କେବଳ 1 ଚାମଚ ପିଅନ୍ତୁ, ଛାତି ଏବଂ ଗଳାରେ ଜମିଥିବା କଫ ସଫା ହୋଇ ପିଲାଠୁ ବୁଢା ସମସ୍ତଙ୍କ କାଶ ଗୋଟେ ଦିନରେ ଭଲ ହେବ

ବନ୍ଧୁଗଣ ଗୋଟେ ଦିନରେ ମାତ୍ର 3 ଥର ଏହାର ସେବନ କରନ୍ତୁ ଦେଖିବେ ଭୟାନକ ରୁ ଭୟାନକ ଥଣ୍ଡା, କାଶ, କଫ ଭଳି ସମସ୍ଯା ସଂପୂର୍ଣ୍ଣ ଠିକ ହୋଇଯିବ । ଏହି ରେମେଡି କୁ ବନାଇବା ପାଇଁ ଯେଉଁ ସାମଗ୍ରୀ ର ଆବଶ୍ୟକ ପଡିବ ତାହା ଆପଣଙ୍କୁ ରୋଷେଇ ଘର ଅତି ସହଜରେ ମିଳିଯିବ । ପିଲା ଠାରୁ ବୁଢା ଯାଏଁ ସମସ୍ତେ ଏହାର ସେବନ କରି ପାରିବେ ।

ବାସ ଏହା କେଉଁ ସମୟରେ ଓ କେତେ ପରିମାଣରେ ନେବାକୁ ହେବ ତାହା ଜାଣି ରଖନ୍ତୁ । ଏହି ରେମେଡି ତିଆରି କରିବା ପାଇଁ 8 ରୁ 10ଟି ଗୋଲମରୀଚ ନିଅନ୍ତୁ । ଗୋଟେ ଗୋଲମରିଚକୁ ବାଟି ଫାଇନ ପାଉଡର ପ୍ରସ୍ତୁତ କରନ୍ତୁ । ଏହା ପରେ 4ଟି ଫୁଲ ଥିବା ଲବଙ୍ଗ ନିଅନ୍ତୁ । ଏହି 2ଟି ସାମଗ୍ରୀ ଥଣ୍ଡା, କାଶ, କଫ ଭଳି ସମସ୍ଯା ପାଇଁ ଲାଭଦାୟକ ଅଟେ ।

ତୃତୀୟ ସାମଗ୍ରୀ ହେଉଛି ଡାଲଚିନି । ଏହି ସବୁ ମଶା ଆମ ଶରୀର ପାଇଁ ଗରମ ହୋଇଥାଏ । ଏହାକୁ ଦର ଛେଚା ନ କରି ଫାଇନ ପାଉଡର ପ୍ରସ୍ତୁତ କରନ୍ତୁ । ଏବେ ଆପଣଙ୍କୁ ଏକ ଇଞ୍ଚ ଲମ୍ବର ଅଦା ନିଅନ୍ତୁ ଓ ଏହାର ରସ ବାହାର କରନ୍ତୁ । ଅଦା ରସ ଥଣ୍ଡା, କାଶ, କଫ ଭଳି ସମସ୍ଯା ପାଇଁ ରାମବାଣ ଅଟେ । ଅଦା ରସ ପ୍ରତେକ ଦିନ ସେବନ କରିଲେ ଏହି ସବୁ ସମସ୍ଯା ଦୂର ହୋଇଥାଏ ।

ଅଦା କୁ ଆପଣ ଚାହା ପକାଇ ସେବନ କରି ପାରିବେ । ଏବେ ଅଦା ରସ ରେ ପୂର୍ବରୁ ବଟାଥିବା ମସାଲା ଗୁଣ୍ଡ କୁ ପକାଇ ଦିଅନ୍ତୁ । ଏବେ ଏଥିରେ ଚିମୁଟାଏ ହଳଦୀ ଗୁଣ୍ଡ ପକାଇ ଦିଅନ୍ତୁ । ଏବେ ଏଥିରେ 4 ଚାମଚ ମହୁ ସେବନ କରନ୍ତୁ । ଏବେ ଏହା ପରେ ଏହି ସବୁ ସାମଗ୍ରୀ କୁ ଭଲ ଭାବେ ମିଶ୍ରଣ କରନ୍ତୁ । ପିଲା ମାନେ ଏହାକୁ ଖାଇବା କାରଣରୁ 4 ଚାମଚ ମହୁ ର ଆଡ କରିବାକୁ ହେବ ।

ଏହାକୁ ଅଧିକ ଇଫେକ୍ଟିଭ କରିବା ପାଇଁ ଏହି ମିଶ୍ରଣ ରେ ଜାଇଫଳର ବ୍ୟବହାର କରନ୍ତୁ । ଯାଇଆ ଫଳର ଛେଲୀ ଏହାର ଚିମୁଟାଏ ଏଥିରେ ମିଶ୍ରଣ କରନ୍ତୁ । ଏହା ଆମ ଶରୀର ପାଇଁ ଲାଭଦାୟକ ଅଟେ । ଏହାକୁ ଆପଣ ବନାଇ ରଖିବେ ନାହି । ଏହାକୁ ତୁରନ୍ତ ସେବନ କରିବାକୁ ହେବ । 17 ରୁ 18 ବର୍ଷର ଲୋକ ମାନେ ଏହାକୁ ଏକ ଚାମଚ ଦିନକୁ 2 ରୁ 3 ଥର ସେବନ କରନ୍ତୁ ।

ଦିନକୁ 3 ଥର 4 ବର୍ଷର ପିଲା ମାନଙ୍କୁ ଖାଇବାକୁ ଦିଅନ୍ତୁ । 4 ବର୍ଷର କମ ଛୋଟ ପିଲା ମାନଙ୍କୁ ଏକ ଚାମଚ ରୁ କମ ଖାଇବାକୁ ଦିଅନ୍ତୁ । ଧ୍ୟାନ ରଖିବେ 1 ବର୍ଷର ପିଲାଙ୍କୁ ଏହାକୁ ଖାଇବାକୁ ଦେବେ ନାହିଁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *