ଦେଖନ୍ତୁ Ollywood ସିଙ୍ଗର ମାନେ Tapuଙ୍କ ମୃ-ତ୍ୟୁ-କୁ ନେଇ ଦେଲେ କି ପ୍ରତିକ୍ରିୟା, Swayam Padhi ଯାହା କହିଲେ ଶୁଣି ଆପଣ ବି କାନ୍ଦି ପକାଇବେ

ତପୁ ହେଉ ଛନ୍ତି ଓଡିଆ ଜଗତରେ ଏକ ଖୁବ ଭଲ କଣ୍ଠଶିଳ୍ପୀ ଦେ ଆଉ ଆମ ଗହଣରେ ନାହାନ୍ତି । ବିଶ୍ଵା କରି ହେଉନି କି ଆମେ ତାଙ୍କୁ ହରାଇ ସାରି ଛନ୍ତି । ତେବେ ଆମେ ଏବେ ତାଙ୍କ ସଙ୍ଗୀତ ଓ କେବଳ ତାଙ୍କ ସ୍ମୃତି ଭରସା ରେ ରହି ପାରିବା । ସେ ମାତ୍ର ୧୪ ବର୍ଷ ବୟସରେ ନିଜର ପ୍ରତିଭା ଅଡିଶା ଆଗରେ ରାଖୀ ଥିଲେ । ତାଙ୍କ ପରେ ଆସିଥିବା ସବୁ କଳା କାରଙ୍କ ପାଇଁ ତାଙ୍କ ମନରେ ଖୁବ ଭଲ ପାଇବା ଥିଲା ।

ତେବେ ତାଙ୍କ ଦେହାନ୍ତ ହୋଇ ସାରିଲା ପରେ ତାଙ୍କ ପରିବାର ଲୋକମାନେ ଖୁବ ଦୁଃଖ ରେ ଭାଙ୍ଗି ପଡି ଥିଲେ । ତେବେ କିଛି କଳା କାର ମାନେ ତାଙ୍କ ପାଇଁ ନିଜର ମତ ପ୍ରକାଶ କରିଛନ୍ତି । କଣ୍ଠଶିଳ୍ପୀ ଦୀପ୍ତି ରେଖା କହିଛନ୍ତି କି ତାଙ୍କୁ ବିଶ୍ଵାଶ ହାଉନି ବୋଲି, ବିଷ୍ଣୁ ମୋହନ କବି କହିଛନ୍ତି କି ସେ ତାଙ୍କୁ ଖୁବ ମିସ କରୁଛନ୍ତି ।

ଅସୀମା ପଣ୍ଡା ତାଙ୍କ ଗୀତା ରୁ ପଦେ ଲେଖି ଦୁଃଖ ପ୍ରକାଶ କରିଛନ୍ତି । ଅନ୍ତରା ଚକ୍ରବତୀ ମଧ୍ୟ ତାଙ୍କ ଗୀତରୁ ଲେଖି ନିଜ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ । ସତ୍ୟଜିତ ପ୍ରଧାନ ମଧ୍ୟ କହି ଥିଲେ କି ମୁ ଆଉ କାହା ସହ ନିଜ ହସ କଥା ବାଣ୍ଟିବୀ, କାହା କୁ ମୁ ଚିଡେଇ ବି । କାହା ସହ ମୁ ନିଜ ସମୟ ଅତିବାହିତ କରିବି । ହୁମାନ ସାଗର କହିଛନ୍ତି କି ଆପଣ ଙ୍କ ଆତ୍ମା କୁ ଭଗବାନ ଶାନ୍ତି ଦିଅନ୍ତୁ ଓ

ଆପଣଙ୍କ ଗୀତ ସାରା ଜିବନ ସାରା ପାଇଁ ଆମ ସହ ରହିବ । ସ୍ଵୟଂ ପାଢି ସେ କହିଛନ୍ତି କି ଆପଣଙ୍କ ଗୀତ ଓ ଆପଣ ଅନେକ ଲୋକଙ୍କୁ ସାହସ ଓ ବଞ୍ଚିବା ପାଇଁ ଆସା ଦେଇଛନ୍ତି ତେଣୁ କରି ମୁ ଆପଣଙ୍କ ପାଖେ ଚିର ଋଣି । ସଂସ୍କାର ଶେଖର ସେ କହିଛନ୍ତି କି ସେ ତପୁ ଙ୍କୁ ଖୁବ ମାନେ ପକାଇବା ସହ ଅସୃଳ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ।

ଏହା ପରେ ଶେଷରେ ଅମରିତ ନାୟକ କହିଛନ୍ତି କି ଏଭଳି ଏକ ଅନ୍ତ ହେବ ସେ ଜାଣି ନଥିଲେ । ତେବେ ତପୁ ଙ୍କ ପାଇଁ ସାରା ଓଡିଶା ବାଶି ମାନେ ଦୁଃଖ ପ୍ରକାଶ କରିଛନ୍ତି । ଆମେ ଦେଖିବା ପାଇଁ ଗଲେ ଜାଣି ପାରିବା କି ଆମେ ଏକ ଅମୂଲ୍ୟ ରତ୍ନ କୁ ବିଦାୟ ଦେଇଛୁ ଆମ ଜଗତରୁ ।

Leave a Reply

Your email address will not be published. Required fields are marked *