ସିରିଏଲ କୁମକୁମ ଭାଗ୍ୟ ମୁଖ୍ୟ ଅଭିନେତ୍ରୀ Sriti Jha ଙ୍କ ଦିବାନା ଅଟନ୍ତି TV ର ଏହି 3 ଜଣ ଅଭିନେତା, ନମ୍ବର 1 ଙ୍କ ସହ ତ ହେବାକୁ ଯାଉଛି ବିବାହ

ଆପଣ ମାନେ ଜି ଟିଭି ପ୍ରସିଧ ସିରିଏଲ କୁମକୁମ ଭାଗ୍ୟ ଦେଖିବାକୁ ପାଇଥିବେ ଏହି ସିରିଏଲରେ ଆପଣ ମାନେ ଶ୍ରୁତି ଖାଙ୍କୁ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରୁଥିବାର ଦେଖିଥିବେ ତାଙ୍କ ଅଭିନୟ ଏତେ ସୁନ୍ଦର ଅଟେ ଜେ ଏହି ସିରିଏଲକୁ ୬ ବର୍ଷ ହେଲାଣି କିନ୍ତୁ ତାଙ୍କ ଅଭିନୟ ଦେଖି ଦର୍ଶକ ମାନଙ୍କୁ ଏମିତି ଅନୁଭବ ହୋଇଥାଏ ଯେମିତି ଏବେ ଏବେ ନୁଆ କାହାଣୀ ଆସିଛି । ଶ୍ରୁତି ଝା ଙ୍କ ସେଟ ରେ ମଧ୍ୟ କଳାକାର ମାନଙ୍କ କହିବା ଅନୁଯାଇ ସେ ବହୁତ ଭଲ ମଣିଷ ଅଟନ୍ତି, ସେ କାହାକୁ ବି କଷ୍ଟ ଦେଲା ଭଳି କଥା କୁହନ୍ତି ନାହିଁ ।

ଆଉ ସମସ୍ତଙ୍କ ସହ ବହୁତ ଭଲ ବ୍ୟବହାର କରନ୍ତି । ଆଜି ଆମେ ଆପଣଙ୍କୁ ସିରିଏଲ ଦୁନିଆ ଏମିତି କିଛି ପ୍ରସିଧ ଅଭିନେତା ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଶ୍ରୁତି ଙ୍କ ସହ କାମ କରିବାକୁ ଇଛା ରଖନ୍ତି ।

3- ଧିରଜ ଧୂପର :-

ଆପଣ ମାନେ ଧିରଜ ଧୁପର ଙ୍କୁ ଜାଣିଥିବେ ସେ ମଧ୍ୟ ବହୁତ ଭଲ ଅଭିନୟ କରନ୍ତି ଆଉ ଦେଖିବାକୁ ବହୁତ ହ୍ୟାଣ୍ଡ ସମ ମଧ୍ୟ ଅଛନ୍ତି । ତାଙ୍କୁ ଆପଣ ମାନେ କୁଣ୍ଡଲି ଭାଗ୍ୟ  ସିରିଏଲରେ କରନ ଲୁଥରା ଭାବରେ ଅଭିନୟ କରିବାର ଦେଖିଥିବେ, ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପଶନ୍ଦ ଆସୁଚି, ଗୋଟେ ସମୟରେ ଧିରଜଙ୍କୁ ଶ୍ରୁତି ଙ୍କ ସହ କାମ କରିବା ପାଇଁ ସୁଯୋଗ ମିଳିଥିଲା ଆଉ ଶୃତିଙ୍କ ବ୍ୟବହାର ତାଙ୍କୁ ବହୁତ ପଶନ୍ଦ ଆସିଥିଲା ଯାହା ପରେ ଧିରଜ ଶୃତୀଙ୍କ ସହ କାମ କରିବା ପାଇଁ ଇଛା କରୁଛନ୍ତି ।

2- ସବୀର ଆଲୁବାଲିଆ :

ଆପଣ ମାନେ ସବିରଙ୍କୁ କୁମକୁମ ଭାଗ୍ୟ ସିରିଏଲରେ ସୃତିଙ୍କ ସ୍ଵାମୀ ଭାବରେ ଅଭିନୟ କରିବାର ଦେଖିଥିବେ, ଦୁହେଁ ବହୁତ ଭଲ ଅଭିନୟ କରନ୍ତି ଆଉ ଦୁହିଁଙ୍କ ଯୋଡିକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ ମଧ୍ୟ କରନ୍ତି । ସବୀରଙ୍କୁ ଗୋଟେ ଇନ୍ତରଭ୍ୟୁ ରେ ପଚରା ଯାଇଥିଲା ଜେ ସୃତୀଙ୍କ ସବୁଠାରୁ ଭଲ କଥା କଣ ଅଟେ । ଏହା ପରେ ସବୀର କହିଥିଲେ ଶ୍ରୁତି ଯେତେ ଭଲ ଅଭିନୟ କରନ୍ତି ତା ଠାରୁ ବି ଭଲ ତାଙ୍କ ସ୍ଵଭାବ ଅସଲ ଜୀବନରେ ଅଛି ଯିଏ ତାଙ୍କୁ ଅସଲ ଜୀବନରେ ଜାଣିଚି ସେ ତାଙ୍କୁ କେବେ ଭୁଲିବ ନାହିଁ ।

1- କୁନାଲ କରନ କପୁର :

କୁନାଲ କରନ ଛୋଟ ପର୍ଦା ରେ ବହୁତ ଭଲ ସିରିଏଲରେ କାମ କରିଛନ୍ତି, କୁନାଲ ନିଜ ଜୀବନରେ ବହୁତ ସିରିଏଲରେ କାମ କରିଛନ୍ତି କିନ୍ତୁ ବହୁତ କମ ସିରିଏଲରେ ମୁଖ୍ୟ ଅଭିନେତା ଭାବରେ କାମ କରିଛନ୍ତି । ଶ୍ରୁତି ଆଉ କୁନାଲ ବର୍ତମାନ ଡେଟ୍ କରୁଛନ୍ତି ଆଉ ଏବେ ଲାଗୁଚି ସେ ବିବାହ କରି ପାରନ୍ତି । ତେବେ ଶ୍ରୁତିଙ୍କ ଫ୍ୟାନ ମାନଙ୍କୁ ତାଙ୍କ ବିବାହ ପାଇଁ ଅପେକ୍ଷା ଅଛି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *