ମହାଭାରତ ସମ୍ବନ୍ଧିତ କିଛି ଏଭଳି ପ୍ରଶ୍ନ ଯାହା ଆପଣ ଜାଣିନଥିବେ, ଦେଖିବା ଆପଣ କେତେ ଜାଣିଛନ୍ତି?

ମହାଭାରତ ବିଷୟରେ ଆପଣ ମାନେ ବହୁତ କଥା ଜାଣିଥିବେ ତେବେ, ଗୀତାରେ ମହାଭାରତ ସବୁ କଥା ଲେଖା ହୋଇଛି ତେବେ ମହାଭାରତ ଏମିତି ଗୋଟେ ଯୁଗରେ ଆସିଥିଲା ଯେତେବେଳେ ଭଗବାନ ଶ୍ରୀ କୃଷ୍ଣ ଜନ୍ମ ହୋଇଥିଲେ ତେବେ, ହିନ୍ଦୁ ମାନଙ୍କ ପବିତ୍ର ଗ୍ରନ୍ଥ ହେଲା ଗୀତା ଯାହା ସବୁ ହିନ୍ଦୁ ନିଜ ଜୀବନ କାଳରେ କେବେ ନା କେବେ ପଢିଥିବେ ବା ଶୁଣିଥିବେ । ତେବେ ଆଜି ଆମେ ଆପ୍ପାନାଙ୍କୁ ମହାଭାରତ ବିଷୟରେ କିଛି ପ୍ରଶ୍ନ ପଚାରିବାକୁ ଯାଉଛୁ ଯାହା ଉତ୍ତର ଆପଣଙ୍କୁ ଦବାକୁ ହବ ତେବେ ନ ଦେଇ ପାରିଲେ ଆମେ ଆପଣଙ୍କୁ ଉତ୍ତର କହିବୁ ।

Image Courtesy: Google

୧. ମହାଭାରତ ଯୁଦ୍ଧ ଲଗାତାର କେତେ ଦିନ ଧରି ଚାଲିଥିଲା ?

ଉତ୍ତର – ୧୮ ଦିନ

୨. ମହାଭାରତ ଅନୁସାରେ ଦୁର୍ଜ୍ୟାଧନଙ୍କ ଭଉଣୀ କିଏ ?

ଉତ୍ତର – ଦୁଃସାଲା

୩. ଦୁଃସାଲା କାହାକୁ ବିବାହ କରିଥିଲେ ?

ଉତ୍ତର – ଜୟଦ୍ରଥ

୪. କର୍ଣଙ୍କ ପ୍ରଥମ ପତ୍ନୀଙ୍କ ନାମ କଣ ଥିଲା ?

ଉତ୍ତର – ବୃଷାଲି

୫. କର୍ଣଙ୍କକେତୋଟି ପତ୍ନୀ ଥିଲେ ?

ଉତ୍ତର – ୨

Image Courtesy: Google

୬. କର୍ଣଙ୍କ ଦ୍ଵିତୀୟ ପତ୍ନୀଙ୍କ ନାମ କଣ ଥିଲା ?

ଉତ୍ତର – ଊର୍ବୀ

୮. ଏମାନଙ୍କ ମଧ୍ୟରୁ କିଏ କୁନ୍ତିଙ୍କୁ ପ୍ରିୟ ପୁତ୍ର ଥିଲେ ?

ଉତ୍ତର – ଅର୍ଜୁନ

୯. ମହାଭାତ ଅନୁଯାଇ କର୍ଣଙ୍କ କେତୋଟି ପୁତ୍ର ଥିଲେ ?

ଉତ୍ତର – ୯ଟି ପୁତ୍ର

୧୦. ଦ୍ରୋଣାଚାର୍ଜୟଙ୍କ ପୁତ୍ରଙ୍କ ନାମ କଣ ଥିଲା ?

ଉତ୍ତର – ଅଶ୍ଵତ୍ଥାମା

Image Courtesy: Google

୧୧. ମହାଭାରତ କଥା ଅନୁଯାଇ ଅଶ୍ଵତ୍ଥାମାଙ୍କ ମାତାଙ୍କ ନାମ କଣ ଥିଲା ?

ଉତ୍ତର – କୃପି

୧୨. ଅଭିମନ୍ୟୁଙ୍କ ପୁତ୍ରଙ୍କ ନାମ କଣ ଆପଣ ମାନେ ଜାଣିଛନ୍ତି ?

ଉତ୍ତର – ପରୀକ୍ଷିତ

୧୩. ଶକୁନି କେଉଁ ରାଜ୍ଯର ରାଜା ଥିଲା ?

ଉତ୍ତର – ଗାନ୍ଧାର ରାଜ୍ୟ

୧୪. ପିତାମହ ଭୀଷ୍ମଙ୍କ ଶଙ୍ଖର ନାମ କଣ ଥିଲା ?

ଉତ୍ତର – ପାଣ୍ଡରିକ

୧୫. ପିତାମହ ଭୀଷ୍ମଙ୍କ ପିଲାଦିନର ନାମ କଣ ଥିଲା ?

ଉତ୍ତର – ଦେବବ୍ରତ

ଆପଣ ମାନେ ଆଜି ମହାଭାରତ ଓ ମହାଭାରତ କିଛି ବିଶେଷ ଲୋକଙ୍କ ବିଷୟରେ ବହୁତ କଥା ଜାଣିଲେ ତେବେ ଏମିତି ପ୍ରଶ୍ନ ଉତ୍ତର ଦିଅନ୍ତୁ ଓ ନିଜ ବୁଦ୍ଧି ପରୀକ୍ଷା କରନ୍ତୁ ଯାହା ଫଳରେ ଆପଣଙ୍କୁ ବୋର ଲାଗିବ ନାହିଁ ଓ ଆପଣ ଆମ ପୂର୍ବଜ ମାନଙ୍କ ବିଷୟରେ ବହୁତ କଥା ଜାଣି ପାରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *