ରାଗିଗଲେ ଶାହରୁଖ, Aryan Khan ଓ ବାକିକୁ 11 ତାରିଖ ଯାଇ ଘାଣ୍ଟିବ NCB।, କୋର୍ଟରେ ମା Gouriଙ୍କୁ ଦେଖି ଏମିତି କହିଲେ Aryan

ଆର୍ୟନ ଖାନ, ଅରବାଜ ମର୍ଚାନ୍ଟ ଓ ମୁନମୁନ ଧମେଚାଙ୍କ 11 ତାରିଖ ପର୍ଯ୍ୟନ୍ତ ଏନସିବି କ-ଷ୍ଟ-ଡି ଓ ଜୁଡିସିୟାଲ କ-ଷ୍ଟ-ଡି ବଢାଇ ଦିଆ ଯାଇଛି । କୋ-ର୍ଟ କହିଛନ୍ତି କି ଯେଉଁ ସମୟ ପର୍ଯ୍ୟନ୍ତ ମା-ମ-ଲାର ଯା-ଞ୍ଚ ସମ୍ପୂର୍ଣ ହୋଇ ନାହିଁ ସେହି ସମୟ ପର୍ଯ୍ୟନ୍ତ ଆ-ସା-ମୀ ମାନଙ୍କର ନିର୍ଦୋଷତା ପ୍ରମାଣ କରିବାରେ ମଧ୍ୟ ଏହା ସାହାର୍ଯ୍ୟ କରିବ । ଏହା ସହିତ ଏହି ପୁରା ମା-ମ-ଲାକୁ ଜାଣିବା ପାଇଁ ଯା-ଞ୍ଚ ନିହାତି ଦରକାର ଓ ଏଥିପାଇଁ ସମୟ ବି । ସେଥିପାଇଁ କୋ-ର୍ଟ 11 ତାରିଖ ପର୍ଯ୍ୟନ୍ତ ଆର୍ୟନ ଖାନର ଏନସିବି କ-ଷ୍ଟ-ଡି ବଢାଇ ଦେଇଛନ୍ତି ।

ଏନସିବି କ-ଷ୍ଟ-ଡିରେ ଆର୍ୟନ ଖାନ କାହା ପାଖରୁ ଡ୍ର-ଗ୍ସ କିଣୁ ଥିଲେ ଓ ତାଙ୍କ ପାଖରେ ଯେଉଁ ଡ୍ର-ଗ୍ସ ଥିଲା ଏହି ସବୁକୁ ନେଇ ମଧ୍ୟ ଆର୍ୟନ ଖାନଙ୍କ ସହ ଜେ-ରା କରାଯିବ । ତାଙ୍କର ବ-ନ୍ଧୁ ଅରବାଜ ଓ ମୁନମୁନଙ୍କ ଠାରୁ ୭ ଗ୍ରାମ ଓ ୫ ଗ୍ରାମ ଚ-ର-ସ ମିଳିଥିଲା । ଆର୍ୟନ ଖାନ ମଧ୍ୟ ଚ-ର-ସ ସେବନ କରିଥିଲେ ବୋଲି ଖବର ସାମ୍ନାକୁ ଆସିସାରିଛି ।

ସୂତ୍ର ଅନୁସାରେ ଜଣା ପଡିଛି କି ଆର୍ୟନ ଖାନ ଗତ ୪ ବର୍ଷ ହେବ ନି-ଶା ସେବନ କରୁଥିଲେ । ଏହା ସହିତ ବିକ୍ରି ମଧ୍ୟ କରୁଥିଲେ । ଏମିତିରେ ଡ୍ର-ଗ୍ସ କାହା ପାଖରେ ରହୁଥିଲା । ଏହିଭଳି ବହୁତ ପ୍ରଶ୍ନ ଅଛି ଯାହାର ଉତ୍ତର ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ନାହିଁ । କୁହାଯାଉଛି କି ଆର୍ୟନ ଖାନ ଗି-ର-ଫ ହେବା ପରେ ମୁମ୍ବାଇର ଅନ୍ୟ ବହୁତ ସ୍ଥାନ ଉପରେ ଏନସିବି ଚଢଉ କରିଥିଲା । ଅକ୍ଟୋବର ୭ ପର୍ଯ୍ୟନ୍ତ ଏନସିବି ଏହି ପୁରା ଘଟଣାର ମୂଳରୁ ଶେଷ ପର୍ଯ୍ୟନ୍ତ ଯା-ଞ୍ଚ କରିବ ।

 

ଆର୍ୟନ ଖାନଙ୍କ ଓକିଲ ସତିଶ ଓ ଶାହାରୁଖ ଖାନ ଓ ଗୌରୀ ଖାନଙ୍କୁ ନିରାଶ ହେବାକୁ ପଡିଛି । ଗତକାଲି କୋ-ର୍ଟରେ ଏହି କେସକୁ ନେଇ ଆର୍ୟନ ଖାନଙ୍କ ଓକିଲ ବହୁତ ଯୁ-କ୍ତି କରିଥିଲେ । ଆର୍ୟନ ଖାନଙ୍କ ଓକିଲର କହିବା ଅଟେ କି ଆର୍ୟନ ଖାନଙ୍କ ଏହି କେସ ସହ କୌଣସି ସମ୍ପର୍କ ନାହିଁ । ଆର୍ୟନ ଖାନ ସେଠି କେବଳ ଅତିଥି ରୂପରେ ଯାଇ ଥିଲେ । ତାଙ୍କ ପାଖରେ କୌଣସି ବି ପ୍ରକାରର ଡ୍ର-ଗ୍ସ ମିଳି ନାହିଁ ଓ ସେ ଡ୍ର-ଗ୍ସ ସେବନ କରିଛନ୍ତି ବୋଲି ବି କୌଣସି ପ୍ରମାଣ ନାହିଁ ।

ଅନ୍ୟ ପଟେ ମେଡିକାଲ ଟେସ୍ଟ ପରେ ଜଣା ପଡିବ କି ଆର୍ୟନ ଖାନ ସେହି ଦିନ ରାତିରେ ଚ-ର-ସ କିମ୍ବା ଡ୍ର-ଗ୍ସ ସେବନ କରିଥିଲେ ନା ନାହିଁ । ଆର୍ୟନ ଖାନଙ୍କ ମୋବାଇଲର ମଧ୍ୟ ଯା-ଞ୍ଚ ଚାଲିଛି । ଆର୍ୟନ ଖାନଙ୍କ ୱ୍ହାଟ୍ସଏପରୁ ବହୁତ କଥା ଜଣା ପଡିଛି । ଯେଉଁଥିରେ ଜଣା ପଡି ଥିଲା କି ଆର୍ୟନ ଖାନ ଡ୍ର-ଗ୍ସ ବିକ୍ରି କରିବା ସହ ନିଜେ ମଧ୍ୟ ଏହାର ସେବନ କରୁଥିଲେ । ନିଜ ପାଖରେ ଡ୍ର-ଗ୍ସ ବି ରଖୁଥିଲେ । ଏହି ସବୁ କଥାକୁ ଭିତ୍ତି କରି ଏନସିବି ଯା-ଞ୍ଚ କରିବ ।

Leave a Reply

Your email address will not be published. Required fields are marked *