Mamita Meher ଙ୍କ ହ-ତ୍ୟା ମାମଲାରେ ଅ-ଭି-ଯୁ-କ୍ତ Govinda Sahuର ଡ୍ରାଇଭର Radhe ଘରୁ ମିଳିଛି ବଡ ସୁରାଗ

ନମସ୍କାର ବନ୍ଧୁଗଣ । ମହାଲିଙ୍ଗ କଲେଜ ଅଧ୍ୟାପିକା ମମିତା ମେହେରଙ୍କ ହ-ତ୍ୟା ଅ-ଭି-ଯୋ-ଗରେ ପୋ-ଲି-ସ ତ-ଦ-ନ୍ତ ଜା-ରି ରହିଛି । ଏହି ଘଟଣା ରେ ଗୋବିନ୍ଦ ସାହୁର ଡ୍ରାଇଭର ରାଧେ ଘରକୁ ମିଳିବା ପରେ ପୋ-ଲି-ସ ହା-ତ-ରେ ଲାଗିଛି ବଡ ସୁ-ରା-ଗ । ରାଧେ ଘରୁ ପୋ-ଲି-ସକୁ ମିଳିଚ ନୂଆ ମୋବାଇଲ ଓ ନୂଆ ଚାର୍ଜର । ଏହା ସହ କିଛି ଲେଡିଜ ଜେନ୍ସ ପ୍ଯାଣ୍ଟ ଓ କିଛି ଔଷଧ ମଧ୍ୟ ଜ-ବ-ତ କରା ଯାଇଛି । ଏହା ବ୍ଯତୀତ ପୋ-ଲି-ସ ରାଧେ ଘରୁ ଅନେକ ଗୁରୁତ୍ଵ ପୂର୍ଣ୍ଣ ତ-ଥ୍ୟ ଯୋ-ଗା-ଡ କରିଛି ଯାହା ମମିତା ହ-ତ୍ୟା ମା-ମ-ଲାରେ ସବୁଠାରୁ ବଡ ପ୍ର-ମା-ଣ ।

ଯେଉଁ ପୋଷାକ ଓ ମୋବାଇଲ ରାଧେ ଘରୁ ଜ-ବ-ତ ହୋଇଛି ତାହା ମମିତା ମେହେରଙ୍କର ବୋଲି ପୋ-ଲି-ସ ସ-ନ୍ଦେ-ହ କରୁଛି । ରାଧେ ଧ-ରା ପଡିବା ପରେ ତାଙ୍କ ସ୍ତ୍ରୀ ନିଜ ସ-ଫେ-ଇ-ରେ କହିଛନ୍ତି ଯେ ତାଙ୍କ ସ୍ଵାମୀ ନି-ର୍ଦୋ-ଷ ଓ ତାଙ୍କୁ ଏହି ମା-ମ-ଲା ରେ ଫ-ସା-ଇ ଦିଆ ଯାଇଛି । ଡ୍ରାଇଭର ରାଧେଙ୍କ ସ୍ତ୍ରୀ କହିଛନ୍ତି ଯେ ମାଲିକ ଗୋବିନ୍ଦ ସାହୁ ତାଙ୍କ ସ୍ଵାମୀଙ୍କୁ ଡକାଇ ଏହି ଘ-ଟ-ଣା ରେ ଜାଣିଶୁଣି ଫ-ସା-ଇ ଦେଇଛନ୍ତି । ତେବେ ସୂଚନା ଅନୁସାରେ ମମିତା ମେହେରଙ୍କୁ ଗୋବିନ୍ଦ ସାହୁ ତ-ଣ୍ଟି ଚି-ପି ହ-ତ୍ୟା କରିଥିଲା ।

ଏହା ପରେ ସେ ମାମିତାଙ୍କ ଶ-ବ-କୁ ନେଇ ଷ୍ଟାଡିୟମ ଠାରେ ପ୍ରଥମେ ନି-ଆଁ ଲଗାଇ ପୋ-ଡି ଦେଇଥିଲା । ଏହା ପରେ ମମିତା ଙ୍କ ଶ-ବ-କୁ ପୋ-ତି ଦେଇଥିଲା । ଏମିତି କି ମାମିତା ଙ୍କ ମୋବାଇଲ ଫୋନ, ତାଙ୍କର ଗହଣା ଓ ଅନ୍ୟାନ୍ୟ ଜିନିଷ ଗୁଡିକ ପୋ-ଡି ଦେଇଛି ବୋଲି ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁ ନିଜେ ସ୍ଵୀକାର କରିଛି । ତେବେ ଏହି ଘଟଣା ରେ ଗୋବିନ୍ଦ ସାହୁର ଡ୍ରାଇଭର ରାଧେ ଙ୍କର ହାତ ରହିଛି ବୋଲି ପୋ-ଲି-ସ ଜାଣିବା ପରେ ତାକୁ ତା ଘରୁ ଆ-ରେ-ଷ୍ଟ କରିଛି ।

ତେବେ ଏହି ଘଟଣା ରେ ଆଉ କେତେ ଜଣ ସା-ମି-ଲ ଅଛନ୍ତି ଯାହା ଆଗକୁ ହୁଏ ତ ଜଣା ପଡିବ । ଏହି ମା-ମ-ଲା ରୁ ଏତିକି କୁହା ଯାଇପାରେ କି ଆଜିକା ଡେଟରେ ମଣିଷ ମଣିଷର ଶ-ତ୍ରୁ ହୋଇ ଗଲାଣି । କାରଣ ଥାଉ ବା ନ ଥାଉ ମଣିଷ ଅନ୍ୟକୁ ହ-ତ୍ୟା କରିବାକୁ ଜମାରୁ ବି ପଛାଉ ନାହି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *