ଘର ସାମ୍ନାରେ ଭୁଲରେ ବି ଲଗାନ୍ତୁ ନାହିଁ ଏହି ଗଛ, ହୋଇଯିବେ କାଙ୍ଗାଳ! ମା ଲକ୍ଷ୍ମୀ ମଧ୍ୟ ରୁହନ୍ତି ନାହିଁ ସେହି ଘରେ- Vastu Tips

ଆମ ହିନ୍ଦୁ ଧର୍ମରେ ବୃକ୍ଷର ବହୁତ ମହତ୍ଵ ରହିଛି । ଗଛଲତା ପ୍ରକୃତିକୁ ସୁନ୍ଦର ବନାଇଥାଏ ଏହା ସହିତ ସମସ୍ତ ଜୀବ ଜନ୍ତୁ ମାନଙ୍କୁ ଜୀବନ ବାୟୁ ମଧ୍ୟ ପ୍ରଦାନ କରିଥାଏ । ଏହିକାରଣରୁ ମନୁଷ୍ୟ ନିଶ୍ଵାସ ନେଇପାରେ । ସେଥିପାଇଁ ବୃକ୍ଷକୁ ଆମ ପୃଥିବୀ ଉପରେ  ବହୁତବଡ ମହତ୍ଵ ପୂର୍ଣ ଯୋଗଦାନ ରହିଛି ।

ପ୍ରାଚୀନ କାଳରୁ ମୁନି ରୁଷି ମାନେ ଗଛତଳେ ବସି ତପସ୍ୟା କରିଥାନ୍ତି, ଏହି କାରଣରୁ ଗଛକୁ ବହୁତ ପୂଜନୀୟ ମାନନ୍ତି । ଆମ ଧର୍ମ ଗ୍ରନ୍ଥରେ ବହୁତ ଗଛର ବର୍ଣନା ହୋଇଛି ଯାହା ବହୁତ ଶୁଭ ହୋଇଥାଏ । ଏମିତି ବୃକ୍ଷ ଘରେ ରହିଲେ ସକରାତ୍ମକତା ବନି ରହିଥାଏ ଓ ଘରେ ସକରାତ୍ମକ ଊର୍ଜା ଆସିଥାଏ ।

Image Courtesy: Google

ପାରିଜାତ ଗଛ ଘରେ ରହିଲେ ସୁଖ ସମୃଦ୍ଧି ଆସିଥାଏ । ପୂରାଣ ଅନୁସାରେ ପାରିଜାତର ଜନ୍ମ ସମୁଦ୍ର ମନ୍ଥନରୁ ହୋଇଥିଲା, ଏହାର ସ୍ଥାନ ସ୍ବର୍ଗରେ ଅଟେ । ସେଥିଲାଗି ଘର ସାମ୍ନାରେ ପାରିଜାତ ରହିଲେ ବହୁତ ଶୁଭ ହୋଇଥାଏ । ମାତା ଲକ୍ଷ୍ମୀର ପ୍ରିୟ ବୃକ୍ଷ ହୋଇଥାଏ, ଯାହା ଘର ସାମ୍ନାରେ ପାରିଜାତ ଗଛ ଥାଏ ମା ଲକ୍ଷ୍ମୀ ସେଇଠି ବାସ କରନ୍ତି । ସେଇ ଘର ଧନଧାନ୍ୟରେ ପରିପୂର୍ଣ ହୋଇଥାଏ ଓ ସେଇ ଘର ଲୋକ କେବେ  ବିମାର ପଡନ୍ତି ନହିଁ । ଓ ସବୁବେଳେ ସୁଖରେ ରହିଥାନ୍ତି ।

Image Courtesy: Google

କିନ୍ତୁ ଧର୍ମ ଗ୍ରନ୍ଥରେ ଏମିତିବି କିଛି ଗଛର ବର୍ଣନା ଅଛି ଯାହା ଘରେ ରହିଲେ ବହୁତ ଅଶୁଭ ହୋଇଥାଏ । ଏହି ଗଛରେ ଆସୁରୀ ଶକ୍ତିର ବାସ ହୋଇଥାଏ । ଯଦି ସେ ଗଛକୁ ନିଜ ଘରେ ଲଗାଯାଏ  ଆପଣଙ୍କୁ ଆର୍ଥିକ ଓ ମାନସିକ ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ । ଏହି ଗଛ ଘରେ ନକରାତ୍ମକ ଊର୍ଜାର ପ୍ରଭାବ ପଡିଥାଏ । ଯେଉଁ କାରଣରୁ ଘରେ ବାଦ ବିବାଦ ବଢିଥାଏ ।

Image Courtesy: Google

ଏମିତି କିଛି ଗଛ ବିଷୟରେ କହିବୁ ଯାହା ଘରେ ରହିଲେ ଅଶୁଭ ହୋଇଥାଏ ।  କୁହାଯାଏକି କଣ୍ଟା ବାଲା ଗଛ ଘରେ ରହିଲେ ବହୁତ ଅଶୁଭ ହୋଇଥାଏ, କଣ୍ଟା ବାଲା ଗଛ ଘରେ ରହିଲେ ପରିବାର ଲୋକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । କଣ୍ଟା ବାଲା ଗଛ ଘରେ ଝଗଡା ଓ ପରିବାରରେ ବିବାଦ ବଢିଥାଏ ଓ ଏଥିରେ ଘରର ବାତାବରଣ ଖରାପ ହୋଇଥାଏ ।

Image Courtesy: Google

ଏହି ଗଛ ବହୁତ ଶୁଭ ହୋଇଥାଏ ସେଥିଲାଗି ଏମିତି ଘରକୁ ମହାଲକ୍ଷ୍ମୀ କେବେବି ଆସିନଥାନ୍ତି ।  ଆରଖା ଗଛ କେବେବି ଘରେ ଲଗେଇବା କଥା ନୁହେଁ ଏହାକୁ ଘରେ ଲଗେଇଲେ ଘରେ ସମସ୍ୟା ବଢି ପାରେ । ଧାର୍ମିକ ଦୃଷ୍ଟିରେ ଦେଖିଲେ ଘରେ ଏହଜକୁ ଲଗେଇଲେ ଘରୁ ସୁଖ ଶାନ୍ତି ପଳେଇଥାଏ ଓ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ । କୁହାଯାଏକି ଏହି ଗଛରେ ଶ୍ରାପିତ ଅପସରା ବାସ କରିଥାନ୍ତି । ଏହିଗଛ ଘରେ ରହିଲେ ସ୍ଵାମୀ ସ୍ତ୍ରୀ ଭିତରେ ଝଗଡା ହୋଇଥାଏ ଓ ଛୁଆ ମାନଙ୍କ ମନ ପାଠ ପଢାରେ ଲାଗି ନଥାଏ ।

Image Courtesy: Google

ଖଜୁରୀ ଗଛ ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ ତାର ଫଳ ମଧ୍ୟ ବହୁତ ସ୍ଵାଦିଷ୍ଟ ହୋଇଥାଏ କିନ୍ତୁ ଏହାକୁ ଘର ପାଖରେ ଲଗେଇବା ଭଲ ନୁହେଁ, ବାସ୍ତୁଶାସ୍ତ୍ର ଅନୁସାରେ ଯେଉଁ ଘରେ ଏହି ଗଛ ଲଗାଯାଇଥାଏ  ସେଠାରେ ସବୁବେଳେ ଆର୍ଥିକ ଅସୁବିଧା ହୋଇଥାଏ । ଘରେ କେବେ ଧନ ରହିନଥାଏ । ଘର ପାଖରେ ବାଉଁଶ ଗଛ ମଧ୍ୟ ଲଗେଇବା ଖରାପ ହୋଇଥାଏ ଏଥିରେ ଘରକୁ ନକରାତ୍ମକା ଊର୍ଜା ଆସିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *