କୁହାଯାଏ କି ଭାଗ୍ୟ ଏକ ଏମିତି ଜିନିଷ ହୋଇଥାଏ ,ଯାହା କେବେବି ବଦଳି ଯାଏ ,ଏହା କେହି କହିପାରିବେ ନାହିଁ । ଯେମିତି କି ଯଦି ବ୍ୟକ୍ତିର ଭାଗ୍ୟ ତା ସହିତ ନଥାଏ ତାହେଲେ କୋରୋଡପତି ମଣିଷ ବି ଭିକାରି ହୋଇଯାଏ । ଯଦି ଆମେ ଜ୍ୟୋତିଷମାନଙ୍କର କଥା ମାନିବା ତାହେଲେ କେତେ ଥର ବାସ୍ତୁ ଦୋଷ କାରଣରୁ ବ୍ୟକ୍ତିର ଭାଗ୍ୟ ଖରାପ ହେଇପାରେ । ଏଥିପାଇଁ ଯଦି ଆପଣ ଚାହୁଁ ନାହାଁନ୍ତି କି ଆପଣଙ୍କ ଘରେ କୌଣସି ପ୍ରକାରର ବାସ୍ତୁ ଦୋଷ ହେଉ ତାହେଲେ ଆଜି ହିଁ ଏହି ଜିନିଷକୁ ଘରୁ ବାହାର କରିଦିଅନ୍ତୁ ।
ଆପଣଙ୍କର ବିଗିଡି ଥିବା ଭାଗ୍ୟକୁ ସଜାଡି ଦିଅନ୍ତୁ । ଚାଲନ୍ତୁ ଏବେ ଆପଣଙ୍କୁ କହିବୁ କି ଆପଣ ଆପଣଙ୍କର ବିଗିଡି ଯାଇଥିବା ଭାଗ୍ୟକୁ କିପରି ସଜାଡିବେ ।
୧ -ଫଟା ବାସନ
କେତେ ଥର ଏମିତି ହୋଇଥାଏ କି ଆମେ ଭାଙ୍ଗିଯାଇଥିବା ବାସନକୁ ଘରର ଏକ କୋଣରେ ସମ୍ଭାଳି କରି ରଖିଥାଉ ଏବଂ ଭୁଲି ଯାଇଥାଉ । ଆପଣଙ୍କୁ ଜଣାଇଦଉଛୁ କି ଏହି ଭାଙ୍ଗି ଯାଇଥିବା ବାସନ ଆମ ଘର ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଏଥିପାଇଁ ମହାଲକ୍ଷ୍ମୀ ଆମ ଘର ଉପରେ ନାରାଜ ହୋଇଯାନ୍ତି । ଏହା ପାଇଁ ଆମ ଘରକୁ ଗରିବର ଆଗମନ ବି ହୋଇଥାଏ । ଏହି ଭଙ୍ଗା ବାସନ ପାଇଁ ହିଁ ଘରେ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ । ଏଥିପାଇଁ ଯଦି ଆପଣଙ୍କ ଘରେ ଏମିତି କିଛି ଭଙ୍ଗା ବାସନ ଅଛି ତାହେଲେ ତାକୁ ଜଲ୍ଦି ଫୋପାଡି ଦିଅନ୍ତୁ ।
୨ -ଭାଙ୍ଗି ଯାଇଥିବା କାଚ
ଯଦି ଆପଣଙ୍କ ଘରେ କୌଣସି ଜାଗାରେ ଭାଙ୍ଗି ଯାଇଥିବା କାଚ ଅଛି ତାହେଳୀ ତାହାକୁ ଜଲ୍ଦି ବାହାରେ ଫୋପାଡି ଦିଅନ୍ତୁ । କାରଣ ଏହା ଦ୍ଵାରା ଘରେ ନକରାତ୍ମକ ଶକ୍ତି ବାସ କରିଥାନ୍ତି । ଏହାଛଡା ଯଦି ଆପଣଙ୍କ ଘରର ଆଇନାର କାଚ ଭାଙ୍ଗି ଯାଇଛି ଲାହେଲେ ତାକୁ ଜଲ୍ଦି ଠିକ କରନ୍ତୁ । କୁହାଯାଇଥାଏ କି ଭଙ୍ଗା କାଚ ଅଶୁଭର ସଂକେତ ହୋଇଥାଏ । ଏଥିପାଇଁ ପରିବାରର ସଦସ୍ଯଙ୍କୁ ମାନସିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।
୩ -ବନ୍ଦ ହୋଇଯାଇଥିବା ଘଣ୍ଟା
ବାସ୍ତୁ ଆନୁସାରେ ଆମ ଘରର ଘଣ୍ଟାର ସ୍ଥିତି ଉପରେ ଆମ ପରିବାରର ଉର୍ନତି ନିର୍ଭର କରିଥାଏ । ଯଦି ଘରେ ବନ୍ଦ ଘଣ୍ଟା ଥାଏ ତାହେଲେ ଘରର ଉର୍ନତି କେବେବି ହୋଇନଥାଏ ,କାରଣ ଏଥିରେ ଆପଣଙ୍କର ଘର ପରିବାର କୌଣସି ବି କାମ ଠିକରେ ହୋଇନଥାଏ ।
୪ -ଭାଙ୍ଗି ଯାଇଥିବା ଫଟୋ
ଯଦି ଘରେ ଭାଙ୍ଗି ଯାଇଥିବା ଫଟୋ ଅଛି ତାହେଲେ ଏହାକୁ ବି ଜଲ୍ଦି ହଟାଇ ଦିଅନ୍ତୁ ,କାରଣ ଏଥିରେ ବି ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ ।
୫ -ଭାଙ୍ଗି ଯାଇଥିବା କବାଟ
ଯଦି ଘରର କୌଣସି କବାଟ ଭାଙ୍ଗିଯାଇଥାଏ ତାହେଲେ ଏହାକୁ ଜଲ୍ଦି ଠିକ କରିଦିଅନ୍ତୁ । କାରଣ ଭାଙ୍ଗି ଯାଇଥିବା କବାଟ କାରଣରୁ ଆପଣଙ୍କ ଘରେ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ ।
୫ -ଫର୍ନୀଚର
ଆପଣଙ୍କ ଘରର ଫର୍ନୀଚର ଏକଦମ ଠିକ ରହିବା ଦରକାର ,କାରଣ ବାସ୍ତୁ ଅନୁସାରେ ଭଙ୍ଗା ଫର୍ନୀଚର ର ଖରାପ ପ୍ରଭାବ ବ୍ୟକ୍ତିର ଜୀବନ ଉପରେ ପଡିଥାଏ । ଯାହା ପାଇଁ ଆପଣଙ୍କ ଜୀବନରେ ଆର୍ଥିକ ପରିସାନି ଆସିଥାଏ ।
୬ -ଭଙ୍ଗା ମୂର୍ତି
ଭାଙ୍ଗିଯାଇଥିବା ମୂର୍ତି ବା ଭଙ୍ଗା ସୋପିସ ଘରେ କେବେବି ରଖିବା ଉଚିତ ନୁହେଁ । ଯଦି ଭଗବାନ ଙ୍କର କୌଣସି ମୂର୍ତି ଭାଙ୍ଗି ଯାଇଛି ତାହେଲେ ତାହାକୁ ପାଣିରେ ବିସର୍ଜନ କରିଦିଅନ୍ତୁ ,ହେଲେ କେବେବି ଘରେ ରଖନ୍ତୁ ନାହିଁ ।
ଆମେ ଭାବୁଛୁ କି ଆପଣ ଏହି କଥାର ଧ୍ୟାନ ରଖିବେ ଏବଂ ଆପଣଙ୍କ ଘରୁ ଏହି ଜିନିଷକୁ କାଢି ଦେବେ ।