ସିବିଲ ସର୍ଭିସ ଏକ୍ସମରେ ଇନ୍ଟରଭିଉ ବହୁତ ଗୁରୁତ୍ଵପୂର୍ଣ ହୋଇଥାଏ । ବହୁତ ବାର ଇନ୍ଟରଭିଉ ବୋର୍ଡରେ ବସିଥିବ ଆଇଏଏସ ଅଧିକାରୀ କ୍ୟାଣ୍ଡିଡେଟର ଉପସ୍ଥିତି ଉତ୍ତର ଓ ଆଇକ୍ୟୁ ଟେଷ୍ଟ କରିବା ପାଇଁ ଟ୍ରିକି ପ୍ରଶ୍ନ ପଚାରି ଥାନ୍ତି । ଏହି ପ୍ରଶ୍ନକୁ ଶୁଣି ଇନ୍ଟରଭିଉ ଦେବାକୁ ଆସିଥିବା କ୍ୟାଣ୍ଡିଡେଟ ନର୍ଭସ ହୋଇଥାନ୍ତି ।
ଏହି ପ୍ରଶ୍ନ ତାଙ୍କର ନିଜର ପର୍ଶନଲ ପରିଚୟ ଫର୍ମ ହୋଇଥାଏ । ଏଥିରେ ସେ ନିଜ ବିଷୟରେ ସବୁ କିଛି କହିଥାନ୍ତି । ଅଭ୍ୟାସଠୁ ନେଇ ପାଠ ପର୍ଯ୍ୟନ୍ତ ସବୁ ଥାଏ । ଏହା ପରେ ଅଧିକାରୀମାନେ ଅଫିସର ହେବାର ସକ୍ଷମ, ବୁଦ୍ଧି, ତର୍କ ଶକ୍ତିକୁ ଟେଷ୍ଟ କରିଥାନ୍ତି । ଏହାର ଜବାବ ବହୁତ ଚତୁରାଇର ସହିତ ଦେବାକୁ ପଡିଥାଏ । ଆସନ୍ତୁ ଜାଣିବା ପ୍ରଶ୍ନ ଓ ଉତ୍ତର ବିଷୟରେ ।

୧. ନବାଜିଲେ ବି ଆଘାତ ଦେଇଥାଏ । ସେଇଟା କଣ ?
ଉତ୍ତର : ବାଣୀ
୨. ସେ ଗତି କରେ କିନ୍ତୁ ତାର ଗୋଡ ନାହିଁ । ତାହାର ବ୍ଯାଙ୍କ ଅଛି କିନ୍ତୁ ପଇସା ନାହିଁ । ସେ କିଏ ?
ଉତ୍ତର : ନଦୀ
୩. ସ୍ଵାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି କିଏ ହୋଇଥିଲେ ?
ଉତ୍ତର : ଡଃ ରାଜେନ୍ଦ୍ର ପ୍ରସାଦ
୪. ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀଙ୍କ ନାମ କଣ ?
ଉତ୍ତର : ପଣ୍ଡିତ ଜବାହାରଲାଲ ନେହେରୁ

୫. ଓଡିଶାର ଜାତୀୟ ପଶୁର ନାମ କଣ ?
ଉତ୍ତର : ସାମ୍ଭର
୬. ଓଡିଶାର ଜାତୀୟ ପକ୍ଷୀର ନାମ କଣ ?
ଉତ୍ତର : ଭଦଭଦଳିଆ
୭. କେଉଁ ପତ୍ର ଖାଇଲେ ଥଣ୍ଡା, ଜର, କାଶ ଇତ୍ୟାଦି ଭଲ ହୋଇଥାଏ ଏବଂ ମସ୍ତିସ୍କ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ ?
ଉତ୍ତର : ତୁଳସୀ ପତ୍ର
୮. କେଉଁ ଗଛର ପତ୍ର ଓ ଫଳରେ ଯାବତିୟ ପେଟ ରୋଗ ଭଲ ହୋଇଥାଏ ?
ଉତ୍ତର : ବେଲ

୯. ମୋଠାରୁ ପ୍ରଥମ ଲେଟର ନେଇଯାଅ କିମ୍ବା ସେସ ଲେଟର କିମ୍ବା ସମସ୍ତ ଲେଟର ନେଇଯାଅ । ମୁଁ କିନ୍ତୁ ସବୁବେଳେ ସମାନ ରହିବି । ମୁଁ କିଏ ?
ଉତ୍ତର : ପୋଷ୍ଟମ୍ୟାନ
୧୦. ମୁଁ ଆପଣଙ୍କ ଅତି ଦରକାରୀ କିନ୍ତୁ ଆପଣମାନେ ମୋତେ ଅନ୍ୟକୁ ଦେଇ ଦିଅନ୍ତି । ମୁଁ କିଏ ?
ଉତ୍ତର : ଟଙ୍କା ।
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।