କଣ ଆପଣ ଜାଣିଛନ୍ତି ଏ ପିଲାଟି କିଏ ? ଜାଣିଲେ ଆପଣଙ୍କ ହୋସ ଉଡିଯିବ

ଆଜି ଆମେ ଆଲୋଚନ କରିବା ସୁପରଷ୍ଟାର ରାଜନୀକାନ୍ତଙ୍କ ବିଷୟରେ, ଆଶା କରୁଛୁ  ଆପଣମାନଙ୍କୁ ଭଲ ଲାଗିବ । ରାଜନୀକାନ୍ତଙ୍କ ଜନ୍ମ ଡିସେମ୍ବର 12 ତାରିଖ 1950 ମସିହାରେ କର୍ଣ୍ଣାଟକ ବେଙ୍ଗଲୁରୁର ଗୋଟେ ମଧ୍ୟବିତ ପରିବାରରେ ହୋଇଥିଲା । ତାଙ୍କ ମା ଜଣେ ହାଉସୱାଇଫ ଥିଲେ, ତାଙ୍କ ବାପା ରାମଜିର ଗାଇକ୍ୱାର୍ଡ ଜଣେ କନେଷ୍ଟବଳ ଥିଲେ । ଛୋଟାବେଳେ ତାଙ୍କ ବାପା ମା ତାଙ୍କୁ ଶିବାଜି ରାଓ ଗାଇକ୍ୱାର୍ଡ ବୋଲି ଡାକୁଥିଲେ । ଏବଂ ରଜନୀକାନ୍ତ ତାଙ୍କ ଚାରି ଭାଇଭଉଣୀଙ୍କ ମଧ୍ୟରେ ସବୁଠୁ ସାନ ଥିଲେ ।

Image Courtesy: Google

1956 ମସିହାରେ ତାଙ୍କ ବାପା ଚାକିରିରୁ  ଅବସର ନେଇଥିଲେ ।ପରେ ସେ ବେଙ୍ଗାଲୋର ହନୁମତ ନଗରକୁ ଶିଫ୍ଟ ହୋଇଥିଲେ । କୋବିପୁରମ ଗରମେଣ୍ଟ ସ୍କୁଲରେ ନାମ ଲେଖାଯାଇଥିଲେ । ଛୋଟାବେଳେ ସେ ବହୁତ ଦୁଷ୍ଟ ଥିଲେ । ସେ ଫୁଟବଲ ଓ ବାସ୍କେଟବଲ ଖେଳରେ ବହୁତ ଇଚ୍ଛୁକ ଥିଲେ ।ସବୁକିଛି ଠିକଠାକ ଥିଲା, ହଠାତ ତାଙ୍କ ମା ଙ୍କର 1950 ମସିହାରେ ଦେହାନ୍ତ ହୋଇଗଲା ।  ସେତେବେଳେ ମାତ୍ର 9 ବର୍ଷ ବୟସର ହୋଇଥିଲେ ।ତାଙ୍କ ମାଙ୍କ ଦେହାନ୍ତ ପରେ ଭାଇମାନେ ରାଜନୀକାନ୍ତଙ୍କୁ ରାମକୃଷ୍ଣ ମିଶନ ଗୋଟେ ମଠରେ ଛାଡିଦେଇଥିଲେ ।

Image Courtesy: Google

ସେତେବେଳେ ସେ ପଢାପଢି କରିବା ସହିତ ଭାରତର ସଂସ୍କୃତି ଓ ପରମ୍ପରା ବିଷୟରେ ଜ୍ଞାନ ଆହରଣ କରିଥିଲେ । ଶେଠୀ ସେ ନାଟକ ବି ଶିଖିଯାଇଥିଲେ । ଦିନେ ରାମକୃଷ୍ଣ ମିସନ ମଠରେ ମହାଭାରତ ନାଟ ପରିବେଷଣ କରାଯାଉଥିଲା, ରଜନୀକାନ୍ତଙ୍କୁ ଏକଲବ୍ୟ ଭାଇର  ଭୂମିକରେ ଅଭିନୟକରିବାର ସୁଯୋଗ ମିଳିଥିଲା । ସେଠି ଏମିତି ଅଭିନୟର ଜାଦୁ ଦେଖାଇଥିଲେ ଯେତିକି ଦର୍ଶକ ଥିଲେ ସମସ୍ତଙ୍କ ମନ କିଣିନେଇଥିଲେ । କର୍ନାଟକର ଜଣେ କବି ଡି ଅରୋବିନ୍ଦମ ତାଙ୍କ ଅଭିନୟ ଦେଖି ଖୁସି ହୋଇଯାଇଥିଲେ ।ଏବଂ ରାଜନୀକାନ୍ତଙ୍କୁ ବହୁତ ତାରିଫ କରିଥିଲେ । ପରେ ପରେ ସେ ତାଙ୍କ ଆଚାର୍ଯାପୁଳି ସ୍କୁଲରେ ପଢା ସାରିଥିଲେ । ସେ ତାଙ୍କ କ୍ୟାରିଅର ଅଭିନୟରୁ ଆରମ୍ଭ କରିବାକୁ ଚାହିଁଲେ ମଧ୍ୟ ଘରର ଆର୍ଥିକ ଅବସ୍ଥା ଲାଗି ସେ କରିପାରିନଥିଲେ ।

Image Courtesy: Google

ସେ ତାଙ୍କ ପରିବାର ଚଳେଇବା ପାଇଁ ବଢେଇ କାମ,କୁଲି କାମ ମଧ୍ୟ କରିଛନ୍ତି । ଶେଷରେ ବସ କଣ୍ଡକ୍ଟର ମଧ୍ୟ ହୋଇଥିଲେ । କିନ୍ତୁ ନିଜ ଭିତରେ ଥିବା ପ୍ରତିଭାକୁ କିପରି ବା ଲୁଚାଇ ପାରିଥାନ୍ତେ । ସେ ଯେତେବେଳେ ବସ କଣ୍ଡକ୍ଟର ଥିଲେ ସେ ପ୍ୟାସେଜର ଓ ଡ୍ରାଇଭର ମାନକ ଆଗରେ ଛୋଟମୋଟ ଅଭିନୟକାରୀ ସେମାନଙ୍କ ହୃଦୟ ଜିତିତଥିଲେ ।  ସେମାନଙ୍କ ମଧ୍ୟରେ ବହୁତ ପ୍ରସିଦ୍ଧ ଥିଲେ । ତାଙ୍କର ଟିକେଟ କଟିବାଠାରୁ ଆରମ୍ଭ କରି ସିଟି ମାରିବା ଶୈଳୀ ବହୁତ ନିଆରା ଥିଲା ।ତାଙ୍କର ଅଭନାୟର ନିସା ଦେଖି ତାଙ୍କର ଜଣେ ସାଙ୍ଗ ରାଜ ବାହାଦୁର ମାଦ୍ରାସ ଫିଲ୍ମ ଇନଷ୍ଟିଟୁଟ ରେ ନାମ ଲେଖାଇବା ପାଇଁ କହିଥିଲେ, ତାଙ୍କର ସେତେବେଳେ ଆର୍ଥିକ ଅବସ୍ଥା ଏତେ ଭଲ ନଥିବାରୁ ସେ ନାମ ଲେଖାଇ ପାରିନଥିଲେ । ପରେ ରାଜବାହାଦୁର ତାଙ୍କୁ କିଛି ଟଙ୍କା ସାହାର୍ଯ୍ୟ କରି ମାଦ୍ରାସ ଫିଲ୍ମ ଇନଷ୍ଟିଟୁଟରେ ଜଏନ କରାଇଥିଲେ । ସେ ଫିଲ୍ମ ଇନଷ୍ଟିଟୁଟରେ ଜଏନ ହେବା ପରେ କଣ୍ଡକ୍ଟର ଚାକିରି ଛାଡିଥିଲେ, ଓ ଅଭିନୟରେ କ୍ୟାରିଅର ଆରମ୍ଭ କରିଥିଲେ । ଛୋଟମୋଟ ଷ୍ଟେଜରେ ଅଭିନୟକରୀ ଯାହାବି ଆୟ କରୁଥିଲେ ସେଥିରେ ସେ ଘର ଚଳାଉଥିଲେ ।

Image Courtesy: Google

ଥରେ ଇନଷ୍ଟିଟୁଟରେ ନାଟକ ଚାଲିଥିଲା, ତାମିଲର ଜଣେ ପ୍ରକ୍ଷାତ ଡ଼ିରେକ୍ଟର କେ ମାଳଚନ୍ଦ୍ରଜିଙ୍କ  ନଜର ରଜନୀକାନ୍ତଙ୍କ ଉପରେ ପଡିଥିଲା । ସେ ରଜନୀକାନ୍ତଙ୍କ ଅଭିନୟରେ ଏତେ ଆକ୍ରୁଷ୍ଟ ହୋଇଥିଲେଯେ ସେଠି ଗୋଟେ ତାମିଲ ଫିଲ୍ମ ପାଇଁ ଆଗ୍ରିମେଣ୍ଟ କରିଥିଲେ, 1975 ମସିହାରେ ଅପୂର୍ଭ ରଙ୍ଗାଙ୍ଗଲ ନିଜର ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ କିଛି ଖାସ ହୋଇନଥିଲା, ଓ  ବକ୍ସ ଅଫିସରେ ଫଲ୍ପ ହୋଇଥିଲା । ପରେ  ସେହିବର୍ଷ ଶ୍ରୀବିଦ୍ୟ ଫିଲ୍ମ ହିଟ ହୋଇଥିଲା ଓ ବକ୍ସ ଅଫିସରେ ଧୂମ ମଚାଇ ଥିଲା । ଶ୍ରୀବିଦ୍ୟ ଫିଲ୍ମ ପରେ ରଜନୀକାନ୍ତ ବହୁତ ଫେମସ ହୋଇଥିଲେ, କିଛି ଫିଲ୍ମରେ ହୀରୋ, ଭିଲିଆନ ଅଭିନୟ କରି ନିଉଜ ପେପରରେ ତାଙ୍କ ନାମ ବାହାରୁଥିଲା । ଏହିପରି ରଜନୀକାନ୍ତ ତାଙ୍କ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ ।

Image Courtesy: Google

ଏହି ସବୁ ଚାଲିଥିବା ବେଳେ ତାଙ୍କ ଜୀବନରେ ଗୋଟେ ନୂଆ ମୋଡ ଆସିଥିଲା, ଯେତେବେଳେ ଆଥ୍ରାଜ କଲେଜର ଜଣେ ଛାତ୍ରୀ ଲତା ରଙ୍ଗାଚାଲଙ୍କୁ କଲେଜର ମ୍ୟାଗାଜିନ ପାଇଁ  ରଞ୍ଜନିକାନ୍ତଙ୍କ  ଇଣ୍ଟରଭିଉ ପାଇଁ ପଠାଯାଇଥିଲା ।ଇଣ୍ଟରଭିଉ ଚାଲିଥିବା ବେଳେ ଦୁହିଙ୍କ ଭିତରେ ପ୍ରେମ ହୋଇଥିଲା । ଆଗକୁ ଯାଇ ଫେବୃଆରି 26 ତାରିଖ 1981 ମସିହାରେ ଦୁଇଜଣ ବିବାହ କରିଥିଲେ । ପରେ ସେମାନଙ୍କର ଦୁଇଟି ଝିଅ ହୋଇଥିଲା । ତାମିଲ ଫିଲ୍ମରେ ଲଗାତର ସଫଳତା ଫଳରେ ହିନ୍ଦୀ ଫିଲ୍ମରେ ମଧ୍ୟ ଅଭିନୟ ଆରମ୍ଭ କରିଥିଲେ । ଅନ୍ଧା କାନୁନ, ଗେର କାନୁନ ଭଳି ବହୁତ ହିନ୍ଦୀ ଫିଲ୍ମ କରିଛନ୍ତି । ସେ ଜଣେ ବସ କଣ୍ଡକ୍ଟର ରୁ କ୍ୟାରିଅର ଆରମ୍ଭ କରି ବହୁତ ପ୍ରସିଦ୍ଧ ହୋଇଥିଲେ ମଧ୍ୟ ସାଧାରଣ ଜୀବନ ବିତାଇଉଥିଲେ । ତାଙ୍କର ବହୁତ ଫିଲ୍ମ ଫଲ୍ପ ହୋଇଥିଲେ ମଧ୍ୟ ସେ କେବେ ହାରି ଯାଇନାହାନ୍ତି । ନିଜର ଅଭିନୟରେ ଆଗକୁ ବଢି ଚାଲିଛନ୍ତି, ଓ ବକ୍ସ ଅଫିସ କୁ ଚନ୍ଦ୍ରମୁଖୀ, ଶିବାଜି ଦ ବସ, ରୋବଟ, ଲିଙ୍ଗା ଏହିପରି ଅନେକ ହାଇଲାଇଟ ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିଛି ।

Leave a Reply

Your email address will not be published. Required fields are marked *