ଏହି 11 ଟି କର୍ମ ନିର୍ଧାରିତ କରିଥାଏ କି କେମିତି ହେବ ଆପଣଙ୍କ ଆଗାମୀ ଜନ୍ମ ? Garuda Purana

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଯିଏ ବି ଏହି ଦୁନିଆରେ ଜ-ନ୍ମ ନେଇଛି ତାକୁ ଦିନେ ନା ଦିନେ ମ-ରି-ବା-କୁ ପଡିବ । ଜୀବିତ ଅବସ୍ଥାରେ ପ୍ରାଣୀ ଯେଉଁ କର୍ମ କରିଥାଏ ମୃ-ତ୍ୟୁ ପରେ ସେହି କର୍ମ ତାହା ସହିତ ଯାଇଥାଏ । ଗରୁଡ ପୁରାଣ ଅନୁସାରେ ଏହାର ଅର୍ଥ କର୍ମ ଅନୁସାରେ ମନୁଷ୍ୟକୁ ଆସନ୍ତା ଜ-ନ୍ମ ମିଳିଥାଏ । ଆଜି ଆମେ ଆପଣଙ୍କୁ ଏମିତି ୧୧ ଟି କର୍ମ ବିଷୟରେ କହିବାକୁ ଯାଉଛୁ ଯେଉଁ କାରଣରୁ ମନୁଷ୍ୟକୁ ଆସନ୍ତା ଜ-ନ୍ମରେ କୁକୁର ଓ ବିଲେଇ ରୂପରେ ଜ-ନ୍ମ ନେବାକୁ ପଡିଥାଏ ।

ଯେଉଁମାନେ ବନ୍ଧୁମାନଙ୍କୁ ଛଳନା କରିଥାନ୍ତି କିମ୍ବା ଧୋଖା ଦିଅନ୍ତି, ଗରୁଡ ପୁରାଣ ଅନୁସାରେ ନ-ର୍କ ଦ-ଣ୍ଡ ଭୋ-ଗି-ବା ସହ ଆସନ୍ତା ଜ-ନ୍ମରେ ସେ ଶାଗୁଣା ଜ-ନ୍ମ ପାଇଥାଏ । ଯେଉଁ ବ୍ୟକ୍ତି ଧର୍ମର ଅ-ପ-ମା-ନ କରିଥାଏ ଏହିଭଳି ବ୍ୟକ୍ତିକୁ ମୃ-ତ୍ୟୁ ପରେ ନ-ର୍କ ତ ଯିବାକୁ ପଡିଥାଏ ଓ ଏହା ସହିତ ଏମାନଙ୍କର ଆସନ୍ତା ଜ-ନ୍ମ କୁକୁର ରୂପରେ ହୋଇଥାଏ ।

ଯେଉଁ ବ୍ୟକ୍ତିମାନେ ନିଜର ସମ୍ପର୍କୀୟ ଓ ଗୁରୁଜନମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ ଗରୁଡ ପୁରାଣ ଅନୁସାରେ ମୃ-ତ୍ୟୁ ପରେ ଏମାନେ ବାରମ୍ବାର ଜ-ନ୍ମ ଗ୍ରହଣ କରିଥାନ୍ତି । କିନ୍ତୁ ଯେତେ ଚେଷ୍ଟା କରିଲେ ବି ସେମାନେ କେବେ ବି ଗର୍ଭରୁ ବାହାରକୁ ଆସନ୍ତି ନାହିଁ । ଗର୍ଭରେ ହିଁ ତାହାର ମୃ-ତ୍ୟୁ ହୋଇଯାଏ । ଯେଉଁ ବ୍ୟକ୍ତି ନିଜର ଜ୍ଞାନ ଅନ୍ୟ ସହ ବାଣ୍ଟି ନ ଥାଏ ଏହି ଜ-ନ୍ମରେ ତାର ଛବି ଖରାପ ତ ହୋଇଥାଏ ଏହା ସହିତ ଆସନ୍ତା ଜ-ନ୍ମରେ ତାକୁ ବଳଦ ଯୋ-ନିରେ ଜ-ନ୍ମ ନେବାକୁ ପଡିଥାଏ ।

କିଛି ଲୋକମାନେ ନିଜର ଲାଭ ପାଇଁ ଭଲ ଲୋକମାନଙ୍କୁ ଠ-କି ଥାନ୍ତି କିମ୍ବା ତାଙ୍କୁ ମୂର୍ଖ କରିଥାନ୍ତି, ମୃ-ତ୍ୟୁ ପରେ ଏମାନେ ଆସନ୍ତା ଜ-ନ୍ମରେ ପେଚା ରୂପରେ ଜ-ନ୍ମ ଗ୍ରହଣ କରିଥାନ୍ତି । ଯେଉଁ ବୋହୁ ନିଜର ଶାଶୁ ଓ ଶଶୁରକୁ ଅ-ପ-ମା-ନ କରିଥାଏ ମୃ-ତ୍ୟୁ ପରେ ଆସନ୍ତା ଜ-ନ୍ମରେ ସେ ର-କ୍ତ ପାନ କରୁଥିବା ଜୀବ ରୂପରେ ଜ-ନ୍ମ ନେଇଥାଏ । ଯେଉଁ ଲୋକମାନେ ଖାଦ୍ୟ ଜିନିଷ ଚୋ-ରୀ କରିଥାନ୍ତି ଏହିଭଳି ଲୋକମାନେ ଆସନ୍ତା ଜ-ନ୍ମରେ ମୂଷା କିମ୍ବା ଚୁଚୁନ୍ଦ୍ରା ରୂପରେ ଜ-ନ୍ମ ନେଇଥାନ୍ତି ।

ଯେଉଁ ଲୋକମାନେ ଅପଶବ୍ଦ ଓ ଅନ୍ୟ ବ୍ୟକ୍ତିକୁ ଗା-ଳି ଗୁ-ଲ-ଜ କରନ୍ତି ଏହିଭଳି ଲୋକମାନେ ଆସନ୍ତା ଜ-ନ୍ମରେ ଛେଳି ରୂପରେ ଜ-ନ୍ମ ପାଇଥାନ୍ତି ଓ କ-ସା-ଇ ହାତରେ ମ-ରି-ଥା-ନ୍ତି । ଯେଉଁ ଲୋକମାନେ ଅନ୍ୟ ସ୍ତ୍ରୀକୁ କା-ମ ବା-ସ-ନା-ରେ ଦେଖନ୍ତି ଏହିଭଳି ଲୋକମାନେ ଗ-ଧ ହୋଇ ଜ-ନ୍ମ ନିଅନ୍ତି । ଯେଉଁ ସ୍ତ୍ରୀ ପର ପୁରୁଷ ସହ ସ-ମ୍ପ-ର୍କ ରଖିଥାଏ ସେମାନେ ଆସନ୍ତା ଜ-ନ୍ମରେ ଝିଟିପିଟି, ଏଣ୍ଡୁଓ ରୂପରେ ଜ-ନ୍ମ ପାଇଥାନ୍ତି ।

Leave a Reply

Your email address will not be published. Required fields are marked *