କେଉଁ ପ୍ରକାର ସ୍ତ୍ରୀ ମାନେ ଦୈବୀ କୃପା ପ୍ରାପ୍ତ କରିଥାନ୍ତି- Ajira Anuchinta

ଆପଣ ମାନେ ଜାଣିଥିବେ ଏମିତି କିଛି ନୀତିଶିକ୍ଷା ରହିଛି ଯାହା ଆମର ନୀତିଦିନର ଜୀବନରେ ଆବଶ୍ୟକ ହୋଇଥାଏ । କିଛି ବ୍ୟକ୍ତି ଏମିତି ରହିଥାନ୍ତି ଯେଉଁ ମାନଙ୍କ ଉପରେ ଭଗବାନଙ୍କ କୃପା ଦ୍ରୁଷ୍ଟି ସର୍ବଦା ରହିଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ନୀତିବାଣୀ ବିଷୟରେ କହିବାକୁ ଯାଉଛୁ ଯାହା ଘର ମହିଳା ମାନେ କରିଲେ ମା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ନୀତି ବାଣୀ ଗୁଡିକ କଣ ରହିଛି ।

୧- ଯେଉଁ ବ୍ୟକ୍ତି ନିକଟରେ ମାୟା, ମୋହ, ରାଗ, ଈର୍ଷା, ଅହଂକାର ଭାବ ରହିଥାଏ ସେମାନଙ୍କ ଉପରେ ଭଗବାନଙ୍କ କୃପା ରହେ ନାହି । ଯେଉଁ ବ୍ୟକ୍ତି ପାଖରେ ଏ ସବୁ ଗୁଣ ରହିନଥାଏ ସେହି ବ୍ୟକ୍ତି ପାଖରେ ଇଶ୍ଵରଙ୍କ କୃପା ରହିଥାଏ ।

୨- ଯେଉଁ ବ୍ୟକ୍ତି କୌଣସି ଖରାପ କାମ କରିନଥାନ୍ତି ଓ ସବୁବେଳେ ଅଳ୍ପରେ ସନ୍ତୁଷ୍ଟ ହୋଇଥାନ୍ତି ସେମାନଙ୍କ ଠାରେ ଇଶ୍ଵରଙ୍କ କୃପା ରହିଥାଏ । ଯେଉଁ ବ୍ୟକ୍ତି ସ୍ଵପ୍ନରେ ମନ୍ଦିର ବା ମନ୍ଦିରର ପରିସର ଦେଖିଥାନ୍ତି ସେମାନେ ଭାଗ୍ୟଶାଳି ହୋଇଥାନ୍ତି ।

୩-ଯେଉଁ ବ୍ୟକ୍ତି ଦୈନନ୍ଦିନ ଜୀବନରେ ଭଗବାନ ନାମ ସ୍ମରଣ କରିବା ସହ ଭକ୍ତି ଓ ଆରାଧନା କରିଥାଏ ସେମାନଙ୍କ ଠାରେ ଅଲୌକିକ ଶକ୍ତି ସୁରକ୍ଷା ଦେଇଥାଏ । ଯେଉଁ ବ୍ୟକ୍ତି ଉପରେ ଭଗବାନଙ୍କ କୃପା ରହିଥାଏ ସେମାନେ ସମାଜ ସେବାରେ ନିଜକୁ ନିୟୋଜିତ କରିଥାନ୍ତି ।

୪- ଯେଉଁ ବ୍ୟକ୍ତି ନିକଟରେ ଭଗବାନଙ୍କ କୃପା ଦ୍ରୁଷ୍ଟି ରହିଥାଏ ସେମାନେ ଦୁଖୀ ଗରିବ ଲୋକଙ୍କୁ ସାହାଜ୍ଯ କରିଥାନ୍ତି ଯାହା ଦ୍ଵାରା ସମାଜରେ ଉଦାହରଣ ସୃଷ୍ଟି କରିଥାନ୍ତି । ଯେଉଁ ବ୍ୟକ୍ତି ନିଜ ଆଖପାଖରେ ବାସ୍ନା ଫୁଲ, ଧୂପ କିମ୍ବା କର୍ପୁର ବାସ୍ନାର ଅନୁଭବ କରିଥାନ୍ତି ସେମାନଙ୍କ ଠାରେ ଦେବୀ ଶକ୍ତିର ବାସ ରହିଥାଏ ।

୫- ଯେଉଁ ବ୍ୟକ୍ତି ବ୍ରଂହ ମୂହୁର୍ତ୍ତରେ ସକାଳେ ଉଠି ଭଗବାନଙ୍କ ନାମ ସ୍ମରଣ କରିଥାନ୍ତି ସେମାନେ ଇଶ୍ଵରଙ୍କର ପ୍ରିୟା ହୋଇଥାନ୍ତି । ଯେଉଁ ବ୍ୟକ୍ତି ସକାଳେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିଥାନ୍ତି ସେମାନଙ୍କ ଜୀବନରେ ଅନେକ ଉନ୍ନତି ଆସିଥାଏ ।

୬- ଯେଉନ୍ନ ବ୍ୟକ୍ତି ଇଶ୍ଵରଙ୍କ ଭଜନ କୀର୍ତ୍ତନ ସମୟରେ ନିଜକୁ ମୁଗ୍ଧ ରଖିଥାନ୍ତି ସେମାନେ ଇଶ୍ଵରଙ୍କ କୃପା ଲାଭ କରିଥାନ୍ତି । ବ୍ୟକ୍ତି ମନରେ କୌଣସି କାମନା ନ ରଖି ଇଶ୍ଵରଙ୍କ ପାଦ ତଳେ ନିଜକୁ ସମର୍ପଣ କରିଲେ ସୁଖ ଲାଭ କରିଥାଏ ।

୭- ପୂଜା କରିବା ସମୟରେ ଯଦି ଦୀପର ଶିକ୍ଷା ଉପରକୁ ପ୍ରଜ୍ଵଳିତ ହୁଏ ତେବେ ଆପଣଙ୍କ ଉପରେ ଦେବିଶକ୍ତିର ଆଭାସ ହୋଇଥାଏ । ଏହା ବ୍ଯତୀତ ପୂଜା କରିବା ସମୟରେ ଧୂପକାଠିର ଧୂଆଁ ଠାକୁରଙ୍କୁ ଆଡକୁ ଗତି କରିଲେ ଏହା ସୁବ ହୋଇଥାଏ ।

୮- ବ୍ୟକ୍ତିର ଖରାପ ସମୟରେ କୌଣସି ସହାୟତା ମିଳିଲେ ତାହା ଇଶ୍ଵରଙ୍କ କୃପା ବୋଲି ମାନାଯାଏ । ମନ୍ଦିରରେ ପୂଜା କରିବା ସମୟରେ ଯଦି କୌଣସି ମହିଳାଙ୍କର ଆଖିରୁ ଲୁହ ବାହାରି ଯାଏ ତେବେ ଏହା ମନ୍ଦିର ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *