ଯେ, ସେ ବର୍ତ୍ତମାନ ଅନେକ ସମୟ ଧରି ପ୍ରେମ ସମ୍ପର୍କ ରେ ଥିବା ତାଙ୍କ ବାନ୍ଧବୀଙ୍କୁ ବାହାହେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

୨- “ସିଦ୍ଧାର୍ଥ ନିଗମ”;- ବନ୍ଧୁଗଣ ବର୍ଷ ୨୦୧୩ ରେ ଧୂମ-୨ ଆମିରଖାନ ଙ୍କର ପିଲାଦିନ ର ରୋଲ ପ୍ଲେ କରିଥିଲେ ସିଦ୍ଧାର୍ଥ ନିଗମ । ସେ ନିଜର ସାନଦାର ପ୍ରଦର୍ଶନରେ ସମସ୍ତଙ୍କର ହୃଦୟ ଜିତିଥିଲେ । ସେ ନିଜର ମସୁମ ଅଭିନୟ ତଥା ସ୍ଵୋଭାବ ଦ୍ଵାରା ସମସ୍ତଙ୍କର ଫେବ୍ରେଟ ବନିଯାଇଥିଲେ । ମାତ୍ର ସେ ବର୍ତ୍ତମାନ ବହୁତ ବଦଳିଗଲେଣି । ବର୍ତ୍ତମାନ ସେ ୨୦ ବର୍ଷ ର ହେଇଗଲେଣି । ତାଙ୍କ ହେୟାର ଷ୍ଟାଇଲ ରୁ ନେଇ ଡ୍ରେସିଂ ସେନ୍ସ ସବୁକିଛି ବଦଳି ଗଲାଣି । ତାଙ୍କର ଷ୍ଟାଇଲ ବହୁତ ବଦଳି ସାରିଲାଣି । ବର୍ତ୍ତମାନ ମଧ୍ୟ ସେ ନିଜର ଅଭିନୟ ଜାରି ରଖିଛନ୍ତି ।

୩-“ଅନୁଜ ପଣ୍ଡିତ”;- ବନ୍ଧୁଗଣ “କୋଇ ମିଲ ଗୟା” ଚଳଚ୍ଚିତ୍ରରେ ଆପଣଙ୍କୁ ବିଟୁ ସରଦାର ର କିରଦାର ତ ମନେଥିବ । ବନ୍ଧୁଗଣ ଏହି ଚଳଚ୍ଚିତ୍ରରେ ପଗଡି ବାନ୍ଧିଥିବା ଏହି କଳାକାର ଆଜିଭଳି ଦିନରେ ବହୁତ ବଦଳିଯାଇଛନ୍ତି । ସେ ବର୍ତମାନ ୨୯ ବର୍ଷ ର ବୟସରେ ବହୁତ ସ୍ମାର୍ଟ ଦେଖାଯାଉଛନ୍ତି । ତାଙ୍କର ହେୟାର ଷ୍ଟାଇଲ ମଧ୍ୟ ବହୁତ ଅଲଗା ହୋଇସାରିଛି ଯାହା ଫଳରେ ସେ ଜଣେ ଉତ୍ତମ ପେର୍ସୋନାଲିଟିର ମାଲିକ ମଧ୍ୟ ହୋଇସାରିଲେଣି । ବନ୍ଧୁଗଣ ଏହାଥିଲା ୩ ଟି ପ୍ରସିଦ୍ଧ ଚାଇଲ୍ଡ କଳାକାର ସମ୍ବନ୍ଧରେ ବିଶେଷ ବିବରଣୀ ଆପଣଙ୍କୁ ଏହା ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *