Bollywoodର ଫେମସ ହୀରୋ Tiger Shroffଙ୍କ ଭଉଣୀ ଦେଖିବା ପାଇଁ ସ୍ବର୍ଗର ଅପ୍ସରୀ ଭଳି

ବର୍ତ୍ତମାନ ବଲିଉଡ ଜଗତରେ ଜଣେ ବ୍ୟକ୍ତି ନିଜର ଅଧିପତ୍ଵ ବିସ୍ତାର କରିଛନ୍ତି ତାହାଙ୍କ ନାମ ହେଉଛି ‘ଟାଇଗର ଶ୍ରଫ୍ଫ’ । ତାଙ୍କର ଗୋଟିଏ ପରେ ଗୋଟିଏ ଚଳଚିତ୍ର ସୁନାମ ଅର୍ଜନ କରିଛି । ତାଙ୍କ ଅଭିନୟ ବହୁତ ଦର୍ଶକଙ୍କୁ ପ୍ରଭାବିତ କରିବା ସଙ୍ଗେ ସଙ୍ଗେ ବହୁତ ଦର୍ଶକଙ୍କର ପ୍ରିୟ ପାତ୍ର ହୋଇଆସିଛନ୍ତି । ସେ ନିଜର ଅଭିନୟ ଏବଂ ଭୟାନକ ଷ୍ଟଣ୍ଟରେ ବହୁତ ଶୀଘ୍ର ବଲିଉଡରେ ପ୍ରଶଂସାର ପାତ୍ର ହେଇଆସିଲେ । ଦର୍ଶକମାନେ ‘ଟାଇଗର ଶ୍ରଫ୍ଫ’ଙ୍କର ଫିଲ୍ମର ବହୁତ ଆଗ୍ରହ ସହିତ ଅପେକ୍ଷା କରିଥାନ୍ତି ।

‘ଟାଇଗର ଶ୍ରଫ୍ଫ’ ନିଜର ସୁନ୍ଦରତ ଏବଂ ପର୍ସନାଲିଟୀ କୁ ନେଇ ବହୁତ ଚ୍ଚର୍ଚାରେ ରହିଛନ୍ତି । କିନ୍ତୁ ତାଙ୍କ ଭଉଣୀଙ୍କ ବିଷୟରେ ଅଧିକାଂଶ ଲୋକ ଜାଣନ୍ତି ନାହିଁ । ତାଙ୍କ ଭଉଣୀଙ୍କ ନାମ ‘କ୍ରୀଷ୍ଣା ଶ୍ରଫ୍ଫ’ ଅଟେ । ‘ଟାଇଗର ଶ୍ରଫ୍ଫ’ ନିଜ ଭଉଣୀ ଠାରୁ ୩ବର୍ଷ ବଡ ଅଟନ୍ତି । ‘କ୍ରୀଷ୍ଣା ଶ୍ରଫ୍ଫ’ ନିଜର ବୋଲ୍ଡ ଫଟୋ ସୋସିଆଲଲ ମିଡିଆରେ ପୋଷ୍ଟ କରିବାରୁ ଦର୍ଶକଙ୍କ ଦ୍ରୁଷ୍ଟିକୁ ଆସିଛନ୍ତି । କ୍ରୀଷ୍ଣା ଶ୍ରଫ୍ଫ’ଙ୍କର ଜନ୍ମ ୧୯୯୩ ମସିହା ଜାନୁଆରୀ ମାସରେ ମୁମ୍ବାଇ ସହରରେ ହେଇଥିଲା । ୨୦୦୫ ମସିହାରେ ସେ ଡୋକମେନ୍ଟ୍ଟରୀ ଫିଲ୍ମ ବ୍ଳାକ ଶିପର ମଧ୍ୟ ନିର୍ମାତା ଥିଲେ ।

‘ତାଙ୍କୁ ଦୂର ଯାତ୍ରା ଏବଂ ଫୋଟୋଗ୍ରାଫୀ କରିବା ବହୁତ ଭଲଲାଗେ । ସେ ନିଜର ଶିକ୍ଷା ‘ଆମେରିକାନ ସ୍କୁଲ ଓଫ ବମ୍ବେ’ ମୁମ୍ବାଇରୁ କରିଛନ୍ତି । ତାଙ୍କୁ ଅଭିନୟ କରିବା ବିଲକୁଲ ପସନ୍ଦ ନୁହେ । ମାତ୍ର ଚଳଚ୍ଚିତ୍ର ନିର୍ମାଣ କରିବାରେ ତାଙ୍କର ବହୁତ ରୁଚି ରହିଅଛି । ସେ ବହୁତ ପରୋପକାରୀ ଅଟନ୍ତି । ଦୁଖୀ ଲୋକଙ୍କୁ ସାହାଜ୍ଯ କରିବାକୁ ପଛାନ୍ତି ନାହିଁ । ଟାଇଗର ଶ୍ରପ୍ପ ନିଜ ଭଉଣୀଙ୍କୁ ଅଧିକ ଭଲପାନ୍ତି । ସେହିଭଳି ତାଙ୍କ ସାନଭଉଣୀ ମଧ୍ୟ ତାଙ୍କୁ ସେତିକି ଭଲ ପାଇଥାଏ । ଦୁଇଜଣଙ୍କ ମଧ୍ୟରେ ସ୍ନେହ ବହୁତ ଅଧିକ ରହିଛି ।

‘କ୍ରୀଷ୍ଣା ଶ୍ରଫ୍ଫ’ ଅଧିକ ପାର୍ଟି କରିବାକୁ ଭଲ ପାଇନଥାନ୍ତି । ସେ ନିଜ ଡ୍ରେସିଂକୁ ନେଇ ବହୁତ ସିରିୟସ ଅଟନ୍ତି । ଦୂର ଦୂର ଜାଗାକୁ ବୁଲି ଯିବାକୁ ତାଙ୍କୁ ବହୁତ ଭଲଲାଗେ । କୁଆଡେ ଯିବା ପୂର୍ବରୁ ନିଜ ସାଙ୍ଗରେ ଫୋଟୋ ସୂଟରେ ବ୍ୟବହାର ହେଉଥିବା କ୍ୟାମେରାକୁ ନିଜ ସାଙ୍ଗରେ ନେଇ ଯାଇଥାନ୍ତି,କାରଣ ତାଙ୍କୁ ଫଟୋସୁଟ କରିବାକୁ ବହୁତ ଭଲ ଲାଗିଥାଏ । ‘କ୍ରୀଷ୍ଣା ଶ୍ରଫ୍ଫ’ ସମୟର ସଠିକ ତତପର ଥାନ୍ତି । କେଉଁ ସମୟରେ କେଉଁ କେଉଁ କାମ କରିବା ଉଚିତ ଏବଂ କେଉଁ କାମ କରିବା ଦ୍ଵାରା ତାଙ୍କୁ ଲାଭ ମିଳିଥାଏ,ତାହା ବେଶ ଭଲ ଭାବେ ଜାଣିଛନ୍ତି ।

ସବୁଦିନ ସକାଳୁ ଯୋଗ ପ୍ରାଣାୟମ କରିଥାନ୍ତି । ଏହା ସହିତ ସେ ଦେହକୁ ହିତ କରୁଥିବା ଖାଦ୍ଯ ଖାଇଥାନ୍ତି । ନିଜର ଶରୀର ପ୍ରତି ବହୁତ ଧ୍ୟାନ ଦିଅନ୍ତି । ସାଙ୍ଗସାଥି ମାନଙ୍କ ସହିତ ଅଧିକ ସମୟ ବିତେଇବାକୁ ସେ ଭଲପାଇଥାନ୍ତି । ପିଲାଟି ଦିନୁ ‘କ୍ରୀଷ୍ଣା ଶ୍ରଫ୍ଫ’ ବହୁତ ପରୋପକାର କରି ଆସିଛନ୍ତି । ରୂପ ସହିତ ତାଙ୍କର ଗୁଣ ମଧ୍ୟ ସୁନ୍ଦର ଅଟେ । ଭଲ ଲାଗିଲେ ଲାଇକ କରନ୍ତୁ ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *