“କାଣ୍ଟା ଲଗା” ଗୀତରେ ଜବରଦସ୍ତ Dance କରି ଫେମସ ହୋଇଥିବା ଅଭିନେତ୍ରୀ Shefali Jariwala ଆଜି ଦେଖା ଯାଉଛନ୍ତି ଏମିତି

ବଲିଉଡରେ ଅନେକ କଳାକାର ମାନେ ନିଜର ଅଭିନୟ ପାଇଁ ଫ୍ୟାମ୍ସ ହୋଇ ପାରିଛନ୍ତି । କିନ୍ତୁ ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁ ଏମାନେ ଡ୍ୟାନ୍ସ ପାଇଁ ମଧ୍ୟ ଖୁବ ଚର୍ଚ୍ଚା ରେ ରହିଥାନ୍ତି । ବିଶେଷ କରି ଅଭିନେତ୍ରୀ ମାନେ ନିଜର ସୁନ୍ଦରତା ସହ ଡ୍ଯାନ୍ସ ପାଇଁ ବେଶ ଫ୍ୟାମ୍ସ ହୋଇ ପାରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଡ୍ୟାନ୍ସର ଙ୍କ ବିଷୟରେ କହିବାକୁ ଯାଉଛି ଯିଏ ନିଜର ଡ୍ୟାନ୍ସ ଯାଦୁରେ ବେସ ଲୋକପ୍ରିୟତା ହାସଲ କରିଥିଲେ ।

ଆପଣ ମାନେ ଜାଣିଥିବେ ବଲିଉଡର ମସୁର ଓ ମାରଫ ଗୀତ “କାଣ୍ଟା ଲଗା” ଏତେ ମାତ୍ରା ରେ ପ୍ରସିଦ୍ଧି ହୋଇଥିଲା ଯେ କେହି ବି ଏହି ଗୀତ ର ଦିୱାନା ହୋଇ ଯାଇଥିଲା । ଏହି ଗୀତ ଟି ପ୍ରାୟ ୧୩ ଦଶକ ରେ ରିଲିଜ ହୋଇଥିଲା । ଏହି ଗୀତ ବହୁତ ଧମାଲ କରିଥିଲା ।

ଆଜି ବି ଲୋକ ମାନେ ଏହି ଗୀତ କୁ ମନେ ରଖିଛନ୍ତି । ଏହି ଗୀତ ରେ ପରଫୋମ କରିଥିବା ଶେଫାଲି ମଧ୍ୟ ଖୁବ ଚର୍ଚ୍ଚା ରେ ଆସିଥିଲେ । ଏହି ଗୀତ ରେ ଅଭିନେତ୍ରୀ ଶେଫାଲି ଜାରିୱାଲା ପର୍ଫୋମ କରିବା ପରେ ଅନ୍ୟ କୌଣସି ଫିଲ୍ମ ରେ ନଜର ଆସି ନାହାନ୍ତି ।

ଏହି ଗୀତ ରେ ଶେଫାଲି ଏମିତି ଜବରଦସ୍ତ ଡ୍ୟାନ୍ସ କରିଥିଲେ ଯାହାକୁ ଦର୍ଶକ ମାନେ ବହୁତ ପସନ୍ଦ କରିବା ସହ ତାଙ୍କ ଡ୍ୟାନ୍ସ ର ଦିୱାନା ହୋଇ ଯାଇଥିଲେ । ଏହି ଗୀତ ପରେ ଶେଫାଲି ଅନ୍ୟ କୌଣସି ଗୀତ ରେ ଭଲ ପରଫୋମ ଦେଇ ପାରିଲେ ନାହି ।

ସେ ଫିଲ୍ମ “ମୁଝ୍ସେ ସାଦି କରୋଗେ’ ରେ ପର୍ଫୋମ କରିଥିଲେ କିନ୍ତୁ କିଛି ଖାସ ସଫଳତା ପାଇ ପାରିଲେ ନାହି । ବର୍ତ୍ତମାନ ଅଭିନେତ୍ରୀ ଶେଫାଲି ଙ୍କ ବୟସ ହେଉଛି 34 ବର୍ଷ । ସେ ମୁମ୍ବାଇ ରେ ରହୁଥିଲେ ମଧ୍ୟ ଲାଇମ ଲାଇଟ ରୁ ଦୂରେଇ ଅଛନ୍ତି ।

ସେ ଲାଇମ ଲାଇଟ ରୁ ଦୂରେଇ ରହିଥିଲେ ମଧ୍ୟ ଅନେକ କାର୍ଯ୍ୟକ୍ରମ ରେ ନଜର ଆସୁଛନ୍ତି । ତାଙ୍କ ସୋସିଆଲ ଆକାଉଣ୍ଟ ରେ ସେ କିଛି ଫୋଟୋ ସେୟାର କରିଛନ୍ତି ଯାହା ରିସେଣ୍ଟ ଫୋଟୋ ରହିଛି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ଏହି ଫୋଟୋ ରୁ ଲାଗୁଛି ଆଜି ବି ଶେଫାଲି ନିଜକୁ ଫିଟ କରି ରଖିଛନ୍ତି ଯେମିତି ପୂର୍ବ ରୁ ଥିଲେ । ଆଗ ଅପେକ୍ଷା ସେ ଆଜି ଦେଖିବାକୁ ବହୁତ ଗ୍ଲାମରିୟସ ଓ ଲାଜବାବ ଲଗୁଛନ୍ତି ।

ତାଙ୍କୁ ଦେଖିଲେ ଲାଗୁ ନାହି କି ତାଙ୍କ ମଧ୍ୟରେ ବଯସର କୌଣସି ଫରକ ରହିଛି । କାରଣ ଆଗରୁ ସେ ଯେମିତି ଦେଖା ଯାଉଥିଲେ ଆଜିକା ଡେଟରେ ତା ଠାରୁ ଅଧିକ ସୁନ୍ଦର ଲାଗୁଛନ୍ତି । ଏମିତିକି ତାଙ୍କର ଲାଇଫ ଷ୍ଟାଇଲ ରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଛି ।

ବନ୍ଧୁଗଣ ଆପଣ ମାନକୁ ଅଭିନେତ୍ରୀ ଶେଫାଲିଙ୍କ ଡ୍ୟାନ୍ସ ପର୍ଫୋମାଂସ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *