ନୟାଗଡ ର Viral Girl ପୁଣି ଆଣିଲେ ଆଉ ଏକ ନୂଆ ଗୀତ, ଥରେ ଶୁଣନ୍ତୁ

ଆପଣ ଜାଣିଥିବେ କି ଆମ ଶିକ୍ଷା ହିନ ଆମକୁ ଆଗକୁ ବଢାଇବା ପାଇଁ ସାହାଜ୍ଯ ଦେଇଥାଏ । ଆପଣ ଜାଣିଥିବେ କି ଏହି ଭଳି କିଛି ଶିକ୍ଷକ ଅଛନ୍ତି ଯେଉଁ ମାନେ ଶିକ୍ଷାକୁ କ୍ଖୁବ ଜଟିଳ କରି ଦେଇଛନ୍ତି ଯାହା ପାଇଁ ଅନେକ ପିଲା ମାନେ ଶିକ୍ଷା କୁ ଏକ କଷ୍ଟ କର କରି ଦେଇଥିଲେ । ଯଦି ଦେଖିବା ପାଇଁ ଯିବା କିଛି ଏହି ଭଳି ଶିକ୍ଷକ ମଧ୍ୟ ଅଛନ୍ତି ଜେଉଁ ମାନେ ଶିକ୍ଷା କୁ ଅଧିକ ସହଜ କରି ଗଢି ତୋଳି ଛନ୍ତି କିନ୍ତୁ ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ଆଜି କାଲୀ ଯୁଗ ବଦଳିବା ସହ ଆମ ପାଠ ପଢାରେ ମଧ୍ୟ ଅଧିକ ପରିବର୍ତ୍ତନ ଆସି ଯାଇଛି ।

କିନ୍ତୁ ଦେଖିବା ପାଇଁ ଗଲେ ଆମେ ଜାଣି ପାରିବ ଆକି ଏହି ଭଳି କିଛି କାମ ଅଛି ଯାହା ପାଇଁ ଆମେ ପାଠ ପଢାକୁ ଖୁବ ସହଜ ଭାବେ କରିବା ଉଚିତ । ଏହା ପାଇଁ ସରକାର ମଧ୍ୟ ଅନେକ ପ୍ରକାର ଯୋଜନା କରୁଛନ୍ତି ଏହା ପାଇଁ ସରକାର ଛୋଟ ପିଲାଙ୍କୁ ପଢା ପ୍ରତି ଆଗ୍ରହ କରାଇବା ପାଇଁ ଅନେକ କିଛି ଚେଷ୍ଟା କରିବା ସହ ବହୁ ସୋ-ସି-ଆ-ଲ ମି-ଡି-ଆ ଓ କିଛି ବଡ କଳା କାର ମାନଙ୍କସାହାଜ୍ଯ ମଧ୍ୟ ନେଉଛନ୍ତି ।

ତେବେ ଏହି କାମ ସରକାର କରୁଥିବା ବେଳେ ଆଉ କିଛି ଜଣ ଏହି ଲକଡାଉନ ର ପରିସ୍ଥିତି ପାଇଁ ନିଜେ କିଛି କାମ କରିବା ପାଇଁ ଆଗକୁ ଆସି ଯାଇଛନ୍ତି । ଯେଉଁ ଭଳି ଆମେ ଆଗରୁ କହିଥିଲୁ କି ଏକ କୁନି ଝିଅ ପଣିକିଆ କୁ ମାନେ ରଖେଇବା ପାଇଁ ଏକ ସୁନ୍ଦର ଗୀତ ମାଧ୍ୟମରେ ପିଲା ମାନଙ୍କୁ ସାହାଜ୍ଯ କରୁଛି ଦେଖିବା ପାଇଁ ଗଲେ ସତରେ ଏହି ଛୋଟ ପିଲା ମାନଙ୍କ ପରିଶ୍ରମ ପାଇଁ ଆହୁରି ଅନେକ ପିଲା ମାନେ ମଧ୍ୟ ଆଗକୁ ଯାଇ ପାରିବେ ।

ଏହି ଝିଅଟି ପ୍ରତେକ ପଦରେ କିଛି ନୂଆ ଜିନିଷ ରାଖୀ ଏହାକୁ ମାନେ ରଖିବାର ସହଜ ଉପାୟ କରି ଛି । କେବଳ ସେତିକି ନୁହେଁ ଏହି ଝିଅଟି ନୂଆ ମାର୍ଗ ମଧ୍ୟ ଦେଖାଇଛି କି ଯଦି ପିଲା ମାନେ ପରିବେଶ ଓ ନିଜ ଆଖ ପାଖ ସହ ନିଜ ପଢା କୁ ଜଡିତ ରଖିବେ ତେବେ ସେମାନେ ଖୁବ ଭଲ ଭାବେ ଏହାକୁ ମନ ରଖୀ ପାରିବେ ।

ତେବେ ଏହି କୁନି ଝିଅ ଆଗରୁ ମଧ୍ୟ ଅଲଗା ପଣିକିଆ ର ଭି-ଡି-ଓ ଦେଇଥିବା ବେଳେ ଏବେ ଚାରିକ ପଣିକିଆ ର ଭି-ଡି-ଓ ଦେଇଛି । ଯାହା ଏବେ ଖୁବ ମାତ୍ରାରେ ଭା-ଇ-ରା-ଲ ହେବାରେ ଲାଗିଛି ଓ ଲୋକମାନେ ମଧ୍ୟ ଏହାକୁ ଅଧିକ ମାତ୍ରାରେ ପସନ୍ଦ କରୁଛନ୍ତି ।

Leave a Reply

Your email address will not be published. Required fields are marked *