ବର୍ତମାନ ସମୟରେ ସ୍ଥିତି ଏମିତି ଅଛି ଯେ ସମସ୍ତଙ୍କୁ ଟିକେ ହସ ଖୁସି ଦରକାର ଅଟେ । କରୋନା ଭାଇରସ ପାଇଁ ସମସ୍ତେ ଘରେ ବନ୍ଧା ଅଛନ୍ତି, କିଛି ଲୋକ ଘରୁ କାମ କରୁଛନ୍ତି ତଥାପି ସ୍ଥିତି ଏତେ ଭଲ ରହୁ ନାହିଁ । ଆଜି ଆମେ ଆପଣଙ୍କ ପାଇଁ ଓ ଛୁଆଙ୍କ ପାଇଁ ଏମିତି କିଛି ଯୋକ୍ସ ଆଣିଛୁ ଯାହା ଶୁଣି ଆପଣଙ୍କୁ ମଧ୍ୟ ଭଲ ଅନୁଭବ ହବ ।
୧. ଗୋଟେ ଦିନ ଗୋଚୁକୁ ଗୋଟେ ଭିକାରି ମିଳିଲା
ଭିକାରି – ଟଙ୍କା ଟା ଦିଅ ଭାଇ ମୁଁ ୩ ଦିନ ହେଲା କିଛି ଖାଇ ନାହିଁ ।
ଗୋଚୁ – ୧୦ ଟଙ୍କା ଦେବି କିନ୍ତୁ ଆଗ ମତେ ଏହା କହ ୧ଟାରେ ଖାଇବା କୌଠି ମିଳିବ ।
୨. ଭିକାରି ( କାରରେ ବସିଥିବା ମେଡମକୁ ) – ୧୦ଟଙ୍କା ଦେଇ ଦିଅନ୍ତୁ
ମେଡମ ଟଙ୍କା ଦେଲେ ଭିକାରି ନେଇ ଯିବାକୁ ଲାଗିଲା
ମେଡମ – ବାବା ଦୁଆ ଦେଇ ଯାଓ
ଭିକାରି – ବିଏମଡବ୍ଲ୍ୟୁ କାରରେ ବସିଛୁ ମୋଟି ଆଉ କୋଣ ରକେଟରେ ବସିବୁ ।
୩. କୃଷଣଙ୍କ ପାଦ ଅନୁଯାଇ ପାଦ ରଖି ଚାଲ, ମୁରଳି ନଥିଲେ ସିଟି ବଜେଇ ଚାଲ
ଘର ଲୋକ ରାଧା ସହ ମିଶେଇ ଦେବେ ସେତେବେଳେ ପର୍ଯ୍ୟନ୍ତ ଗୋପୀ ମାନାଙ୍କୁ ପଟେଇ ଚାଲ ।
୪. ସନ୍ତା ବହୁତ କଠୋର ତପସ୍ୟା କଲା
ଭଗବାନ ପ୍ରସନ୍ନ ହୋଇ – ମାଗ ବତ୍ସ, କଣ ଦରକରା ତମକୁ ?
ସନ୍ତା – ସିଷ୍ଟମ ଅନୁଯାଇ ଚାଲନ୍ତୁ ପ୍ରଭୁ, ଆଗ ତପସ୍ୟା ଭାଙ୍ଗିବା ପାଇଁ ଅପସରା ମାନଙ୍କୁ ପଠାନ୍ତୁ ।
୫. ଗୋଟେ ମଦୁଆ ମଦ ପି ପି ମରିଗଲା
କିନ୍ତୁ ମଦୁଆ ର ମଦ ପ୍ରତି ଶ୍ରଦ୍ଧା ଦେଖନ୍ତୁ
ମଲା ବେଳେ କହି ଗଲା – ମଦ ଭଲ ଥିଲା କିନ୍ତୁ ମୋ ଲିଭର ଦୁର୍ବଳ ଥିଲା ସମ୍ଭାଳି ପାରିଲା ନାହିଁ ।
୬. ଚନ୍ଦ୍ର ଓ ସୂର୍ଯ୍ୟ କେବେ ମିଶନ୍ତି ନାହିଁ
ନଦୀ ଦୁଇ ସାଇଡ କେବେ ଏକାଠି ହୁଅନ୍ତି ନାହିଁ
କୋଟିଏ ଲୋକଙ୍କ କଥା କଣ କହିବି
ମୋ ଦୁଇ ପାଦ କେବେ ଏକା ସହ ଚଲନ୍ତି ନାହିଁ ।
୭. ଗୋଟେ ଦିନ ଓକିଲ ବାବୁଙ୍କୁ ଗୋଟେ ଭିକାରି ମିଳି ଗଲା ।
ଭିକାରି – ବାବୁ କିଛି ଟଙ୍କା ଦିଅନ୍ତୁ
ଓକିଲ ସାହବ – ମୋଟା ତଗଡା ଆଛା କୌଣସି କାମ କଣ ପାଇଁ କରୁନ ?
ଭିକାରି – ମୁଁ ଆପଣଙ୍କୁ ଟଙ୍କା ମାଗିଲି ସଲାହ ନୁହ ।
୮. ଗୋଟେ ଭିକାରି ସେଠ ଘର ବାହାରେ ରୁଟି ଖାଉଥିଲା ।
ସେଠ ଭାବିଲା ବିଚାରା ଥଣ୍ଡା ରୁଟି ଖାଉଚି ତାକୁ ରୁଟି ଗରମ କରି ଦେଇଦବା ଉଚିତ ।
ସେଠ ଭିକାରି ପାଖରେ ଯାଇ – ଦେ ମୁଁ ରୁଟି ଗରମ କରି ଦଉଛି ।
ଭିକାରି – କାଲୀ ତମ ଘରେ ତରକାରୀ ଗରମ ପାଇଁ ଦେଇଥିଲି ଏବେ ପର୍ଯ୍ୟନ୍ତ ଫେରିନି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।