ପୁଣି Hi-Tech Hospital ବିରୁଦ୍ଧରେ ଆସିଲା ସାଂଘାତିକ ଅଭିଯୋଗ, ଦେଖନ୍ତୁ କାନ୍ଦି କାନ୍ଦି କଣ କହୁଛନ୍ତି ଏହି Army officer, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଭୁବନେଶ୍ବର ହାଇଟେକ ହସପିଟାଲରେ ଆଉ ଏକ ଘଟଣା ଘଟିଛି । ଗୋଟେ ପିଲାର ମୃ-ତ୍ୟୁ ହାଇଟେକ ହସପିଟାଲରେ ହୋଇଛି ଯାହା ପାଇଁ ତାର ବାପା ଅ-ଭି-ଯୋ-ଗ କରିଛି । ପିଲାର ବାପା ର କହିବା ଅନୁସାରେ ଚଳିତ ମାସ ୧୧ ରେ ସେ ତାଙ୍କ ପିଲାର ଆଡମିସନ ହାଇଟେକ ହସପିଟାଲରେ କରିଥିଲେ । ଗତ ୩ ମାସ ହେବ ସେ ତାଙ୍କ ପିଲାର ଚିକିତ୍ସା କରାଉ ଥିଲେ । ପିଲା ଚିକିତ୍ସା ହେବା ପରେ ଦୁଇ ଥର ଡିଶ୍ଚାର୍ଜ ମଧ୍ୟ ହୋଇ ସାରିଛି । ପିଲାର ବାପା କହିଛନ୍ତି ଯେ ତାଙ୍କ ସ୍ତ୍ରୀଙ୍କର ଅଲଟ୍ରାସାଉଣ୍ଡ ରିପୋର୍ଟ ଠିକ ଆସିଥିଲା ଯାହା ଡାକ୍ତର ମାନେ କହିଥିଲେ ।

ଏହା ପରେ ତାଙ୍କ ସ୍ତ୍ରୀ ର ଡାକ୍ତର ଙ୍କ ପରାମର୍ଶ ଅନୁଯାୟୀ ସିଜରିୟାନ ହେଲା । ପିଲା ହେବା ପରେ ରାତି ୧୨ ଟା ରେ ଡାକ୍ତର କହିଲେ ପିଲାର ସି ଟ୍ୟାପ ଲାଗିବ । ସି ଟ୍ୟାପ ରୁ ଆସିବା ପରେ ପିଲା ଅକ୍ସିଜେନ ରେ ରହିଲା । ଗତ ଦୁଇ ତଳେ ପିଲାର ଆକ୍ସିଜେନ କଢା ଯାଇଥିଲା । ପିଲା ଟି ସଂପୂର୍ଣ୍ଣ ଭାବେ ସୁସ୍ଥ ହେବା ସହ ଠିକ ଭାବେ ଖାଉଥିଲା ଯାହା ତା ବାପା କରିଛନ୍ତି । ଏହାର ଲାଇଭ ଭି-ଡି-ଓ ମଧ୍ୟ ପରମାଣ ସ୍ୱରୂପ ପିଲାର ବାପା ରଖିଛନ୍ତି । ଡାକ୍ତର କହିଲେ ବହୁତ ଜଲ୍ଦି ତାଙ୍କ ପିଲା ରିକଭରୀ ହେଉଛି । ତେଣୁ ଡାକ୍ତର ଦୁଇ ଦିନ ପରେ ପିଲାକୁ ତା ମା ପାଖକୁ କ୍ଷୀର ଖାଇବା ପାଇଁ ଛାଡିବେ ବୋଲି କହିଲେ ।

ଏହା ପରେ ସ୍ଵାମୀ ଓ ସ୍ତ୍ରୀ ଦୁହେଁ କ୍ୟାବିନ ନେଇ ସେଠାରେ ରହିଲେ କେବଳ ତାଙ୍କ ପିଲା ପାଇଁ । ଏହା ପରେ ଅଚାନକ ସନ୍ଧ୍ୟା ୭ଟାରେ ତାଙ୍କ ପାଖକୁ ଫୋନ ଆସିଲା କି ତୁରନ୍ତ ଏନଆଇସି କୁ ଯିବା ପାଇଁ । ଯେତେବେଳେ ପିଲାର ଅବପା ସେଟହରେ ପହଞ୍ଚି ଥିଲେ ଜାଣିବାକୁ ପାଇଲେ କି ତାଙ୍କ ପିଲା ଆଉ ନାହି । ପିଲାର ବାପା ଏତିକି କହିଛନ୍ତି କି ତାଙ୍କ ପିଲାର ମୃ-ତ୍ୟୁ ପାଇଁ ହାଇଟେକ କର୍ତ୍ତୁପକ୍ଷ ଦାୟୀ ହେବା ସହ ପିଲାର ଚିକିତ୍ସା କରୁଥିବା ଡାକ୍ତର ମାନେ ମଧ୍ୟ ସଂପୂର୍ଣ୍ଣ ଭାବେ ଦାୟୀ ଅଟନ୍ତି । ତେଣୁ ଏହି ଘଟଣା ବାବଦରେ ତୁରନ୍ତ କିଛି ପଦକ୍ଷେପ ନେବା ପାଇଁ ପିଲାର ବାପା ଯିଏ ଜଣେ ଆର୍ମୀ ଅଫିସର ଥିଲେ ନିବେଦନ କରିଛନ୍ତି ।

ଯେଉଁ ମାନେ ତାଙ୍କ ପିଲାକୁ ମାରିଛନ୍ତି ସେମାନଙ୍କ ଉପରେ କଡା ଆକ୍ସନ ନେବା ପାଇଁ ସେ ଅନୁରୋଧ କରିଛନ୍ତି । ପିଲାର ବାପାର କହିବା ମୁଠାକ ତାଙ୍କ ସ୍ତ୍ରୀଙ୍କୁ ଡେଲିଭରି ସମୟରେ ଯେଉଁ ଇଂଜେକସନ ଦିଆ ଯାଇଥିଲା ତାର ପ୍ରେସକ୍ରିସନ କେଉଁ ଡାକ୍ତର ଲେଖିଥିଲା ତାହା ମାଗିବାରୁ ହସ୍ପିଟାଲ ଦେଇ ନ ଥିଲେ । ହାଇଟେକ ହସ୍ପିଟାଲ ରେ ଏହି ଘଟଣା କୁ ସଠିକ ଭାବେ ଯାଞ୍ଚ କରିବା ପାଇଁ ଅନୁରୋଧ କରିଛନ୍ତି ମୃ-ତ ପିଲାର ବାପା ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *