ଗୋଟେ ନେପାଳୀ ତକିଆ କିଣିବା ପାଇଁ ଦୋକାନକୁ ଗଲା, ସେ ଗୋଟେ ତକିଆ ଆଡକୁ ଆଙ୍ଗୁଠି ଦେଖେଇ କହିଲା…

ବର୍ତମାନ ସମୟରେ ସ୍ଥିତି ଏମିତି ଅଛି ଯେ ସମସ୍ତଙ୍କୁ ଟିକେ ହସ ଖୁସି ଦରକାର ଅଟେ । କରୋନା ଭାଇରସ ପାଇଁ ସମସ୍ତେ ଘରେ ବନ୍ଧା ଅଛନ୍ତି, କିଛି ଲୋକ ଘରୁ କାମ କରୁଛନ୍ତି ତଥାପି ସ୍ଥିତି ଏତେ ଭଲ ରହୁ ନାହିଁ । ଆଜି ଆମେ ଆପଣଙ୍କ ପାଇଁ ଓ ଛୁଆଙ୍କ ପାଇଁ ଏମିତି କିଛି ଯୋକ୍ସ ଆଣିଛୁ ଯାହା ଶୁଣି ଆପଣଙ୍କୁ ମଧ୍ୟ ଭଲ ଅନୁଭବ ହବ ।

୧. ଗୋଟେ ଦିନ ଗୋଚୁକୁ ଗୋଟେ ଭିକାରି ମିଳିଲା

ଭିକାରି – ଟଙ୍କା ଟା ଦିଅ ଭାଇ ମୁଁ ୩ ଦିନ ହେଲା କିଛି ଖାଇ ନାହିଁ ।

ଗୋଚୁ – ୧୦ ଟଙ୍କା ଦେବି କିନ୍ତୁ ଆଗ ମତେ ଏହା କହ ୧ଟାରେ ଖାଇବା କୌଠି ମିଳିବ ।

Image Courtesy: Google

୨. ଭିକାରି ( କାରରେ ବସିଥିବା ମେଡମକୁ ) – ୧୦ଟଙ୍କା ଦେଇ ଦିଅନ୍ତୁ

ମେଡମ ଟଙ୍କା ଦେଲେ ଭିକାରି ନେଇ ଯିବାକୁ ଲାଗିଲା

ମେଡମ – ବାବା ଦୁଆ ଦେଇ ଯାଓ

ଭିକାରି – ବିଏମଡବ୍ଲ୍ୟୁ କାରରେ ବସିଛୁ ମୋଟି ଆଉ କୋଣ ରକେଟରେ ବସିବୁ ।

୩. କୃଷଣଙ୍କ ପାଦ ଅନୁଯାଇ ପାଦ ରଖି ଚାଲ, ମୁରଳି ନଥିଲେ ସିଟି ବଜେଇ ଚାଲ

ଘର ଲୋକ ରାଧା ସହ ମିଶେଇ ଦେବେ ସେତେବେଳେ ପର୍ଯ୍ୟନ୍ତ ଗୋପୀ ମାନାଙ୍କୁ ପଟେଇ ଚାଲ ।

୪. ସନ୍ତା ବହୁତ କଠୋର ତପସ୍ୟା କଲା

ଭଗବାନ ପ୍ରସନ୍ନ ହୋଇ – ମାଗ ବତ୍ସ, କଣ ଦରକରା ତମକୁ ?

ସନ୍ତା – ସିଷ୍ଟମ ଅନୁଯାଇ ଚାଲନ୍ତୁ ପ୍ରଭୁ, ଆଗ ତପସ୍ୟା ଭାଙ୍ଗିବା ପାଇଁ ଅପସରା ମାନଙ୍କୁ ପଠାନ୍ତୁ ।

Image Courtesy: Google

୫. ଗୋଟେ ମଦୁଆ ମଦ ପି ପି ମରିଗଲା

କିନ୍ତୁ ମଦୁଆ ର ମଦ ପ୍ରତି ଶ୍ରଦ୍ଧା ଦେଖନ୍ତୁ

ମଲା ବେଳେ କହି ଗଲା – ମଦ ଭଲ ଥିଲା କିନ୍ତୁ ମୋ ଲିଭର ଦୁର୍ବଳ ଥିଲା ସମ୍ଭାଳି ପାରିଲା ନାହିଁ ।

୬. ଚନ୍ଦ୍ର ଓ ସୂର୍ଯ୍ୟ କେବେ ମିଶନ୍ତି ନାହିଁ

ନଦୀ ଦୁଇ ସାଇଡ କେବେ ଏକାଠି ହୁଅନ୍ତି ନାହିଁ

କୋଟିଏ ଲୋକଙ୍କ କଥା କଣ କହିବି

ମୋ ଦୁଇ ପାଦ କେବେ ଏକା ସହ ଚଲନ୍ତି ନାହିଁ ।

Image Courtesy: Google

୭. ଗୋଟେ ଦିନ ଓକିଲ ବାବୁଙ୍କୁ ଗୋଟେ ଭିକାରି ମିଳି ଗଲା ।

ଭିକାରି – ବାବୁ କିଛି ଟଙ୍କା ଦିଅନ୍ତୁ

ଓକିଲ ସାହବ – ମୋଟା ତଗଡା ଆଛା କୌଣସି କାମ କଣ ପାଇଁ କରୁନ ?

ଭିକାରି – ମୁଁ ଆପଣଙ୍କୁ ଟଙ୍କା ମାଗିଲି ସଲାହ ନୁହ ।

୮. ଗୋଟେ ଭିକାରି ସେଠ ଘର ବାହାରେ ରୁଟି ଖାଉଥିଲା ।

ସେଠ ଭାବିଲା ବିଚାରା ଥଣ୍ଡା ରୁଟି ଖାଉଚି ତାକୁ ରୁଟି ଗରମ କରି ଦେଇଦବା ଉଚିତ ।

ସେଠ ଭିକାରି ପାଖରେ ଯାଇ – ଦେ ମୁଁ ରୁଟି ଗରମ କରି ଦଉଛି ।

ଭିକାରି – କାଲୀ ତମ ଘରେ ତରକାରୀ ଗରମ ପାଇଁ ଦେଇଥିଲି ଏବେ ପର୍ଯ୍ୟନ୍ତ ଫେରିନି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *