ମନାକଲା ସଂମ୍ପର୍କ ରଖିବନି, ତା ଜଙ୍ଘରେ gulee ମା-ରି-ଦେ-ଲି… ସମ୍ପୂର୍ଣ୍ଣ ଖବର ଜାଣି ଆପଣଙ୍କ ରକ୍ତ ଗରମ ହୋଇଯିବ

ଭଲ ପାଇଥିଲା ପାଖରେ ରହୁଥିଲା । ଏବେ ବାହା ହୋଇଗଲି ବୋଲି ରହିବାକୁ ମନା କରୁଛି । ଆରେ ମୁଁ ସିନା ତାକୁ ବାହା ହେଲି ହେଲେ ତୋତେ ପରା ମୁଁ ଭଲ ପାଉଛି । ସବୁ ଦିନ ତୋତେ ସେମିତି ଭଲ ପାଉଥିବୀ । ଯେମିତି ପୂର୍ବରୁ ଭଲ ପାଉଥିଲି । ମୁଁ ବାହା ହେଲି କଣ ହେଲା । କିନ୍ତୁ ଏହା ପରେ ସମ୍ପର୍କ ରଖିବାକୁ ରୋକଠୋକ ମନା କରି ଦେଲା ପ୍ରେମିକା ଜଣକ ।

ତୁ ବାହା ହୋଇ ସାରିଛୁ ମୁଁ ତୋ ସହ ସମ୍ପର୍କ ରଖିବୀ ନାହି କହିଲା ପ୍ରେମିକା । କିନ୍ତୁ ଟିକିରେ କଥା ସଋ ନ ଥିଲା । ଆଉ ପ୍ର-ତି-ଶୋ-ଧ ପ-ରା-ୟ-ଣ ହୋଇ ପଡିଥିଲା ପ୍ରେମିକ । ଘରେ ସ୍ତ୍ରୀ ଅଛି ତଥାପି ସେ ଯୁବତୀକୁ ନିଛାଟିଆ ଜାଗାକୁ ନେଇଗଲା । ଆଉ ସେଠାରେ ଯୁବତୀକୁ ଅ-ପ-ହ-ର-ଣ କରି 5 ଦିନ ରଖି ସାରିବା ପରେ ମନ ବୁଝିଲା ନାହି ଯେ ଯେଉଁ ଯୁବତୀ କୁ ସେ ପ୍ରେମ କରୁଥିଲା ଆଉ ଯାହାର ସେ ପ୍ରେମିକ ତା ପ୍ରେମିକାର ଜଙ୍ଘ କୁ gulee କରି ଦେଲା ।

ହଁ ଦର୍ଶକ ବନ୍ଧୁ ଏଭଳି ଅଭାବନୀୟ ଦୁଖଦ ଖବର ଆସି ପହଞ୍ଚିହି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରୁ । ଯାହା ପୁରା ମୟୂରଭଞ୍ଜ ଜିଲ୍ଲା ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଜଣେ ପ୍ର-ତି-ଶୋ-ଧ ପ-ରା-ୟ-ଣ ହୋଇ ନିଜର ବିଗତ ଦିନର ପ୍ରେମିକା କୁ gulee ମା-ଡ କରିଛି । ଦର୍ଶକ ବନ୍ଧୁ ଏହା ପରେ ପ୍ରେମିକା କୁ ଲୁଚାଇ ବି ରଖିଛି । ଆଉ ଶେଷରେ ପ୍ରେମିକ ଧରା ପଡିଛି ।

ପୋଲିସ ଉକ୍ତ ପ୍ରେମିକ ଅର୍ଜୁନ ଓ ତାର ସହଯୋଗୀ କୁ ଆ-ରେ-ଷ୍ଟ କରି କୋର୍ଟ ଚାଲାଣ କରିଛି । ଗିରଫ ପ୍ରେମିକ ପ୍ରବଣ ହେଉଛନ୍ତି ରାୟରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ଅଁଳାବୁଡା ଗାଁ ର ସୁରୋଜ ପଣ୍ଡା ଙ୍କ ପୁଅ ଅର୍ଜୁନ ପଣ୍ଡା । ଜଣେ 18 ବର୍ଷୀୟ ଯୁବତୀ ଙ୍କୁ ଅରୁଣ ପ୍ରେମ କରୁଥିଲେ । ଗତ 3 ବର୍ଷ ଧରି ଦୁହିଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଏଇ ବର୍ଷକ ତଳେ ନିଜ ପ୍ରେମିକାକୁ ପ୍ରତାରଣା କରି ଯାହାକୁ ସେ ଭଲ ପାଉଥିଲେ ତାହା ହାତ ଛାଡି ଅନ୍ୟ ଜଣେ ଝିଅ କୁ ବିବାହ କରିଥିଲେ । ଆଉ ବିବାହ ପରେ ପ୍ରେମିକା ଙ୍କୁ ଶା-ରୀ-ରି-କ ସ-ମ୍ପ-ର୍କ ରଖିବାକୁ ବାଧ୍ୟ କରୁଥିଲେ । ଆଉ ଯୁବତୀ ଜଣକ ଏଥିରେ ପ୍ରତିବାଦ କରିବାରୁ ପ୍ର-ତି-ଶୋ-ଧ ନେବାକୁ ଯୋଜନା କରିଥିଲା ଅର୍ଜୁନ । ଆଉ ଯାହାର ପରିଣାମ ସ୍ୱରୂପ ଅର୍ଜୁନ ଏମିତି କା-ଣ୍ଡ ଘଟାଇଛି ।

ତେବେ ପୋଲିସ ଅର୍ଜୁନ ଓ ତାର ସହଯୋଗୀ କୁ ଗି-ର-ଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେ ବ-ନ୍ଧୁ-କ ଜ-ବ-ତ କରିଛି । ଆଉ ଆଗକୁ ଏହି ଘଟଣା କେଉଁ ମୋଡ ନେଉଛି ତାହା ଉପରେ ରହିଛି ସମସ୍ତଙ୍କର ନଜର । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *