କଣ Periods ସମୟରେ ପୂଜା କରିପାରିବା- Worshipping Tips

ମାସିକ ଧର୍ମ ବା ପିରିଅଡ ସମୟରେ କଣ ମହିଳା ମାନେ ଅଛୁତ ହୋଇଯାନ୍ତି । କାହିଁକି ମହାମାରୀ ସମୟରେ ମହିଳା ମାନଙ୍କୁ କିଚେନ, ମନ୍ଦିର, ଏବଂ ମସ୍ଜିଦକୁ ଜୀବ ପାଇଁ ବର୍ଜିତ କରାଯାଇଛି । ସବୁ ପୌରାଣିକ କଥା ଅନୁସାରେ ମହିଳା ମାନଙ୍କୁ ସମଯରେ ସର୍ବୋଚ ସ୍ଥାନ ଦିଆଯାଇଥାଏ । ମହିଳା ମାନଙ୍କୁ ଦେବୀର ସ୍ଥାନ ଦିଆଯାଇଥାଏ । କିନ୍ତୁ ଏହି ଦେବେ ଯେବେ ମାସର ସେଇ କଠିନ ସମୟ ଦେଇ ଗତି କରିଥାଏ, ନିଜ ଘରେ ସେଇ ଦେବୀକୁ ଅଛୁତ କରି ଦିଆଯାଇଥାଏ ।

କିନ୍ତୁ କଣ ପାଇଁ ଏହି ପ୍ରଶ୍ନର ଉତ୍ତର ବୁଝିବା ପାଇଁ ଆମକୁ ପୌରଣିକ କଥାକୁ ବୁଝିବାକୁ ପଡିବ । ମହିଳାମାନଙ୍କର ମାସିକ ଧର୍ମର ନିୟମ ମା ପାର୍ବତୀଙ୍କ କହିବା ଅନୁସାରେ ଭଗବାନ ଶିବ ବନାଇ ଥିଲେ ।

ଭଗବତ ପୂରଣ ଅନୁସାରେ ସଭାରେ ଦେବା ରାଜ ଇନ୍ଦ୍ର ସଭାବରେ ବସିଥିଲେ ସେହି ସମୟରେ ଦେବ ଗୁରୁ ବୃହସ୍ପତି ଆସିଥିଲେ । ସେହି ସମୟରେ ଇନ୍ଦ୍ରଦେବ ଅହଂକାର ବସ ହୋଇ ଗୁରୁ ବୃହସ୍ପତିଙ୍କୁ ସେ ଠିଆ ହୋଇ ସନମାନ ଦେଇନଥିଲେ । ବୃହସ୍ପତି ଏହାକୁ ଅପମାନ ଭାବି ଦେବତା ମାନଙ୍କୁ ଛାଡି କୌଣସି ଅନ୍ୟତ୍ର ସ୍ଥାନକୁ ଚାଲିଗଲେ । ସେଥି ପାଇଁ ଦେବତା ମାନେ ବିଶ୍ଵରୂପକୁ ତାଙ୍କର ପୁରୋହିତ ବନେଇଲେ । କିନ୍ତୁ ବିଶ୍ଵରୂପ ଦେବତା ମାନଙ୍କୁ ଲୁଚାଇ ଅସୁର ମାନଙ୍କୁ ମଧ୍ୟ ଜଜ୍ଞ ଭାଗ ଦେଉଥିଲେ ।

ଯେଉଁଥିରେ କ୍ରୋଧିତ ହୋଇ ଭଗବାନ ଇନ୍ଦ୍ର ବିଶ୍ଵରୂପର ହତ୍ୟା କରିଥିଲେ । ଗୁରୁହତ୍ୟା ପାପରୁ ମୁକ୍ତ ହେବ ପାଇଁ ରାଜା ଇନ୍ଦ୍ର ବିଷ୍ନୁଙ୍କ କଠୋର କରିଥିଲେ ଓ ଏହିଭଳି ଇନ୍ଦ୍ରଙ୍କ ପାପକୁ ଚାରି ଭାଗରେ ବଣ୍ଟା ଯାଇଥିଲା । ଯାହା ଗଛ, ଜଳ, ଭୂମି ଓ ସ୍ତ୍ରୀ ମାନଙ୍କୁ ଦିଆଯାଇଥିଲା । କୁହାଯାଏ ସବୁ ସ୍ତ୍ରୀ ମା ହେବ ପାଇଁ ସେଇ ମାସିକ ଧର୍ମର ଭାଗ ଅଟେ । ଅର୍ଥାତ ବହୁ କାଳରୁ ସେଇ ପାପର ସଜା ଭୋଗୁଛନ୍ତି ଯାହା ସେ କେବେ କରିବି ନାହାନ୍ତି । କିନ୍ତୁ ପରିବାରରେ ଓ କୌଣସି ମନ୍ଦିର ଆଦି ଜୀବା ପାଇଁ ତାଙ୍କୁ ଅଛୁତ ମାନିକି ବର୍ଜିତ କରାଯାଇନଥିଲା ।


କିନ୍ତୁ ପ୍ରାଚୀନ କାଳର ମହିଳା ମାନେ କର୍ମକୁ ନିଜର ଧର୍ମ ମାନୁଥିଲେ ଓ ଇଶ୍ଵରଙ୍କ ଆସ୍ଥା ଉପରେ ବହୁତ ବିଶ୍ବାସ କରୁଥିଲେ । ସେ ମନ୍ଦିର ନଯାଇ ଗୋଟେ ଦିନବି ରହିପାରୁନଥିଲେ, ସେଥି ପାଇଁ ରୁଷି ମୁନି ଓ ଦେବତା ମାନଙ୍କୁ ମହାମାରୀ ସମୟରେ ହେଉଥିବା କଷ୍ଟର ଚିନ୍ତା ହେଉଥିଲା । ସେଥିପାଇଁ ତାଙ୍କୁ ଘର କାମରୁ, ପତି ସହିତ ସହବାସରୁ ଓ ମନ୍ଦିରକୁ ନଯିବା ପାଇଁ ବର୍ଜିତ କରଯାଇଥିଲା । କାରଣ ଏହାକି ତାଙ୍କୁ ଉଚିତ ବିଶ୍ରାମ ମିଳିବ ପାଇଁ ।

ହିନ୍ଦୁ ଶସ୍ତ୍ର ଓ କଥାରେ କେଉଁଠିବି ଏହି କଥାର ଲେଖା ନାହିଁ କି ସ୍ତ୍ରୀ ମାସିକ ଧର୍ମ ସମୟରେ  ଅପବିତ୍ର ହୋଇଯାଇଥାଏ । ଆଉ ଧୀରେ ଧୀରେ ଏହି ପରମ୍ପରା ଧର୍ମରେ ରହିଗଲା । ସବୁ ମହିଳା ମାନେ ଏହାକୁ ଧର୍ମ ଭାବି ମାସିକ ଧର୍ମ ସମୟରେ ବନୁଥିବା ନିୟମର ପାଳନ କରୁଛି । ମହାମାରୀ ସମୟରେ ସ୍ତ୍ରୀ ଶରୀରରେ ଅଧିକ ରକ୍ତର ସ୍ରାବ ହୋଇଥାଏ ସେଥି ପାଇଁ ସଫା ସୁତୁରା ରହିବା ପାଇଁ ଏମିତି ନିୟମ ବନାଇ ଦିଆଗଲା । ସେଇ ସମୟରେ କୌଣସି ସାନିଟାରୀ ପ୍ୟାଡ ଭଳି କୌଣସି ବସ୍ତୁର ଉତ୍ପତି ହୋଇନଥିଲା ।

Leave a Reply

Your email address will not be published. Required fields are marked *