Karishma Kapoorଙ୍କ ଫିଲ୍ମ “Shakti: The Power” ରେ କରିଷ୍ମାଙ୍କ ପୁଅର ଅଭିନୟ କରିଥିବା ଛୁଆ ଆଜି ହୋଇଯାଇଛି ବହୁତ ବଡ ଓ Handsome

ଚଳଚିତ୍ରରେ ଯେତେ ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ସହ ଚୁଆମାନେ ଅଭିନୟ କରିଥାନ୍ତି ତାଙ୍କୁ ଦର୍ଶକମାନେ ଦେଖିବା ବହୁତ ପସନ୍ଦ କରନ୍ତି ଓ ତାଙ୍କ ଅଭିନୟ ଅଧିକ ପ୍ରସିଦ୍ଧ ହୋଇଥାଏ । ତେବେ କଣ ଆପଣ ଜାଣିଛନ୍ତି ବାଲ କଳାକାର ଦର୍ଶକ ମାନଙ୍କୁ ଏତେ ପସନ୍ଦ ଆସିଥାନ୍ତି ଯେ ତାଙ୍କ ପାଇଁ ଟିଭି ସିରିଏଲ ଟିଆରପି ଆହୁରି ବଢିବାକୁ ଲାଗିଥାଏ ।

ଆଜି ଆମେ ଆପଣଙ୍କୁ ଚଳଚିତ୍ର ଦୁନିଆ ଏମିତି ବାଲ କଳାକାର ବିଷୟରେ କହିବାକୁ ଯାଉଛୁ ଯାହାଙ୍କୁ ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ ।

Image Courtesy: Google

୧. ଅମୃତା ପ୍ରକାଶ :

ଆପଣ ମାନେ ଅମୃତା ପ୍ରକାଶନକୁ ବିବାହ ଚଳଚିତ୍ରରେ ଦେଖିବାକୁ ପାଇଥିବେ ଏହି ଚଳଚିତ୍ରରେ ସେ ମୁଖ୍ୟ ଅଭିନେତ୍ରୀଙ୍କ ସାନ ଭଉଣୀ ଅଭିନୟ କରିଥିଲେ ଯିଏ ବହୁତ ଚୁଲବୁଲି ଥିଲେ ଓ ନିଜ ବଡ ଭଉଣୀକୁ ବହୁତ ହଇରାଣ ମଧ୍ୟ କରୁଥିଲେ । ଏହା ପରେ ତାଙ୍କ ଅଭିନୟ ଦେଖି ତାଙ୍କୁ କିଛି ଆଉ ଚଳଚିତ୍ରରେ କାମ ମିଳିଥିଲା ସେ ଏକ ବିବାହ ଏସା ଭିରେ ମୁଖ୍ୟ ଅଭିନେତ୍ରୀ ଭଉଣୀ ଅଭିନୟ କରିଥିଲେ । ଏହା ପରେ ଵି ଆର ଫ୍ୟାମିଲିରେ ମଧ୍ୟ ସେ ଅଭିନୟ କରିଥିଲେ ଏହା ପରେ ସେ ନିଜ ଅଭିନୟ ଜାରି ରଖିବା ପାଇଁ ସିରିଏଲ ଦୁନିଆରେ ପାଦ ରଖିଲେ ଓ ଭଲ ସଫଳତା ମଧ୍ୟ ପାଇଲେ ତାଙ୍କୁ ବହୁତ ସିରିଏଲରେ କାମ ମିଳିଥିଲା ଯେମିତିକି “କ୍ଯା ହାଦଶା କ୍ଯା ହକିକତ”, “ଶକ୍ତି ଅସ୍ତିତ୍ଵ କେ ଏହଶାସ କି” ଏହି ଭଳି ସିରିଏଲରେ ସେ କାମ କରିଛନ୍ତି ।

Image Courtesy: Google

୨. ସନା ସଈଦ:

ଆପଣ ମାନାଙ୍କୁ ଚଳଚିତ୍ର “କୁଛ କୁଛ ହୋତା ହେ” ମନେ ଅଛି ଏହି ଚଳଚିତ୍ରରେ ସନା ସଈଦ ସାରୁଖ ଖାନଙ୍କ ଝିଅ ଅଭିନୟ କରିଥିଲେ ଏହି ଫିଲ୍ମ ଶୁଟିଙ୍ଗ ସମୟରେ ସନା କେବଳ ୬ ବର୍ଷର ଥିଲେ ଓ ତାଙ୍କ ଅଭିନୟ ଦର୍ଶକ ମାନାଙ୍କୁ ବହୁତ ପସନ୍ଦ ଆସିଥିଲା । ଏହି ଚଳଚିତ୍ର ପରେ ସନା ବାଦଲ ଫିଲ୍ମରେ କାମ କରିଥିଲେ ଓ ତା ପରେ ନିଜ ପାଠ ଉପରେ ଧ୍ୟାନ ଦେଇଥିଲେ ଏହା ପରେ ବଡ ହବା ପରେ ସେ ନିଜ ଅଭିନୟ ଷ୍ଟୁଡେଣ୍ଟ ଅଫ ଦ ଇଅର ଦ୍ଵାରା କରିଥିଲେ । ଯାହା ପରେ ସେ ଖତ୍ରୋନକେ ଖିଲାଡ଼ି, ଫୁଗଲି, ନଚ ବଲିଏ ଭଳି ରିଆଲିଟି ଶୋ ମଧ୍ୟ କରିଛନ୍ତି ।

Image Courtesy: Google

୩. ଜୟ ଗିଦବାନୀ :

ଜୟ ଗିଦବାନୀ କରିଷ୍ମା କପୁରଙ୍କ ଫିଲ୍ମ ଶକ୍ତି ଦ ପାୱରରେ କରିଷ୍ମାଙ୍କ ପୁଅ ଅଭିନୟ କରିଥିଲେ । ତେବେ ଜୟ ଗିଦବାନୀ ଏବେ ବଡ ହୋଇଯାଇଛନ୍ତି ଓ ବହୁତ ହ୍ୟାଣ୍ଡସମ ହୋଇଯାଇଛନ୍ତି ଓ ବଲୀଉଡରେ ଫେରିବା ପାଇଁ ରେଡି ହଉଛନ୍ତି ।

Leave a Reply

Your email address will not be published. Required fields are marked *