Riya Dey ଙ୍କ ରିସେପ୍ସନରେ ପହଞ୍ଚିଲେ ଓଲିଉଡର ଷ୍ଟାର କପଲ Sabya ଓ Archita, ଗିଫ୍ଟ ଦେଉ ଦେଉ… ଦେଖନ୍ତୁ Video

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସାରା ଓଡିଶାରେ କେବଳ ଗୋଟିଏ ଚର୍ଚ୍ଚା ଓଲିଉଡ ହିରୋଇନ ରିୟା ଦେ ଙ୍କ ବିବାହକୁ ନେଇ । ରିୟା ନିଜ ବାହାଘରକୁ ନେଇ ଏମିତି କିଛି ପ୍ରିପାରେସନ କରିଛନ୍ତି ଯାହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ତାଙ୍କ ବିବାହର ପ୍ରତେକ ଟି ରସମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ  ହେବାରେ ଲାଗିଛି ଯାହାକୁ ଆପଣ ମାନେ ନିଶ୍ଚୟ ଦେଖୁଥିବେ ।

ତେବେ ରିୟା ଙ୍କ ରିପ୍ସେସନ ପାର୍ଟି ର ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ଓଡିଆ ଆଭିନେତ୍ରୀ ରିୟା ଦେ ଙ୍କୁ ବେସ ଭଲ ଭାବେ ଜାଣିଥିବେ । ସେ ଜଣେ ଲୋକପ୍ରିୟ ତଥା ସୁନାମଧନ୍ୟ ଅଭିନେତ୍ରୀ ଅଟନ୍ତି । ସେ ଅନେକ ସାରା ଫିଲ୍ମ ଓଡିଆ ଇଣ୍ଡଷ୍ଟ୍ରି କୁ ଭେଟି ଦେଇଛନ୍ତି । ତେବେ ରିୟା ନିଜର ବଏଫ୍ରେଣ୍ଡ ସୁନୀଲ ଙ୍କୁ ବିବାହ କରିଛନ୍ତି ଯାହାଙ୍କ ସହ ସେ ଅନେକ ଦିନ ହେବ ରିଲେସନ ରେ ଥିଲେ ।

ଦୁହିଙ୍କର ପ୍ରେମ ସମ୍ପର୍କ ବିଷୟରେ କେହି କିଛି ଜାଣି ନ ଥିଲେ । ଦୁହେଁ ନିଜର ପ୍ରେମକୁ ଏବେ ବିବାହର ରୂପ ଦେଇଛନ୍ତି । ବିବାହ ପରେ ରିୟା ଙ୍କ ଶାଶୁଘରେ ରିପ୍ସେସନ ପାର୍ଟି ମଧ୍ୟ ଆୟୋଜିତ ହୋଇଛି ଯାହାକୁ ନେଇ ଚର୍ଚ୍ଚା ଖୁବ ଲଗ ରହିକି । ତେବେ ରିୟା ଙ୍କ ରିପ୍ସେସନ ପାର୍ଟି ରେ ଓଡିଆ କଳାକାର ମାନେ ଯୋଗ ଦେଇ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହ ବରିଷ୍ଠ କଳାକାର ମାନେ ଆଶୀର୍ବାଦ ମଧ୍ୟ ଦେଇଛନ୍ତି । ଏହାରି ମଧ୍ୟ ରେ ଓଡିଆ ଅଭିନେତା ସବ୍ୟ ଓ ଅଭିନେତ୍ରୀ ଅର୍ଚ୍ଚିତ ତାଙ୍କ ପାର୍ଟି ରେ ପହଞ୍ଚି ଛନ୍ତି ।

ସବ୍ୟ ଓ ଅର୍ଚ୍ଚିତା ଙ୍କୁ ରିୟା ଓ ସୁନୀଲ କୁ ତାଙ୍କ ବିବାହର ଶୁଭକମନା ଜଣାଇବା ସହ ଗିଫ୍ଟ ମଧ୍ୟ ଦେଉହନ୍ତି । ଅର୍ଚ୍ଚିତା ରିୟା ଙ୍କୁ ହକ କରୁଛନ୍ତି ଆଉ ଦୁହେଁ କିଛି ସମୟ ପାଇଁ କଥା ମଧ୍ୟ ହେଉଛନ୍ତି ପରସ୍ପର ସହ । ଏହାରି ମଧ୍ୟରେ ଅର୍ଚ୍ଚିତା ରିୟା ଙ୍କ ପାଇଁ ବ୍ଯାଗରେ କିଛି ଗିଫ୍ଟ ଆଣିଛନ୍ତି ଯାହାକୁ ଦେବା ସମୟରେ ରିୟା ଙ୍କ ହାତରୁ ତାଙ୍କ ପର୍ସ ଟି ଖସି ଯାଉଛି । ତା ପରେ ରିୟା ନିଜ ପର ଉଠାଇ ଧରୁଛନ୍ତି ଆଉ ଅର୍ଚ୍ଚିତା ଦେଇଥିବା ଗିଫ୍ଟ କୁ ନେଉଛନ୍ତି । ଏହା ପରେ ସମସ୍ତେ ଫୋଟୋ ଉଠାଉ ଛନ୍ତି ।

ଆଉ ତା ପରେ ଅର୍ଚ୍ଚିତା ରିୟା ଙ୍କ ଠାରୁ ସେହି ଗିଫ୍ଟ ନେଇ ପଛ ପଟେ ରଖି ଦେଉଛନ୍ତି । ଏହିଭଳି ଭାବେ ରିୟା ଙ୍କୁ ଗିଫ୍ଟ ଦେବା ପରେ ଅର୍ଚ୍ଚିତା ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ।ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *