ମଜେଦାର ଯୋକ୍ସ: କଲ ଗର୍ଲ ବସ ଷ୍ଟାଣ୍ଡରେ ଠିଆ ହୋଇଥିବା ଚିଙ୍କୁକୁ କହିଲା- ଗପାଗପ ହେଇଯାଉ ? ଚିଙ୍କୁ କହିଲା, ହଁ କିନ୍ତୁ ଯଦି ମୋ ସ୍ତ୍ରୀ…

ଦୁନିଆରେ ଦିଅର ଭାଉଜ ସମ୍ପର୍କ ବହୁତ ଅଲଗା ହୋଇଥାଏ ଦିଅର ଭାଉଜ ସମ୍ପର୍କ ମା, ଭଉଣୀ ଓ ସାଙ୍ଗ ସବୁ ସମ୍ପର୍କରେ ପରିଣତ ହୋଇଥାଏ ତେବେ ଦିଅର ଭାଉଜ ଯୋକ୍ସ ସମସ୍ତଙ୍କୁ ବହୁତ ପ୍ରିୟ ଆଜି ଆମେ ଏମିତି କିଛି ଯୋକ୍ଷ ଆପଣମାନଙ୍କ ପାଇଁ ନେଇକି ଆସିଛୁ ଯାହା ଶୁଣି ଆପଣ ମଧ୍ୟ ନିଜ ହସ ଅଟକାଇ ପାରିବେ ନାହିଁ ତେବେ ଆସନ୍ତୁ ଶୁଣିବା ଏହି ଯୋକ୍ସ ଗୁଡିକ । ଆପଣଙ୍କୁ ଏହି ଯୋକ୍ସ ପଢିବା ପରେ ଚିନ୍ତାରୁ ଆରାମ ମିଳିବ, ତେବେ ସବୁବେଳେ ଚିନ୍ତା କରିବା ଉଚିତ ନୁହ ।

୧. ସନ୍ତାକୁ ନିଜ ସ୍ତ୍ରୀ ଉପରେ ସନ୍ଦେହ ଥିଲା ଯେ ତା ସ୍ତ୍ରୀର ଅନ୍ୟ ପୁରୁଷ ସହ ଚକର ଚାଲିଛି । ସେ ତାକୁ ଧରିବା ପାଇଁ ଚାହୁଁଥିଲା ଓ ଦଣ୍ଡ ମଧ୍ୟ ଦବାକୁ ଚାହୁଁଥିଲା ସେଥିପାଇଁ ସେ ଗୋଟେ ଗନ କିଣିଲା ।

Image Courtesy: Google

ଗୋଟେ ଦିନ ଦିପହରରେ ହଟାତ ନ କହି ସନ୍ତା ଘରେ ଆସି ପହଞ୍ଚିଲା,

ଦେଖିବାକୁ ପାଇଲା ଯେ ତା ଅନୁମାନ ଅନୁଯାଇ ତା ସ୍ତ୍ରୀ ଅନ୍ୟ ପୁରୁଷ ସହ ରାସଲୀଳା କରୁଥିଲା ।

ଏହା ସବୁ ଦେଖି ସନ୍ତା ରାଗ ଆଉ ନିୟନ୍ତ୍ରଣରେ ରହିଲା ନାହିଁ ଓ ସେ ନୂଆ କିଣିଥିବା ଗନ ନିଜ ସ୍ତ୍ରୀକୁ ଦେଖେଇଲା ଓ ଏହା ପରେ ଦୁଃଖୀ ହୋଇ ଗନ ନିଜ ଆଡକୁ ଦେଖେଇଲା ।

Image Courtesy: Google

ସନ୍ତା ଟ୍ରିଗର ଦବେଇବାକୁ ଯାଉଥିଲା ସେହି ସମୟରେ ତା ସ୍ତ୍ରୀ କହିଲା ନାହିଁ ପତିଦେବ ଏହି କଥା ଶୁଣି ସନ୍ତା କହିଲା – ଚୁପ ରହ, ଆର ନମ୍ବର ତୋର ଅଟେ ।

୨. ସନ୍ତା ଗୋଟେ କମ୍ପାନୀରେ ଟ୍ରେନି ରୂପପ୍ରେ ଯଏନ କଲା, ପ୍ରଥମ ଦିନରେ ସେ ରୋଷେଇ ଘରେ ଫୋନ ଲଗାଇଲା ଓ ଜୋରେ ଚିଲେଇ କହିଲା – ମୋ ପାଇଁ ଶୀଘ୍ର କଫି ନେଇକି ଆସ ।

ଆର ତରଫରୁ ଆବାଜ ଆସିଲା – ଆରେ ମୂର୍ଖ ତୁ ଭୁଲ ଜାଗାରେ ଫୋନ କରିଛୁ । ତୁ ଜାଣିଛୁ ତୁ କାହା ସହ କଥା ହଉଛୁ ।

Image Courtesy: Google

ସନ୍ତା କହିଲା ନା ଆର ତରଫରୁ ଆବ୍ଜ ଆସିଲା – ମୁଁ ଏହି କମ୍ପାନୀ ମେନେଜିଙ୍ଗ ଡାଇରେକ୍ଟର ଅଟେ, ବୁଝିଲୁ ମୂର୍ଖ

ସନ୍ତା ଆଉଥରେ ଜୋରେ ଚିଲେଇଲା ଆରେ ମୂର୍ଖ ତୁ ଜାଣିଛୁ ମୁଁ କିଏ ?

ମେନେଜର କହିଲା ନା

ସନ୍ତା କହିଲା – ତାହେଲେ ଠିକ ଅଛି ଏତିକି କହି ସନ୍ତା ଫୋନ କାଟିଦେଲା ।

୩. କଲ ଗର୍ଲ ବସ ଷ୍ଟାଣ୍ଡରେ ଠିଆ ହୋଇଥିବା ଚିଙ୍କୁକୁ କହିଲା – ଗପାଗପ ହେଇଯାଉ ?

ଚିଙ୍କୁ କହିଲା – ହଁ କିନ୍ତୁ ଯଦି ମୋ ସ୍ତ୍ରୀ ଭଳି କରିବୁ ତେବେ ।

କଲ ଗର୍ଲ – ହଁ କରିବି କିନ୍ତୁ ସେ କେମିତି କରେ ?

ଚିଣ୍ଟୁ କହିଲା – ଫ୍ରିରେ

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *