କ୍ଷୀର ପରି ଗୋରା ଏହି ହେରୋଇନଙ୍କ ମୁହଁ, ବିନା ମେକଅପରେ ବି ଦେଖା ଯାଆନ୍ତି ଅପ୍ସରୀ

ଆଜିକାଲି ଯୁଗରେ ଝିଅମାନେ ସୁନ୍ଦର ଦେଖାଯିବା ପାଇଁ ବହୁତ ମେକଅପ ନେଇଥାନ୍ତି । କିନ୍ତୁ ଆଜି ଆମେ ଯେଉଁ ହିରୋଇନ ମାନଙ୍କ କଥା କହିବାକୁ ଯାଉଛୁ ସେମାନେ ସୁନ୍ଦର ଦେଖାଯିବା ପାଇଁ ସର୍ଜରୀ ବା କୌଣସି ମେକଅପ ନିଅନ୍ତି ନାହିଁ । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ଆଉ ସେମାନେ ସବୁ କିଏ ଓ ସେମାନଙ୍କୁ କାହିଁକି ମେକଅପ ନବାକୁ ପଡି ନଥାଏ ଆସନ୍ତୁ ଜାଣିବା ।

ନୋରା ଫତେହି-

ବହୁତ କମ ସମୟ ମଧ୍ୟରେ ନୋରା ଫତେହି ବଲିଉଡ ରେ ନିଜର ଅଲଗା ପରିଚୟ ବନେଇଛନ୍ତି ଓ ସେ ତାଙ୍କ ନାଚ ପାଇଁ ପରିଚିତ ହୋଇଥିଲେ । ଏମିତିରେ ମଧ୍ୟ ସେ କିଛି ଫେମସ ଫିଲ୍ମରେ ମଧ୍ୟ ଆଇଟମ ନାଚ କରିଛନ୍ତି । ତାଙ୍କ ମୁହଁ ଏତେ ଗୋରା, ଆକର୍ଷକ ତାଙ୍କୁ ସୁନ୍ଦର ଦେଖାଯିବା ପାଇଁ ମେକଅପ ନେବାକୁ ପଡ଼ିନଥାଏ ।

ତମନ୍ନା ଭାଟିଆ-

ତମନ୍ନା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ର ସବୁଠୁ ସୁନ୍ଦର ଅଭିନେତ୍ରୀ ଓ ସେ ବଲିଉଡ ରେ ମଧ୍ୟ କିଛି ଫିଲ୍ମ କରିଛନ୍ତି । ସେ ଏତେ ଗୋରା ତାଙ୍କ ସ୍କିନ ଏତେ କ୍ଲିଅର ଯେ, ତାଙ୍କୁ ମେକଅପର ଆବଶ୍ୟକତା ପଡ଼ି ନଥାଏ ।

ଉର୍ବଶୀ ରୌତେଲା-

ସେ ସିଂ ଶାହାବ ଦ ଗ୍ରେଟରେ ଫିଲ୍ମରେ ଡେବ୍ୟୁ କରିଥିଲେ ଓ ତାପରେ ସେ କେତେ ଫିଲ୍ମ ମଧ୍ୟ କରିଛନ୍ତି । ସେ ତାଙ୍କ ଆକ୍ଟିଂ ରେ ଯେତେ ଲୋକପ୍ରିୟତା ହାସଲ କରିପାରି ନାହାନ୍ତି ଯେତେ ତାଙ୍କ ସୁନ୍ଦରତା ପାଇଁ ପାଇଛନ୍ତି । ତାଙ୍କ ଚେହେରା ଏତେ ଆକର୍ଷଣୀୟ ଯେ ତାଙ୍କୁ ଅଧିକ ମେକଅପ ନେବାକୁ ପଡ଼ିନଥାଏ ।

ୟାମି ଗୌତମ-

ସେ ବଲିଉଡର ଏକ ପରିଚିତ ନାୟିକା, ସେ ବହୁତ ହିଟ ଫିଲ୍ମ ମଧ୍ୟ ଦେଇଛନ୍ତି । ସେ ନିଜ କ୍ୟାରିୟର ଆୟୁଷ୍ମାନ ଖୁରାନାଙ୍କ ସହ ଭିକି ଡୋନର ମାଧ୍ୟମ କରିଥିଲେ । ତାପରେ କାବିଲ, ସନମ ରେ, ବଦଲାପୁର ଇତ୍ୟାଦି ଫିଲ୍ମରେ ନଜର ଆସିଥିଲେ । ସେ ବହୁତ ସୁନ୍ଦର ତେଣୁ ତାଙ୍କୁ ଅଧିକ ମେକଅପର ଆବଶ୍ୟକତା ପଡେନାହିଁ ।

ଆଶା କରୁଛୁ ଆପଣମାନଙ୍କୁ ଆମର ପୋଷ୍ଟ ଗୁଡିକ ପସନ୍ଦ ଆସୁଥିବ, ପସନ୍ଦ ଆସୁଥିଲେ ଲାଇକ କରନ୍ତୁ ଶେୟାର କରନ୍ତୁ ଓ ଆଗକୁ ଏହିଭଳି ଅନେକ ନୂଆ ନୂଆ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଏମାନଙ୍କ ମଧ୍ୟରୁ ଆପଣ କାହାର ଫ୍ୟାନ ନିଶ୍ଚୟ କମେଣ୍ଟ କରିବେ ।

Leave a Reply

Your email address will not be published. Required fields are marked *