କେଉଁ ମାସରେ ଜନ୍ମ ହୋଇଥିବା ପିଲା ଭାଗ୍ୟଶାଳୀ ହୋଇଥାନ୍ତି?

ଦର୍ଶକ ବନ୍ଧୁ ଜନ୍ମ ସମୟ ବ୍ଯକ୍ତିର ଜୀବନକୁ ବହୁତ ମାତ୍ରାରେ ପ୍ରଭାବିତ କରିଥାଏ । କିନ୍ତୁ ଆପଣଙ୍କୁ ଜଣା ଅଛି କି ଭାଗ୍ୟ କର୍ମ ଉପରେ ନିର୍ଭର କରିଥାଏ । ଇନ୍ତୁ କିଛି ଆମର ପୂର୍ବ ଜନ୍ମର କର୍ମ ଉପରେ ନିର୍ଭର କରିଥାଏ । ଯେମିତି ଆପଣ ମାନେ ଦେଖିଥିବେ କୌଣସି ପିଲା ଧନୀ ବା ଗରିବ ଘରେ ଜନ୍ମଗ୍ରହଣ କରିଥାଏ । ଏମିତି କାହିଁକି ହୋଇଥାଏ ଆପଣ କେବେ ଭାବିଛନ୍ତି କି ?

ଏହା ଆମର ପୂର୍ବ ଜନ୍ମର କର୍ମ ଫଳ ଅନୁଯାୟୀ ହୋଇଥାଏ । ଯେଉଁ ମାନେ ଭଲ କର୍ମ କରିଥାନ୍ତି ସେମାନେ ଧନୀ ଘରେ ଓ ପାପ କର୍ମ କରିଥାନ୍ତି ସେମାନେ ଗରିବ ଘରେ ଜନ୍ମ ନେଇଥାନ୍ତି । ଆଜି ଆମେ ଆପଣଙ୍କୁ କହିବୁ କେଉଁ ମାସରେ ଜନ୍ମିତ ପିଲା ଭାଗ୍ୟଶାଳୀ ହୋଇଥାନ୍ତି ।

1- ଯେଉଁ ପିଲା ମାନଙ୍କର ଜନ୍ମ ଜାନୁଆରୀ ଓ ଫେବ୍ରୁଆରି ମାସରେ ହୋଇଥାଏ ସେ ବହୁତ ପରିଶ୍ରମୀ ହୋଇଥାନ୍ତି । ଏମାନେ ଜନ୍ମରୁ ନିଜର ଭାଗ୍ୟ ବନାଇଥାନ୍ତି । ଏମାନେ କାହା ଉପରେ ଭରସା କରନ୍ତି ନାହିଁ । ନିଜ ଜୀବନରେ କଠିନ ପରିଶ୍ରମ ଦ୍ଵାରା ସଫଳତା ପାଇଥାନ୍ତି ।

2- ମାର୍ଚ୍ଚ ଓ ଏପ୍ରିଲ ମାସରେ ଜନ୍ମିତ ପିଲା ମାନେ ସେମାନେ ବହୁତ କ୍ରୋଧିତ ହୋଇଥାନ୍ତି । ଏମାନେ ଏମାନଙ୍କର ଭାଗ୍ୟ ତିଆରି କରିବା ପାଇଁ ଏମାନେ କାହାର କ୍ଷତି କରିଥାନ୍ତି । ଏମାନେ କାହାର ହୋଇ ନ ଥାନ୍ତି । ଖାଲି ନିଜର ଫାଇଦା ବିଷୟରେ ଭାବିଥାନ୍ତି । ଏମାନେ ବହୁତ ଶକ୍ତିଶାଳୀ ହୋଇଥାନ୍ତି ।

3- ମେ ଓ ଜୁନ ମାସରେ ଜନ୍ମିତ ପିଲା ମାନେ ବହୁତ ସାଧା ସିଧା ହୋଇଥାନ୍ତି । ଏମାନେ କାହାର ସାହାର୍ଯ୍ୟ କରିବାକୁ ଆଗେଇ ଆସିଥାନ୍ତି । ଯେଉଁ କାରଣରୁ ଏମାନଙ୍କୁ ଧୋକା ମିଳିଥାଏ । ସମୟ କ୍ରମେ ଏମାନେ ଦୁନିଆର କଲ୍ୟାଣ ପାଇଁ କାର୍ଯ୍ୟ କରିଥାନ୍ତି । ଧୋକା ଅଧିକ ହେବା କାରଣରୁ ଅଧର୍ମର ରାସ୍ତା ବାଛିଥାନ୍ତି ।

4- ଜୁଲାଇ ଓ ଅଗଷ୍ଟ ମାସରେ ଯେଉଁ ପିଲା ଜନ୍ମ ହୋଇଥାନ୍ତି ସେମାନେ ବହୁତ ସଂବେଦନଶୀଳ ହୋଇଥାନ୍ତି । ଏମାନଙ୍କର ବ୍ୟକ୍ତିତ୍ବ ସରଳ ହେବା ସହ ସୁଖଦ ଜୀବନ ବଞ୍ଚିଥାନ୍ତି । ଅନ୍ୟ ମାନଙ୍କର ସେବା କରିଥାନ୍ତି । ଅନ୍ୟ ମାନଙ୍କର କଲ୍ୟାଣ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି ।

5- ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଯେଉଁ ପିଲା ମାନେ ଜନ୍ମ ହୋଇଥାନ୍ତି ସେମାନେ ଭଲ ସ୍ଵଭାବର ହୋଇଥାନ୍ତି । ଏମାନେ ଈଶ୍ବରଙ୍କ ଉପରେ ଭରସା ରଖିଥାନ୍ତି । ଫଳର ଚିନ୍ତା ଈଶ୍ବରଙ୍କ ଉପରେ ଛାଡି ଥାନ୍ତି । ଏମାନେ ନିଜ ପରିବାର ପାଇଁ ଗର୍ବର କାରଣ ହୋଇଥାନ୍ତି ।

6- ଯେଉଁ ପିଲା ମାନେ ନଭେମ୍ବର ଓ ଡିସେମ୍ବର ମାସରେ ଜନ୍ମ ହୋଇଥାନ୍ତି ସେମାନେ ବହୁତ ସ୍ଥିର ଓ ଧର୍ଯ୍ୟ ସ୍ଵଭାବର ହୋଇଥାନ୍ତି । ଏମାନଙ୍କ ଜୀବନରେ ଅନେକ ସମସ୍ଯା ଆସିଥାଏ । କିନ୍ତୁ ଏମାନେ ନିଜର ଧୀର ସ୍ଵଭାବ କାରଣରୁ ସବୁ ସମସ୍ୟାରୁ ବାହାରି ଯାଇଥାନ୍ତି । ଏହି ମାସରେ ଜନ୍ମ ହୋଇଥିବା ପିଲା ଲୋକ ମାନଙ୍କୁ ଭଲ ଭାବେ ବୁଝିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *