ଖଟରେ ବୋହୂ ହେଉଥିଲା ଗୁଲୁଗୁଲୁ… ସ୍ୱାମୀ ଓ ଶଶୂର ଦେଖିଦେଲେ ପ୍ରେମିକକୁ! ଆଉ ତା ପରେ…. ଦେଖନ୍ତୁ Video

ବୋହୂ ଲୁଚି ଲୁଚି କରୁଥିଲା ପ୍ରେମ । ଆଉ ସେହି ସବୁ ଦୃଶ୍ୟ କୁ ସ୍ଵାମୀ ଆଉ ଶ୍ଵଶୁର ଦେଖି ନେଇଥିଲେ । ଯୁବକ ସହ ଅ-ନୈ-ତି-କ ସ-ମ୍ପ-ର୍କ ପଡିଲା ମହଙ୍ଗା । ହଁ ଦର୍ଶକ ବନ୍ଧୁ ଏହା ଦେଖିବା ପରେ ଅତିରିକ୍ତ ରାଗି ଯାଇ ଉଭୟ ସ୍ଵାମୀ ଓ ଶ୍ଵଶୁର ଘଟାଇ ଛନ୍ତି ଏକ ନାରକୀୟ କା-ଣ୍ଡ । ପ୍ରେମିକ କୁ ପି-ଟି ପି-ଟି ମା-ରି ଦେଲେ ସ୍ଵାମୀ ଆଉ ଶ୍ଵଶୁର ।

ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମେରାଦା ବ୍ଲକ ତଥା ବେନତଟି ଥାନା ଅଧୀନସ୍ଥ ଭାଲିଆଢିଆ ପଞ୍ଚାୟତର କେନ୍ଦୁଝରିଆ ଗାଁ ରେ । ସୂଚନା ଅନୁଯାୟୀ ସୋମବାର ଦିନ ଉକ୍ତ ଗାଁ ରେ ଯାହାରିଆ ପୂଜା ଓ ନାଚ ଗୀତ ଚାଲିଥିଲା । ଏହି ସମୟରେ ସୁରେଢି ପଞ୍ଚୟାତର ଗଣ୍ଡିଗୋଧା ଗାଁ ର ଜର୍ସାୟୁ ତାଙ୍କ ପରିବାର ସହ ନାଚ ଗୀତ ଦେଖିବାକୁ ଆସିଥିଲେ ।

ସେହି ସମୟରେ ହଠାତ ସେଠାରୁ କୁଆଡେ ଚାଲି ଯାଇଥିଲେ । ତେବ ଉକ୍ତ ମହିଳା ଙ୍କ ସ୍ଵାମୀ ଓ ଶ୍ଵଶୁର ସନ୍ଧେ କରି ନିକଟରେ ଥିବା ଏକ ନିଛାଟିଆ ଘରକୁ ଯାଇଥିଲେ । ଆଉ ସେପଟେ ଯାଇ ଦେଖିଲା ବେଳକୁ ସ୍ତ୍ରୀ ନିଜ ପ୍ରେମିକ ସହ ଅ-ନୈ- ତି-କ କା -ର୍ଯ୍ୟ ରେ ଲିପ୍ତ ଥିଲା । ଆଉ ଏହା ଦେଖିବା ପରେ ସ୍ଵାମୀ ଓ ଶ୍ଵଶୁର ଉଭୟ ରାଗି ଯାଇଥିଲେ ।

ବାସ ସେତିକି ରେ ରାଗ ତମ ତମ ହୋଇ ସମ୍ପୃକ୍ତ ଯୁବକ ଙ୍କୁ ମା -ରି ଦେଇଥିଲେ । ପରେ ସ୍ଥାନୀୟ ଅଞ୍ଚଳ ବାସୀ ବାପ ପୁଅ ଙ୍କୁ ଗଛ ରେ ବାନ୍ଧି ଅଟକ ରଖିଥିଲେ । ସକାଳେ ଖବର ପାଇ ବେତନଟି SDPO ଓ ସୁଦର୍ଶନ ଦାସ ଙ୍କ ସହିତ ବେତନଟି IIC ସସ୍ମିତା ମହାନ୍ତ, ବାରିପଦା ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଜର୍ସାୟୁ ଓ ମଧୁ ଙ୍କୁ ଅଟକ ରଖିକି ପଚରା ଉଚରା କରିଥିଲା ।

ଆଉ ଏବେ ବି ତଦନ୍ତ ଜାରି ରହିଛି । ତେବେ ଏହି ଘଟଣା କୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଖୁବ ଚର୍ଚ୍ଚା ଜୋର ଧରିଛି । ଆଉ ଏହି ଖବର ବିଷୟରେ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ଜଣେ ସ୍ତ୍ରୀ କିପରି ବିବାହିତା ହୋଇ ଅନ୍ୟ ପୁରୁଷ ସହ ସମ୍ପର୍କ ରଖି ପାରିଲା ତାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଆରମ୍ଭ ହୋଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *