Odia Jokes: ଜଣେ ବିଧବା ମହିଳା ପେନସନ ଫର୍ମ ଭରିବାକୁ ଗଲା….ଅଧିକାରୀ- ଆପଣଙ୍କ ସ୍ଵାମୀଙ୍କୁ ମରିବାର କେତ ଦିନ ହେଲାଣି ? ମହିଳା- ସିଏ ତ ଏବେ….

ଯେଉଁ ଭଳି ଭବାରେ ଭଲ ପବନ, ଭଲ ଖାଦ୍ୟ ଗୋଟିଏ ମଣିଷକୁ ସୁସ୍ଥ ରହିବା ପାଇଁ ଆବଶ୍ୟକ ସେହିଭଳି ଗୋଟିଏ ବ୍ୟକ୍ତି ପାଇଁ ହସ ମଧ୍ୟ ବହୁତ ବଶ୍ୟକ । କାରଣ ହସ ଆପଣଙ୍କୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ । ଯଦି ଆପଣ ସକାଳେ ଓ ସନ୍ଧ୍ୟା ସମୟରେ ହସିବାର ଅଭ୍ୟାସ କରିବେ ତେବେ ଆପଣ ମାନସିକ ଓ ଶାରୀରିକ ରୂପରେ ସୁସ୍ଥ ରହିବେ ।

ସେଥିପାଇଁ ଆମେ ଆପଣଙ୍କ ପାଇଁ ଏମିତି କିଛି ମଜାଦାର ଜୋକସ ନେଇ ଆସିଛୁ, ଯାହାକୁ ପଢିଲା ପରେ ଆପଣ ହସି ହସି ଗଡିଯିବେ । ଆସନ୍ତୁ ଆରମ୍ଭ କରିବା ଏହି ହସିବା ଓ ହସାଇବାର କାମ । ଜୋକ – ୧….. ରାଜୁ ଓ ପପୁ ବର୍ଡରରେ ଯୁଧ୍ୟ ଲଢିବାକୁ ଗଲେ…ରାଜୁ ବୁଲେଟ ପ୍ରୁଫ ଜ୍ୟାକେଟ ଜାଗାରେ ମଶାରୀ ପିନ୍ଧି ଗଲା….ପପୁ – ଆରେ ତୁ ମଶାରୀ କାହିଁକି ପିନ୍ଧିଛୁ ? ରାଜୁ ଯେଉଁଥିରେ ମଶା ପସି ପାରିବ ନାହିଁ ସେଥିରେ ଗୁଳି କେମିତି ପସିବ…ପପୁ – ରହ ମୁଁ ବି ପିନ୍ଧି ଆସୁଛି….!!!!

ଜୋକ – ୨

ଝିଅ ବାଲା ପୁଅ ଦେଖିବାକୁ ଆସିବାର ଥିଲା

ପୁଅର ବାପା ନିଯ ପୁଅକୁ କହିଲା କି –

ଝିଅ ବାଲା ଆସୁଛନ୍ତି

ତାଙ୍କ ସାମ୍ନାରେ ବଡ ବଡ କଥା କହିବୁ

ଝିଅ ବାଲା ଯେମିତି ହିଁ ଆସିଲେ,

ପୁଅ ବାପାକୁ କହିଲା –

ବାପା ଚାବି ଟା ଦେଲ…

ଟ୍ରେନ ଟା ବହୁତ ସମୟ ହେବ

ଖରାରେ ଛିଡା ହୋଇଛି

ଭିତରେ ପାର୍କ କରି ଦେଇ ଆସେ….

ପୁଅର ବାପା ବର୍ତ୍ତମାନ ପର୍ଯ୍ୟନ୍ତ ବେହୋସ ଅଛନ୍ତି

ଝିଅବାଲା ତ କୋମରେ !!!

ଜୋକ – ୩

ଝିଅ ବାପାକୁ – ମୁଁ ପଡୋଶୀକୁ ଭଲ ପାଉଛି

ଆଉ ତାହା ସହିତ ଫେରାର ହେଉଛି

ପିତା – ଭଲ, ମୋର ଟଙ୍କା ଓ ସମୟ ବଞ୍ଚିଯିବ

ଝିଅ – ବାପା ମୁଁ ଚିଠି ପଢୁଛି

ଯାହା ମା ଆପଣଙ୍କ ପାଇଁ

ରଖି ଦେଇ ଯାଇଛି….

ପିତା ବେହୋସ !

ଜୋକ – ୪

ସ୍ଵାମୀ ସ୍ତ୍ରୀ ଝଗଡା ହେଲା… ତା ପର ଦିନ ସକାଳେ

ସ୍ଵାମୀ ନିଜର ସ୍ତ୍ରୀକୁ କ୍ଷୀର ଗ୍ଳାସ ଦେଲା

ସ୍ତ୍ରୀ – ନିଜର ଭୁଲକୁ ଅନୁତାପ କରିଲା ?

ସ୍ଵାମୀ ନା ନା, ଆଜି ନାଗପଞ୍ଚମୀ

ନେ ନାଗୁଣୀ କ୍ଷୀର ପିଇ ନେ…

ଜୋକ – ୫

ପିତା ନିଜ ଝିଅର ବୟଫ୍ରେଣ୍ଡକୁ…

ବାପା – ତୁ ମୋ ଝିଅକୁ କେବେ ଠାରୁ ଭଲ ପାଉଛୁ ?

ବୟଫ୍ରେଣ୍ଡ – ଅଙ୍କଲ ଗତ ୬ ମାସ ହେବ

ପିତା କିନ୍ତୁ ମୁଁ କେମିତି ବିଶ୍ଵାସ କରିବି ?

ପୁଅ – ଅଙ୍କଲ କେବଳ ତିନି ମାସ ରହି ଯାଆନ୍ତୁ

ଜେଜେ ହେଲେ ବିଶ୍ଵାସ ହୋଇଯିବ….

ଜୋକ – ୬

ଚାରି ଜଣ ମ-ଦୁ-ଆ ଗୋଟିଏ ଶବକୁ ଉଠାଇ ଜଲ୍ଦି ଜଲ୍ଦି

କବର ଉପର ଦେଇ ଚାଲିଗଲେ….

ଜଣେ କହିଲା – ଆବେ ଦେଖି କି ଚାଲ

ତଳେ ଶବ ଅଛି !

ମଦୁଆ – ତେବେ ଉପରେ ଆମେ କଣ ୱାର୍ଲ୍ଡ କପ ଧରିଛୁ ।

ଜୋକ – ୭

ରାକେଶ ନୂଆ କଳର ଟିଭି ଆଣିଲା

ଏହା ପରେ ପାଣିରେ ଧୋଇବାକୁ ଲାଗିଲା…

ମୁକେଶ ଏହା ଦେଖି ପଚାରିଲା –

ଏବେ ତୁ କଣ କରୁଛୁ ?

ରାକେଶ – ଚେକ କରୁଥିଲି ରଙ୍ଗ ଯାଉଛି କି ନାହିଁ

କାରଣ ଏବେ ଗ୍ୟାରେଣ୍ଟ ଅଛି ନା,

ପିଲାଦିନୁ ମୁଁ ବହୁତ ସ୍ମାର୍ଟ

କିନ୍ତୁ କେବେ ବି ଗରବ କରି ନାହିଁ…

ଜୋକ – ୭

ଜଣେ ବିଧବା ମହିଳା ପେନସନ ଫର୍ମ ଭରିବାକୁ ଗଲା….

ଅଧିକାରୀ- ଆପଣଙ୍କ ସ୍ଵାମୀଙ୍କୁ ମାରିବାର

କେତ ଦିନ ହେଲାଣି ?

ମହିଳା- ସିଏ ତ ଏବେ ଘରେ ଅଛନ୍ତି

ଅଧିକାରୀ- ତ ତୁମେ ଫର୍ମ କାହିଁକି ଭରୁଛ ?

ମହିଳା- ସାହାବ, ସରକାରୀ କାମରେ ସମୟ ତ ଲାଗେ ନା !

ଆପଣଙ୍କୁ ଆମର ଏହି ସବୁ ହସକଥା ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *