କଣ ପାଇଁ ହଠାତ ଭୋ ଭୋ ହେଇ କାନ୍ଦି ପକାଇଲେ ଅଭିନେତା Pupinder ?

ଏ ମିଛ ଲୁହ ନୁହେଁ କି କୌଣସି ଫିଲ୍ମ ରେ ଅଭିନୟ କରିବାର କାନ୍ଦ ନୁହେଁ କି ଲାଇଟ କ୍ୟାମେରା ଆକ୍ସନ ନୁହେଁ । ଏ ହେଉଛି ସତ ଲୁହ । ଯାହା ଆଜି ଅଭିନେତା ପୁପିନ୍ଦର ଙ୍କ ଆଖି ରୁ ଝଋ ପଡିଛି । ତାଙ୍କ ଆଖି ରୁ ଧାରା ଧର ହୋଇ ନିଗିଡି ପଡିଛି ଲୁହ । ଯାହାକୁ ସମସ୍ତେ ଦେଖି ପଚାରୁଛନ୍ତି ଏମିତି କାହିଁକି କାନ୍ଦିଲେ ଆମ ପୁପିନ୍ଦର ଭାଇ । ତେବେ ଦର୍ଶକ ବନ୍ଧୁ ପୁପିନ୍ଦର ହେଉଛନ୍ତି ଜେଣ ଲୋକପ୍ରିୟ ଅଭିନେତା ଓଲିଉଡ ଇଣ୍ଡଷ୍ଟ୍ରି ର । ସେ ନିଜ କଳା ରେ ଦର୍ଶକ ମାନଙ୍କୁ ହସାଇ ହସାଇ ଗଡାଇ ଥାନ୍ତି ଆଉ କନ୍ଦାନ୍ତି ମଧ୍ୟ ।

ସେ ଖୁବ ସୁନ୍ଦର ମଧ୍ୟ ଅଭିନୟ କରିଥାନ୍ତି । ହେଲେ ଗୋଟେ ଅଭିନେତା କୁ ସତରେ ଏମିତି କାନ୍ଦିବା ଆଗରୁ କେହି କେବେ ଦେଖି ନ ଥିବେ । ଆମେ ମାନେ ସବୁ ଜଣେ କଳାକାର ଙ୍କୁ କେବା ଅଭିନୟ କରିବା ସମୟରେ କାନ୍ଦି ବାର ଦେଖିଥାଉ କିନ୍ତୁ ରିୟଲ ରେ ନୁହେଁ । ହେଲେ ଏ କୌଣସି ଅଭିନୟ ନୁହେଁ କି କୌଣସି ଫିଲ୍ମ ର କାନ୍ଦ ନୁହେଁ । ଏ ହେଉଛି ଅଭିନେତା ପୁପିନ୍ଦର ଙ୍କ ଆଖି ରୁ ଝଋ ଯାଉଥିବା ସତ କାନ୍ଦ ।

ଭାଇରାଲ ହୋଇଥିବା ପୁନିନ୍ଦର ଙ୍କ ଏହି ଭିଡିଓ ରେ ସେ ନିଜ ଆଖି ର ଲୁହକୁ ଯେତେ ଅଟାକାଇବାକୁ ଚାହୁଁ ଥିଲେ ମଧ୍ୟ ଅଟକାଇ ପାରୁ ନାହାନ୍ତି । ଭୋ ଭୋ ହୋଇ କାନ୍ଦୁ ଛନ୍ତି ସେ ଆଉ ଆଖି ପୁରା ନାଲି ପଡି ଯାଇଛି । ଆଉ ବୋହି ଯାଉଛି ଧାର ଧାର ଲୁହ । ସମସ୍ତେ ତାଙ୍କୁ ଏମିତି ଦେଖି ଅବାକ ହୋଇ ଚାହୁଁ ଛନ୍ତି । ଗଲା ଲୋକ ବି ଚାହିଁ ରହୁଛି ପୁପିନ୍ଦର ଙ୍କ ଆଖି କୁ । କଣ ପାଇଁ ସେ କାନ୍ଦୁ ଛନ୍ତି ସମସ୍ତଙ୍କ ମନରେ ଗୋଟେ ପ୍ରଶ୍ନ । ତେବେ ସୂଚନା ଅନୁଯାୟୀ ଗୋଟେ ଫିଲ୍ମ ହଲ ରେ ସେ କାନ୍ଦି ଥିବାର ନଜର ଆସିଛନ୍ତି ।

ଫିଲ୍ମ ଦେଖୁ ଦେଖୁ ତାଙ୍କୁ ତାଙ୍କ ବାପା ଙ୍କ କଥା ମାନେ ପଡି ଯାଇଥିଲା । ଯେଉଁଥି ପାଇଁ ସେ ହଠାତ କାନ୍ଦି ପକାଇ ଥିଲେ । ଯେବେ ଗଣାମାଧ୍ୟମ ତାଙ୍କର ପ୍ରତିକ୍ରିୟା ନେଇଥିଲେ ସେ କହିଥିଲେ ମୋତେ ମୋ ବାପା ଙ୍କ କଥା ବହୁତ ମନେ ପଡୁଛି । ଏ ଲୁହ ହେଉଛି ମୋ ବାପାଙ୍କ ପାଇଁ । ତେବେ ସେ ଫିଲ୍ମ ହଲ କୁ ଫିଲ୍ମ “ପ୍ରତୀକ୍ଷା” ଦେଖିବାକୁ ଯାଇଥିଲେ ଆଉ ସେଠାରେ ତାଙ୍କୁ ତାଙ୍କ ବାପାଙ୍କ କଥା ମନେ ପଡି ଯାଇଥିଲା । ତାଙ୍କୁ “ପ୍ରତୀକ୍ଷା” ଫିଲ୍ମ ଦେଖି ତାଙ୍କ ବାପା ଙ୍କ କଥା ମନେ ପକାଇବାକୁ ବାଧ୍ୟ କରି ଦେଇଥିଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ପୁପିନ୍ଦର କେମିତି ଲାଗନ୍ତି ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *