ମୃତ୍ୟୁ ପୂର୍ବରୁ Lata Mangeshkarଙ୍କ ଶେଷ ଭିଡିଓ, ଦେଖିଲେ ଆଖିରେ ଲୁହ ରହିବନି 

ବନ୍ଧୁଗଣ ଆପଣ ମାନେ ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକର ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ତାଙ୍କର ସୁମଧୁର ସଙ୍ଗୀତ ପାଇଁ ସାରା ଦେଶରେ ଚର୍ଚ୍ଚିତ ହସ୍ତୀ ଥିଲେ । ସେ ବଲିଉଡ ଇଣ୍ଡଷ୍ଟ୍ରି ରେ ଅନେକ ଗୀତ ଗାଇ ନିଜ ଜୀବନରେ ବଡ ସଫଳତା ହାସଲ କରି ପାରିଛନ୍ତି । ତାଙ୍କର ଗୀତ କୁ ଆଜି ବି ଦର୍ଶକ ମାନେ ମନେ ରଖିବା ସହ ଏହାକୁ ଶୁଣିବାକୁ ପସନ୍ଦ କରିଥାନ୍ତି । ଆଜି ବି ଲୋକଙ୍କ ମନରେ ତାଙ୍କର ସଙ୍ଗୀତ ତାଜା ହୋଇ ରହିଛି ।

ତେବେ ଦୁଖଦାୟକ ଖବର ହେଉଛି ଗତ କାଲି ତାଙ୍କର ହସପିଟାଲ ରେ ଚିକିତ୍ସାଧୀନ ଅବସ୍ଥା ରେ ପରଲୋକ ଘଟିଛି । ମୃତ୍ୟୁ ସମୟରେ ତାଙ୍କର ବୟସ ମାତ୍ର ୯୨ ବର୍ଷ ଥିଲା । ତେବେ ତାଙ୍କର ଅକାଳ ବିୟୋଗ ରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି । ତେବେ ଲତା ମଙ୍ଗେସକର ଙ୍କ ହସପିଟାଲ ରେ ଚିକିତ୍ସା ହେଉଥିବା ସମୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଯାହାକୁ ଦେଖିଲେ ଆପଣ ମାନଙ୍କ ଆଖି ରେ ମଧ୍ୟ ଲୁହ ଆସିଯିବ । ତେବେ ଏହି ଭିଡିଓ ରେ ଆପଣ ମାନେ ଲତା ଜିଙ୍କୁ ନିଶ୍ଚିନ୍ତ ଭାବେ ଦେଖି ପାରିବେ । ତାଙ୍କର ସ୍ୱାସ୍ଥ୍ୟ ବସ୍ତା ଏତେ ଗୁରୁତର ରହିଥିଲା କି ସେ ଠିକ ସେ ବେଡ ରୁ ଉଠି ମଧ୍ୟ ପାରୁ ନାହାନ୍ତି ।

ତାଙ୍କୁ ଦୁଇ ଜଣ ମହିଳା ଧରି ଧରି ନେଉଛନ୍ତି ଯାହା ଏହି ଭିଡିଓ ରେ ନଜର ଆସୁଛି । ତେବେ ତାଙ୍କର ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇ ଥିବାରୁ ସେ ବହୁତ ଦୁର୍ବଳ ମଧ୍ୟ ହୋଇ ଥିବାର ଜଣା ପଡୁଛି । ଡାକ୍ତର ମଧ୍ୟ ତାଙ୍କୁ ହାତ ଧରି ବେଡରୁ ଉଠାଇବାର ଏହି ଭିଡିଓ ରେ ନଜର ଆସୁଛନ୍ତି ।

ଡାକ୍ତରଙ୍କ ଅନେକ ଚେଷ୍ଟା ପରେ ମଧ୍ୟ ସେ ସବୁ ଦିନ ପାଇଁ ଏ ଦୁନିଆରୁ ବିଦାୟ ନେଇଛନ୍ତି ଯାହା ସବୁଠାରୁ ଦୁଖଦାୟକ ଖବର । ତାଙ୍କର ନିଧନ ରେ ପୁରା ବଲିଉଡ ଇଣ୍ଡଷ୍ଟ୍ରି ରେ ଶୋକର ଛାୟା ଖେଳି ଯାଇଛି । ସେ ଅନେକ ସାରା ଫିଲ୍ମ ରେ ନିଜର କଣ୍ଠ ଦାନ କରି ଖୁବ ଲୋକପ୍ରିୟ ହୋଇ ପାରିଥିଲେ ।

ସେ ଦେଶଭକ୍ତି ଗୀତ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ର ଗୀତ ଗାଇଛନ୍ତି ଯାହାକୁ ଲୋକ ମାନେ ଆଜି ବି ମନେ ରଖିହନ୍ତି । ତାଙ୍କ ଭଳି ମହାନ ମଣିଷ ଓ ତାଙ୍କ ସ୍ଥାନ ଆଉ କେହି ନେଇ ପାରିବେ ନାହି ବୋଲି ଅନେକ କଳାକାର ମାନେ ମତ ରଖିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଲତା ମଙ୍ଗେସକରଙ୍କର ଏହି ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *