ମଜେଦାର ଚୁଟ୍କୁଲେ : ପ୍ରେମୀ ଓ ପ୍ରେମିକା ଝିଅ- ରୁହ ଆଉ କେତେ କରିବ ? ରାତି 12ଟାରୁ କରୁଛ…

ସ୍ୱାସ୍ଥ୍ୟ ପାଇଁ ହସିବ ନିହାତି ଜରୁରୀ, ଯେମିତି ହସିବ ଦ୍ଵାରା ମାସିକ ଓ ଶାରୀରିକ ଥକାନ ଦୂର ହେବ ସହିତ ମନ ହଲକା ଲାଗିଥାଏ । ଖୁସି ରହିବା ଜୀବନରେ ବହୁତ ଗୁରୁତ୍ଵପୂର୍ଣ ଭୂମିକା ନେଭେଇ ଥାଏ । ଏଥିରେ ଆପଣଙ୍କ ସ୍ୱାସ୍ଥ୍ୟବି ଭଲ ରହିଥାଏ, ଯଦି ଆପଣ ସକଳ ସନ୍ଧ୍ୟାରେ ହସିବାର ଅଭ୍ୟାସ କରିଥାନ୍ତିତ କୌଣସି ପ୍ରକାର ବିମାରି ହୋଇନଥାଏ ।

ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ଜୋକସ ନେଇକରି ଆସିଛୁ ଯାହାକୁ ପଢି ଆପଣ ହସି ହସି ଗଡିଯିବେ । ଆସନ୍ତୁ ଆରମ୍ଭ କରିବା ହସର ପସରା ।

Image Courtesy: Google

୧. ଯଦି ଆପଣ ନିଜ ସ୍ତ୍ରୀକୁ ଟେକି କାଚିବା ପାଇଁ ଇଛା କରୁଛନ୍ତି ତେବେ ତାଶ ଖେଳନ୍ତୁ କାହିଁକିନା ଯାହା ଭାବୁଛନ୍ତି ତାହା ସାତ ଜନ୍ମ ପର୍ଯ୍ୟନ୍ତ ହବ ନାହିଁ ।

୨. ଦାଢି ବଢେଇବା ଦ୍ଵାରା ଗର୍ଲଫ୍ରେଣ୍ଡ ମିଳିଥାଏ ଏହି ଗୋଟେ କଥା ସବୁ ପୁଅଙ୍କୁ ଆଦିମାନବ ବନେଇ ରଖିଛି ।

୩. ଫେସବୁକ ଅର୍ଥ ଯେଉଁ ଫେସ ପସନ୍ଦ ଆସିଥାଏ ତାକୁ ତୁରନ୍ତ ବୁକ କରି ଦିଅ ।

ମୁଁ ବି ବହୁତ ବଡ ଜ୍ଞାନୀ କିନ୍ତୁ ଅହଂକାର କେବେ କରେ ନାହିଁ ।

Image Courtesy: Google

୪. ଭଡାଟିଆ – ଆପଣଙ୍କ ଘରେ ମୂଷା ନାଚୁଛନ୍ତି ।

ଘର ମାଲିକ – ତେବେ ୬୦୦ଟଙ୍କାରେ କଣ ସପନା ଚୌଧୁରୀ ନାଚିବ ।

୫. ହଟାତ ସାଞ୍ଜୁ ପଚାରିଲା : ବାପା ମର୍ଦ କାହାକୁ କୁହାଯାଏ ?

ବାପା କହିଲା : ଯଉ ମଣିଷ ପୁରା ଘର ଉପରେ ରାଜ କରିଥାଏ ଓ ତା କଥା ସମସ୍ତେ ମାନନ୍ତି ତାକୁ ମର୍ଦ କୁହାଯାଏ ।

ସଞ୍ଜୁ : ବାପପା ତାହେଲେ ମୁଁ ବଡ ହୋଇ ମା ଭଳି ମର୍ଦ ହୋଇବି ।

୬. କିଛି ପୁଅଙ୍କୁ ନିଜ ଭବିଷତ ବିଷୟରେ କିଛି ଜଣା ନଥାଏ କିନ୍ତୁ ସାଇ କଉ ଝିଅ ପଟିବ ଓ କଉ ଝିଅ ମାଡ ଖୁଆଇବ ତାହା ବେସ ଭଲ ଭାବରେ ଜାଣିଛନ୍ତି ।

Image Courtesy: Google

୭. ସାସୁ : ଭଗବାନ ତମକୁ ଦୁଇ ଦୁଇଟା ଆଖି ଦେଇଛନ୍ତି ଚାଉଳରୁ ୨ – ୪ଟା ପଥର ବାହାର କରି ପାରୁନ ।

ବହୁ : ତାହେଲେ ଭଗବାନ ଆପଣଙ୍କୁ ୩୨ଟା ଦାନ୍ତ ଦେଇଛନ୍ତି ୨ – ୪ତା ପଥର ଚୋବେଇ ଦେଲେ କଣ ହେଇଯିବ ।

୮. ସ୍କୁଲ ଅନ୍ତିମ ଦିନ, ଯେବେ ସବୁ ଝିଅମାନେ ଶାଢୀ ପିନ୍ଧି ସ୍କୁଲ ଆସିଥାନ୍ତି ।

ଆଉ ତାଙ୍କୁ ଦେଖି ମନରେ ଗୋଟେ ପ୍ରଶ୍ନ ଆସିଥାଏ ।

ସଳା ଏମାନେ ଏତେ ସୁନ୍ଦର ହୋଇଥିଲେ ସ୍କୁଲ ଡ୍ରେସରେ କେବେ ଜଣା ପଡିଲା ନାହିଁ ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *