ମାସର ଏହି ଦିନରେ ମହିଳା ଗର୍ଭ ଧାରଣ କରିବା ପାଇଁ ୧୦୦% ସକ୍ଷମ ହୋଇଥାନ୍ତି- Pregnancy Tips

ଗର୍ଭ ଧାରଣ କରିବା ସମସ୍ତ ମହିଳାଙ୍କ ଇଛା ହୋଇଥାଏ ଆଉ ମହିଳାଙ୍କୁ ଭଗବାନ ଏମିତି ଗୋଟେ ଜିନିଷ ଦେଇଛନ୍ତି ଯାହାକୁ ମଣିଷ ମମତା କହିଥାଉ । ମମତା ସନ୍ତାନ ପାଇଁ ମା ମନରେ ଯେତେ ରହିଥାଏ ତାହା ଅନ୍ୟ କାହା ପାଇଁ କେବେ ରହି ପାରେ ନାହିଁ । ତେବେ ସବୁ ଦମ୍ପତି ମାନଙ୍କୁ ଗୋଟେ ସମୟ ଆସିବା ପରେ ମା ବାପା ହବାକୁ ଈଛା ହୋଇଥାଏ ଆଉ ସନ୍ତାନ ସୁଖ ପାଇବାକୁ ଇଚ୍ଛା ମଧ୍ୟ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଗର୍ଭ ଧାରଣ କରିବାର ସବୁଠାରୁ ସହଜ ଉପାୟ ବିଷୟରେ କହିବାକୁ ଯାଉଛୁ ।

ମହିଳାଙ୍କ ଶରୀର ଭଗବାନ ଏମିତି ଗଢ଼ିଛନ୍ତି ଯାହା ଦ୍ଵାରା ମହିଳାଙ୍କ ଭିତରେ ହୋଇଥିବା ପରିବର୍ତ୍ତନକୁ ସମସ୍ତେ ଭଲ ଭାବରେ ଅନୁଭବ କରିଥାନ୍ତି ଆଉ ଏହି ଭଳି ପରିବର୍ତ୍ତନ କେତେ ବେଳେ ହୋଇଥାଏ ତାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ପ୍ରତି ମାସରେ ମହିଳାଙ୍କୁ ମାସିକ ଧର୍ମ ଆସିଥାଏ ଆଉ ଏହି ମାସିକ ଧର୍ମ କିଛି ଦିନ ପରେ ମହିଳାଙ୍କ ଶରୀରରେ ଓଭଲ୍ୟୁସନ୍ ପ୍ରକ୍ରିୟା ଆରମ୍ଭ ହୋଇଥାଏ ।

ତେବେ ଏହି ପ୍ରକ୍ରିୟାରେ ଶରୀର ବହୁତ୍ ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳିଥାଏ ଯାହା କେବଳ ମହିଳାଙ୍କୁ ଅନୁଭବ ହୋଇଥାଏ ଆଉ ଏହି ସମୟରେ ସମ୍ବନ୍ଧ ରଖିବା ଦ୍ୱାରା ଗର୍ଭ ଧାରଣ କରିବାରେ ଅସୁବିଧା ଅଧିକ ହୋଇ ନଥାଏ । ଆଜି ଆମେ ଆପଣଙ୍କୁ ଓଭଲ୍ୟୁସନ୍ ସମୟରେ ହଉଥିବା ପରିବର୍ତ୍ତନ ବିଷୟରେ କହିବାକୁ ଯାଉଛୁ ।

୧- ଏହି ସମୟରେ ଶରୀର ଏଷ୍ଟ୍ର ଜେନ ମାତ୍ରା ବଢ଼ିବାକୁ ଲାଗିଥାଏ ଯାହା ଦ୍ଵାରା ଶରୀର ଭିତରେ ଆପଣଙ୍କୁ ଅଲଗା ପ୍ରକାର ଶକ୍ତି ଅନୁଭବ ହୋଇଥାଏ । ଗର୍ଭ ଧାରଣ କରିବା ପରେ ଏଷ୍ଟ୍ରୋ ଜେନ ମାତ୍ରା ଆପେ ଆପେ କମି ଯାଇଥାଏ ।

୨- ଓଭଲ୍ୟୁସନ୍ ସମୟରେ ମହିଳାଙ୍କ ମୁଡ ବହୁତ୍ ଭଲ ରହିଥାଏ କିଛି ଅସୁବିଧା ହେଲେ ମଧ୍ୟ ଆପଣଙ୍କୁ କିଛି ଚିନ୍ତା ନଥାଏ ।

୩- ବହୁତ୍ ମହିଳାଙ୍କ ଓଭଲ୍ୟୁସନ୍ ସମୟରେ ଲିମ୍ପ ନଡ ମଧ୍ୟ ହୋଇଥାଏ ଏହାର ଅର୍ଥ ଆପଣଙ୍କ ଜଏଣ୍ଟ ଜାଗା ଗୁଡିକରେ କିଛି ଗୁଣ୍ଠୁନି ଭଳି ହୋଇଥାଏ ।

୩- ବହୁତ୍ ମହିଳାଙ୍କର ଓଭଲ୍ୟୁସନ୍ ସମୟରେ ତଳି ପେଟ ଟିକେ କାଟିଥାଏ ଯଦି ଆପଣଙ୍କୁ ଏମିତି କିଛି ଅନୁଭବ ହୁଏ ତେବେ ବୁଝି ଯାଆନ୍ତୁ ଆପଣଙ୍କ ଅଣ୍ଡା ଓଭାରିରୁ ବାହାରି ସଠିକ୍ ଯାଗାକୁ ଆସି ଯାଇଛି । ତେବେ ଓଭଲ୍ୟୁସନ୍ ସଠିକ୍ ସମୟରେ ସମ୍ବନ୍ଧ ରଖିବା ଦ୍ୱାରା ବହୁତ୍ ଲୋକଙ୍କ ଏହି ଭଳି ସମସ୍ୟା ବହୁତ୍ ସହଜରେ ଦୁର ହୋଇଥାଏ ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *