କୋଭିଡ ଠାରୁ ବି ଅଧିକ ଭୟଙ୍କର ହେବ ପରବର୍ତ୍ତୀ ମହାମାରୀ, ଦେଖନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ କୋରୋନା ମହାମାରୀର କରାଳ ରୂପ ସାରା ବିଶ୍ବରେ ଭୟର ଆତଙ୍କ ସୃଷ୍ଟି କରିଛି । କୋରୋନାରେ ଆକ୍ରାନ୍ତ ହୋଇ କେତେ ଯେ ଲୋକଙ୍କର ପ୍ରା-ଣ ହା-ନି ହେଲାଣି ତାହାର ଗଣନା କରି ହେବ ନାହି । ଯଦି କୋରୋନା ଭାଇରସ ପରେ ଏନି ଏକ ଭାଇରସ ଆସେ ତେବେ ତାହା କୋରୋନା ତହରୁ ସାଂ-ଘା-ତି-କ ହେବ ବୋଲି କୁହା ଯାଉଛି । ଯାହା କୁ ଅଧିକ ପ୍ରା-ଣ ଘା-ଟି ମଧ୍ୟ ହୋଇପାଏ ।

ବ୍ରିଟେନର ଅକ୍ଷଫୋର୍ଡ-ଆଷ୍ଟ୍ରାଜେନିକା ଟୀକା ନିର୍ମାତା ସାରା ଗିଲବର୍ଟଙ୍କ ବଡ ବୟାନ ଦେଇଛନ୍ତି କୋରୋନା ମହାମାରୀକୁ ନେଇ ଆଗାମୀ ସମୟରେ ସତର୍କ ରହିବା ପାଇଁ ବୈଜ୍ଞାନିକ ଗିଲବର୍ଟ ସୂଚନା ଦେଇଛନ୍ତି । ଗିଲବର୍ଗ ଙ୍କ ମତରେ କୋରୋନା ମୁକାବିଲା କରିବାରେ ଆମ ଦେଶ ସକ୍ଷମ ଅଛି । କିନ୍ତୁ ଗରିବ ଦେଶରେ ଏବେ ଟୀକାକକରଣ ଜୋରଦାର କରିବାକୁ ହେବ ବୋଲି ଗିଲବର୍ଟ ସୂଚନା ଦେଇଛନ୍ତି ।

ସେ କୋରୋନାର ନୂଆ ରୂପ ଓମିକ୍ରନ ଯାହା କୋରୋନାର ନୂଆ ଭ୍ୟାରିଆଣ୍ଟ ଭାବେ ଏବେ ସାରା ବିଶ୍ବରେ ବ୍ୟାପିବାରେ ଲାଗିଛି ତାହା କେତେ ଘାତକ ତାହା ଏ ଯାଏଁ ଜଣା ପଡି ନାହି ବୋଲି ଗିଲବର୍ଟ ସୂଚନା ଦେଇଛନ୍ତି । ଏଥିପାଇଁ ଦୁଇରୁ ତିନି ସପ୍ତାହ ଅପେକ୍ଷା କରିବାକୁ ହେବ ବୋଲି ଗିଲବର୍ଟ କହିଛନ୍ତି । ସାରସ ସ୍କୋପ-୨ ଜନିତ ମହାମାରୀର ପରିଚାଳନା କରୁଥିବା ବିଶ୍ଵ ସ୍ୱାସ୍ଥ୍ୟ ସଂଘଠନ ଏହାର ମୁକାବିଲା ପାଇଁ ସ୍ପାଇ ପାଞ୍ଚୁର ଆବଶ୍ୟକତା ରହିଛି ବୋଲି କୁହା ଯାଉଛି ।

୬୯ ବର୍ଷୀଯା ଗିଲବର୍ଟ ଦୀର୍ଘ ୧୦ ବର୍ଷ ହେବ ଟୀକା ଉପରେ ଗବେଷଣା କରୁଛନ୍ତି । କୋରୋନା ପରେ ଯଦି କୌଣସି ଭାଇରସ ପୃଥିବୀକୁ ଆସେ ତେବେ ଏହା କୋରୋନା ଠାରୁ ସାଂ-ଘା-ତି-କ ରୂପ ନେହବ ବୋଲି ଗିଲବର୍ଟ ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ଓମିକ୍ରନ ଭାଇରସ ପୁରା ଦେଶରେ ଧୀରେ ଧୀରେ ବ୍ୟାପିବାରେ ଲାଗିଛି ।

ଅନେକ ଲୋକ ମାନେ ଏହି ମାରାତ୍ମକ ରୋଗରେ ଚିହ୍ନଟ ହୋଇ ସାରିଲେଣି । ତେବେ ଓମିକ୍ରନ ଆଗକୁ କେତେ ମାରାତ୍ମକ ହେବ ତାହାର ସଠିକ ସୂଚନା ଏ ଯାଏଁ ମିଳି ନାହି । ଏଥିପାଇଁ ସତର୍କ ରହିବାକୁ ଚେତାବନୀ ଦେଇଛି ବିଶ୍ବ ସ୍ୱାସ୍ଥ୍ୟ ସଂଘଠନ ।

ବନ୍ଧୁଗଣ ଆପଣ ମାନଙ୍କର ଓମିକ୍ରନ ଭାଇରସକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *